OR/670106 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670105 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670105|OR/670106b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670106b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670106BG-NEW_YORK_ND_01.mp3</mp3player>|"ଠିକ୍ ପିଲାଟିଏ ପରି। ଜଣେ ପିଲା ଦେଖନ୍ତି ଯେ ରାସ୍ତାରେ ଏକ ସୁନ୍ଦର ମୋଟର କାର୍ ଚାଲିଥାଏ, ସେ ଭାବନ୍ତି ଯେ ମୋଟରକାର୍ ନିଜ ଇଚ୍ଛାରେ ଚାଲିଯାଉଛି। ତାହା ବୁଦ୍ଧିମାନ ନୁହେଁ। ମୋଟର କାର୍ ଚାଲୁ ନାହିଁ ... ଏହା ସତ୍ୱେ .. ଠିକ୍ ଏଠାରେ ଯେପରି ଆମେ ଏହି ଟେପ୍ ରେକର୍ଡର୍ ପାଇଛୁ, ଏହି ମାଇକ୍ରୋଫୋନ୍ । କେହି କେହି କହିପାରନ୍ତି, "ଓଃ, ଏଗୁଡିକ କେତେ ଭଲ ଆବିଷ୍କାର । ସେମାନେ ଏତେ ସୁନ୍ଦର ଭାବରେ କାର୍ଯ୍ୟ କରୁଛନ୍ତି। "କିନ୍ତୁ ଜଣେ ଦେଖିବା ଉଚିତ୍ ଯେ ଏହି ଟେପ୍ ରେକର୍ଡର୍ କିମ୍ବା ଏହି ମାଇକ୍ରୋଫୋନ୍ ଗୋଟିଏ ମୁହୂର୍ତ୍ତ ପାଇଁ କାମ କରିପାରିବ ନାହିଁ ଯଦି ଆତ୍ମା (ଜୀବତ୍ମା) ଏହାକୁ ସ୍ପର୍ଶ ନକରନ୍ତି। ଏହା ବୁଦ୍ଧିମାନ ଅଟେ। ଏକ ମେସିନ୍ ଦେଖି ଆମେ ଚମତ୍କାର ହେବା ଉଚିତ୍ ନୁହେଁ। ଆମେ ଖୋଜିବାକୁ ଚେଷ୍ଟା କରିବା ଉଚିତ୍ କିଏ ମେସିନ୍ ରେ  କାମ କରୁଛି ତାହା ହେଉଛି ବୁଦ୍ଧିମତା, ସୁଖାର୍ଥ-ବିବେଚନମ୍,  ସୂକ୍ଷ୍ମତା ଦେଖିବା ।"|Vanisource:670106 - Lecture BG 10.04-5 - New York|670106 - ପ୍ରବଚନ BG 10.04-5 - ନିୟୁର୍କ}}

Latest revision as of 23:26, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ପିଲାଟିଏ ପରି। ଜଣେ ପିଲା ଦେଖନ୍ତି ଯେ ରାସ୍ତାରେ ଏକ ସୁନ୍ଦର ମୋଟର କାର୍ ଚାଲିଥାଏ, ସେ ଭାବନ୍ତି ଯେ ମୋଟରକାର୍ ନିଜ ଇଚ୍ଛାରେ ଚାଲିଯାଉଛି। ତାହା ବୁଦ୍ଧିମାନ ନୁହେଁ। ମୋଟର କାର୍ ଚାଲୁ ନାହିଁ ... ଏହା ସତ୍ୱେ .. ଠିକ୍ ଏଠାରେ ଯେପରି ଆମେ ଏହି ଟେପ୍ ରେକର୍ଡର୍ ପାଇଛୁ, ଏହି ମାଇକ୍ରୋଫୋନ୍ । କେହି କେହି କହିପାରନ୍ତି, "ଓଃ, ଏଗୁଡିକ କେତେ ଭଲ ଆବିଷ୍କାର । ସେମାନେ ଏତେ ସୁନ୍ଦର ଭାବରେ କାର୍ଯ୍ୟ କରୁଛନ୍ତି। "କିନ୍ତୁ ଜଣେ ଦେଖିବା ଉଚିତ୍ ଯେ ଏହି ଟେପ୍ ରେକର୍ଡର୍ କିମ୍ବା ଏହି ମାଇକ୍ରୋଫୋନ୍ ଗୋଟିଏ ମୁହୂର୍ତ୍ତ ପାଇଁ କାମ କରିପାରିବ ନାହିଁ ଯଦି ଆତ୍ମା (ଜୀବତ୍ମା) ଏହାକୁ ସ୍ପର୍ଶ ନକରନ୍ତି। ଏହା ବୁଦ୍ଧିମାନ ଅଟେ। ଏକ ମେସିନ୍ ଦେଖି ଆମେ ଚମତ୍କାର ହେବା ଉଚିତ୍ ନୁହେଁ। ଆମେ ଖୋଜିବାକୁ ଚେଷ୍ଟା କରିବା ଉଚିତ୍ କିଏ ମେସିନ୍ ରେ କାମ କରୁଛି ତାହା ହେଉଛି ବୁଦ୍ଧିମତା, ସୁଖାର୍ଥ-ବିବେଚନମ୍, ସୂକ୍ଷ୍ମତା ଦେଖିବା ।"
670106 - ପ୍ରବଚନ BG 10.04-5 - ନିୟୁର୍କ