OR/670106b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

 
(Vanibot #0019: LinkReviser - Revise links, localize and redirect them to the de facto address)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670106BG-NEW_YORK_ND_02.mp3</mp3player>|"ତେଣୁ ସେପରି କୌଣସି ବୁଦ୍ଧି ନାହିଁ, ସେପରି ଜ୍ଞାନ ନାହିଁ ଏବଂ ସେମାନେ ଅତ୍ୟଧିକ ଗର୍ବିତ । ତେଣୁ ଯଦି ଆମେ ପ୍ରକୃତରେ ଚାହୁଁ ... କାରଣ ଏହି ଜିନିଷଗୁଡିକ ଭଗବାନଙ୍କ ଉପହାର, ଜ୍ଞାନ ... ଏହା ଏଠାରେ ବ୍ୟାଖ୍ୟା କରାଯାଇଛି, ବୁଦ୍ଧୀର ଜ୍ଞାନମ୍ ଆସାମୋହଃ ([[Vanisource:BG 10.4|BG 10.4]]) ଏହି ସବୁ ଜିନିଷ ଭଗବାନଙ୍କ ଦାନ ଅଟେ । ତେଣୁ ଆମକୁ ବ୍ୟବହାର କରିବାକୁ ପଡିବ । ଏହି ମାନବ ରୂପ ଭଗବାନଙ୍କ ଦାନକୁ ବ୍ୟବହାର କରିବା ପାଇଁ ବିକଶିତ ହୋଇଛି । ଭଗବାନ ଆମକୁ ସୁନ୍ଦର ଖାଦ୍ୟ ସାମଗ୍ରୀ ଦେଇଛନ୍ତି; ଭଗବାନ ଆମକୁ ବୁଦ୍ଧି ଦେଇଛନ୍ତି; ଭଗବାନ ଆମକୁ ଜ୍ଞାନ ଦେଇଛନ୍ତି; ବର୍ତ୍ତମାନ ଭଗବାନ ଆମକୁ ଜ୍ଞାନର ପୁସ୍ତକ ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ଏହି ଭଗବଦ୍-ଗୀତା କଥା କହୁଛନ୍ତି । ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ଯଦି ଆମେ ଏହାକୁ ବ୍ୟବହାର କରୁ, ତେବେ ଆମେ ଗର୍ବିତ ହେବା  ଆର୍ଯ୍ୟ କିମ୍ବା ମଣିଷ ହେଲେ ବୋଲି । "|Vanisource:670106 - Lecture BG 10.04-5 - New York|670106 - ପ୍ରବଚନ BG 10.04-5 - ନିୟୁର୍କ}}
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670106 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670106|OR/670106c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670106c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670106BG-NEW_YORK_ND_02.mp3</mp3player>|"ତେଣୁ ସେପରି କୌଣସି ବୁଦ୍ଧି ନାହିଁ, ସେପରି ଜ୍ଞାନ ନାହିଁ ଏବଂ ସେମାନେ ଅତ୍ୟଧିକ ଗର୍ବିତ । ତେଣୁ ଯଦି ଆମେ ପ୍ରକୃତରେ ଚାହୁଁ ... କାରଣ ଏହି ଜିନିଷଗୁଡିକ ଭଗବାନଙ୍କ ଉପହାର, ଜ୍ଞାନ ... ଏହା ଏଠାରେ ବ୍ୟାଖ୍ୟା କରାଯାଇଛି, ବୁଦ୍ଧୀର ଜ୍ଞାନମ୍ ଆସାମୋହଃ ([[Vanisource:BG 10.4-5 (1972)|BG 10.4]]) ଏହି ସବୁ ଜିନିଷ ଭଗବାନଙ୍କ ଦାନ ଅଟେ । ତେଣୁ ଆମକୁ ବ୍ୟବହାର କରିବାକୁ ପଡିବ । ଏହି ମାନବ ରୂପ ଭଗବାନଙ୍କ ଦାନକୁ ବ୍ୟବହାର କରିବା ପାଇଁ ବିକଶିତ ହୋଇଛି । ଭଗବାନ ଆମକୁ ସୁନ୍ଦର ଖାଦ୍ୟ ସାମଗ୍ରୀ ଦେଇଛନ୍ତି; ଭଗବାନ ଆମକୁ ବୁଦ୍ଧି ଦେଇଛନ୍ତି; ଭଗବାନ ଆମକୁ ଜ୍ଞାନ ଦେଇଛନ୍ତି; ବର୍ତ୍ତମାନ ଭଗବାନ ଆମକୁ ଜ୍ଞାନର ପୁସ୍ତକ ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ଏହି ଭଗବଦ୍-ଗୀତା କଥା କହୁଛନ୍ତି । ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ଯଦି ଆମେ ଏହାକୁ ବ୍ୟବହାର କରୁ, ତେବେ ଆମେ ଗର୍ବିତ ହେବା  ଆର୍ଯ୍ୟ କିମ୍ବା ମଣିଷ ହେଲେ ବୋଲି । "|Vanisource:670106 - Lecture BG 10.04-5 - New York|670106 - ପ୍ରବଚନ BG 10.04-5 - ନିୟୁର୍କ}}

Latest revision as of 23:16, 17 September 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସେପରି କୌଣସି ବୁଦ୍ଧି ନାହିଁ, ସେପରି ଜ୍ଞାନ ନାହିଁ ଏବଂ ସେମାନେ ଅତ୍ୟଧିକ ଗର୍ବିତ । ତେଣୁ ଯଦି ଆମେ ପ୍ରକୃତରେ ଚାହୁଁ ... କାରଣ ଏହି ଜିନିଷଗୁଡିକ ଭଗବାନଙ୍କ ଉପହାର, ଜ୍ଞାନ ... ଏହା ଏଠାରେ ବ୍ୟାଖ୍ୟା କରାଯାଇଛି, ବୁଦ୍ଧୀର ଜ୍ଞାନମ୍ ଆସାମୋହଃ (BG 10.4) ଏହି ସବୁ ଜିନିଷ ଭଗବାନଙ୍କ ଦାନ ଅଟେ । ତେଣୁ ଆମକୁ ବ୍ୟବହାର କରିବାକୁ ପଡିବ । ଏହି ମାନବ ରୂପ ଭଗବାନଙ୍କ ଦାନକୁ ବ୍ୟବହାର କରିବା ପାଇଁ ବିକଶିତ ହୋଇଛି । ଭଗବାନ ଆମକୁ ସୁନ୍ଦର ଖାଦ୍ୟ ସାମଗ୍ରୀ ଦେଇଛନ୍ତି; ଭଗବାନ ଆମକୁ ବୁଦ୍ଧି ଦେଇଛନ୍ତି; ଭଗବାନ ଆମକୁ ଜ୍ଞାନ ଦେଇଛନ୍ତି; ବର୍ତ୍ତମାନ ଭଗବାନ ଆମକୁ ଜ୍ଞାନର ପୁସ୍ତକ ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ଏହି ଭଗବଦ୍-ଗୀତା କଥା କହୁଛନ୍ତି । ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ତୁମେ ଏହାକୁ କାହିଁକି ବ୍ୟବହାର କରୁନାହଁ? ଯଦି ଆମେ ଏହାକୁ ବ୍ୟବହାର କରୁ, ତେବେ ଆମେ ଗର୍ବିତ ହେବା ଆର୍ଯ୍ୟ କିମ୍ବା ମଣିଷ ହେଲେ ବୋଲି । "
670106 - ପ୍ରବଚନ BG 10.04-5 - ନିୟୁର୍କ