OR/Prabhupada 0162 - କେବଳ ଭଗବଦ୍ ଗୀତାର ସନ୍ଦେଶ ବହନ କର: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0162 - in all Languages Category:OR-Quotes - 1976 Category:OR-Quotes - Con...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in India, Chandigarh]] | [[Category:OR-Quotes - in India, Chandigarh]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0161 - ବୈଷ୍ଣବ ହୁଅ ଏବଂ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖାଅ|0161|OR/Prabhupada 0163 - ଧର୍ମ ଅର୍ଥାତ୍ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ନିୟମ ଏବଂ କାନୁନ୍|0163}} | {{1080 videos navigation - All Languages|Oriya|OR/Prabhupada 0161 - ବୈଷ୍ଣବ ହୁଅ ଏବଂ ପୀଡ଼ିତ ମାନବ ଜାତି ପାଇଁ ସହାନୁଭୁତି ଦେଖାଅ|0161|OR/Prabhupada 0163 - ଧର୍ମ ଅର୍ଥାତ୍ ଭଗବାନଙ୍କ ଦ୍ଵାରା ଦିଆଯାଇଥିବା ନିୟମ ଏବଂ କାନୁନ୍|0163}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|pCw65VTq8c0|କେବଳ ଭଗବଦ୍ ଗୀତାର ସନ୍ଦେଶ ବହନ କର<br />- Prabhupāda 0162}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:39, 1 October 2020
Press Interview -- October 16, 1976, Chandigarh
ଭାରତରେ ଆତ୍ମା ବିଷୟରେ ଜାଣିବା ପାଇଁ ବିଶାଳ ବୈଦିକ ସାହିତ୍ୟ ମିଳିବ । ଏବଂ ମନୁଷ୍ୟ ଶରୀରରେ, ଯଦି ତୁମେ ତୁମ ଜୀବନର ଆଧ୍ୟାତ୍ମିକ ଅଂଶରେ ଧ୍ୟାନ ନ ଦେଉଛ, ତେବେ ତୁମେ ଅାତ୍ମ ହତ୍ୟା କରୁଛ । ତାହା ହେଉଛି ଭାରତରେ ଜନ୍ମ ହୋଇଥିବା ସମସ୍ତ ମାହାନ ବ୍ୟକ୍ତିତ୍ଵମାନଙ୍କର ପ୍ରସ୍ତାବ । ଆଚାର୍ଯ୍ୟ ଯେପରି...ବର୍ତ୍ତମାନ... ପୂର୍ବେ, ବ୍ୟାସଦେବ ଏବଂ ଅନ୍ୟମାନଙ୍କ ପରି ବଡ଼ ବଡ଼ ଆଚାର୍ଯ୍ୟ ଥିଲେ । ଦେବାଳ । ଅନେକ, ଅନେକ ଆଚାର୍ଯ୍ୟ । ଏବଂ ବର୍ତ୍ତମାନ, ମନେକର, ପନ୍ଦରଶହ ବର୍ଷ ମଧ୍ୟରେ, ଅନେକ ଆଚାର୍ଯ୍ୟ ଥିଲେ, ଯେପରି ରାମାନୁଚାର୍ଯ୍ୟ, ମାଧବାଚାର୍ଯ୍ୟ, ବିଷ୍ଣୁ ସ୍ଵାମୀ, ଏବଂ ପାଞ୍ଚଶହ ବର୍ଷ ମଧ୍ୟରେ ଭଗବାନ ଚୈତନ୍ୟ ମହାପ୍ରଭୁ । ସେମାନେ ମଧ୍ୟ ଆମକୁ ଆଧ୍ୟାତ୍ମିକ ଜ୍ଞାନ ସମ୍ବନ୍ଧରେ ଅନେକ ସାହିତ୍ୟ ଦେଇଛନ୍ତି ।
କିନ୍ତୁ ବର୍ତ୍ତମାନ ମୂହୁର୍ତ୍ତରେ ଏହି ଆଧ୍ୟାତ୍ମକିକ ଜ୍ଞାନକୁ ଅବହେଳା କରାଯାଉଛି । ତେଣୁ ଏହା ହେଉଛି ସମଗ୍ର ବିଶ୍ୱକୁ ଚୈତନ୍ୟ ମହାପ୍ରଭୁଙ୍କର ସନ୍ଦେଶ ଯେ ତୁମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ତୁମେ ଗୁରୁ ହୁଅ, ଆଧ୍ୟାତ୍ମିକ ଗୁରୁ । ତେବେ ସମସ୍ତେ କିପରି ଆଧ୍ୟତ୍ମିକ ଗୁରୁ ହୋଇପାରିବେ? ଆଧ୍ୟାତ୍ମିକ ଗୁରୁ ହେବା ସହଜ କଥା ନୁହେଁ । ନିଶ୍ଚିତଭାବରେ ଜଣେ ଭାରି ବିଦ୍ଵାନ ଏବଂ ସ୍ଵୟଂ ଏବଂ ସବୁକିଛିରେ ପୂର୍ଣ୍ଣ ଅନୁଭବୀ ହୋଇଥିବା ଉଚିତ୍ । କିନ୍ତୁ ଚୈତନ୍ୟ ମହାପ୍ରଭୁ ଆମକୁ ଏକ ଛୋଟ ସୂତ୍ର ଦେଇଛନ୍ତି, ଯଦି ତୁମେ ଗମ୍ଭୀରତାର ସହିତ ଭଗବଦ୍ ଗୀତାର ଶିକ୍ଷାଗୁଡିକୁ ଅନୁସରଣ କରିବ ଏବଂ ଯଦି ତୁମେ ଭଗବଦ୍ ଗୀତାର ଉଦ୍ଦେଶ୍ୟ ପ୍ରଚାର କରିବ, ତେବେ ତୁମେ ଗୁରୁ ହୋଇପାରିବ । ବଙ୍ଗଳୀରେ ବ୍ୟବହୃତ ହୋଇଥିବା ଠିକ ସେହି ଶବ୍ଦ, କୁହାଯାଇଛି, ଯାରେ ଦେଖ, ତାରେ କହ 'କୃଷ୍ଣ ଉପଦେଶ' (CC Madhya 7.128) । ଗୁରୁ ହେବା ବହୁ କଷ୍ଟକର, କିନ୍ତୁ ତୁମେ ଯଦି କେବଳ ଭଗବଦ୍ ଗୀତାର ସଂନ୍ଦେଶ ବହନ କରିବ ଏବଂ ତୁମେ ଯାହା ସହିତ ସାକ୍ଷାତ କରିବ ତାକୁ ରାଜି କରେଇବ, ତେବେ ତୁମେ ଗୁରୁ ହୋଇପାରିବ । ତେଣୁ ଆମର ଏହି କୃଷ୍ଣ ଚେତନାର ଆନ୍ଦୋଳନ ଏହି ଉଦ୍ଦେଶ୍ୟ ପାଇଁ ହୋଇଛି । ଆମେ ଭଗବଦ୍ ଗୀତା କୌଣସି ଭୁଲ ଅର୍ଥ ବିନା ପ୍ରସ୍ତୁତ କରୁଛୁ ।