OR/Prabhupada 0211 - ଆମର ଲକ୍ଷ୍ୟ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଇଛାକୁ ସ୍ଥାପନ କରିବା: Difference between revisions
(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0211 - in all Languages Category:OR-Quotes - 1975 Category:OR-Quotes - Lec...") |
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->") |
||
Line 7: | Line 7: | ||
[[Category:OR-Quotes - in India, Mayapur]] | [[Category:OR-Quotes - in India, Mayapur]] | ||
<!-- END CATEGORY LIST --> | <!-- END CATEGORY LIST --> | ||
<!-- BEGIN NAVIGATION BAR -- | <!-- BEGIN NAVIGATION BAR -- DO NOT EDIT OR REMOVE --> | ||
{{1080 videos navigation - All Languages|Oriya|OR/Prabhupada 0210 - ସମ୍ପୂର୍ଣ୍ଣ ଭକ୍ତି ମାର୍ଗ ଭଗବାନଙ୍କର କୃପା ଉପରେ ନିର୍ଭର କରେ|0210|OR/Prabhupada 0212 - ବୈଜ୍ଞାନିକ ଦୃଷ୍ଟିକୋଣରୁ, ମୃତ୍ୟୁପରେ ଜୀବନ ଅଛି|0212}} | {{1080 videos navigation - All Languages|Oriya|OR/Prabhupada 0210 - ସମ୍ପୂର୍ଣ୍ଣ ଭକ୍ତି ମାର୍ଗ ଭଗବାନଙ୍କର କୃପା ଉପରେ ନିର୍ଭର କରେ|0210|OR/Prabhupada 0212 - ବୈଜ୍ଞାନିକ ଦୃଷ୍ଟିକୋଣରୁ, ମୃତ୍ୟୁପରେ ଜୀବନ ଅଛି|0212}} | ||
<!-- END NAVIGATION BAR --> | <!-- END NAVIGATION BAR --> | ||
Line 18: | Line 18: | ||
<!-- BEGIN VIDEO LINK --> | <!-- BEGIN VIDEO LINK --> | ||
{{youtube_right| | {{youtube_right|_ab3JjSgkr0|ଆମର ଲକ୍ଷ୍ୟ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଇଛାକୁ ସ୍ଥାପନ କରିବା<br />- Prabhupāda 0211}} | ||
<!-- END VIDEO LINK --> | <!-- END VIDEO LINK --> | ||
Latest revision as of 22:40, 1 October 2020
Lecture on CC Adi-lila 1.4 -- Mayapur, March 28, 1975
ତୁମେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର କୃପା ଦେଇ ଗତି କରିବା ବିନା କୃଷ୍ଣ ଚେତନା ପାଖରେ ପହଞ୍ଚି ପାରିବ ନାହିଁ । ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମାଧ୍ୟମରେ ଯିବା ଅର୍ଥାତ୍ ଛଅ ଗୋସ୍ଵାମୀଙ୍କର ମାଧ୍ୟମରେ ଯିବା । ଏହା ହେଉଛି ପରମ୍ପରା ପ୍ରଣାଳୀ । ସେଥିପାଇଁ ନରୋତ୍ତମ ଦାସ ଠାକୁର କହିଛନ୍ତି,
- ଏଇ ଛାୟ ଗୋସାଈ ଯାର ତାର ମୁଇ ଦାସ
- ତା-ସବାର ପଦ ରେଣୁ ମୋର ପଞ୍ଚ ଗ୍ରସ
ଏହା ହେଉଛି ପରମ୍ପରା ପ୍ରଣାଳୀ । ତୁମେ ଡ଼େଇଁ ଯାଇ ପାରିବ ନାହିଁ । ତୁମକୁ ପରମ୍ପରା ପ୍ରଣାଳୀ ମାଧ୍ୟମରେ ଯିବାକୁ ହେବ । ତୁମକୁ ତୁମ ଆଧ୍ୟାତ୍ମିକ ଗୁରୁଙ୍କର ମାଧ୍ୟମରେ ଗୋସ୍ଵାମୀଙ୍କର ପାଖରେ ପହଞ୍ଚିବାକୁ ହେବ, ଏବଂ ଗୋସ୍ଵାମୀଙ୍କ ମାଧ୍ୟମରେ ତୁମକୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପାଖରେ ପହଞ୍ଚିବାକୁ ହେବ, ଏବଂ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ମାଧ୍ୟମରେ ତୁମକୁ କୃଷ୍ଣଙ୍କର ପାଖରେ ପହଞ୍ଚିବାକୁ ହେବ । ଏହା ହେଉଛି ମାର୍ଗ । ସେଥିପାଇଁ ନରୋତ୍ତମ ଦାସ ଠାକୁର କହିଛନ୍ତି, ଏଇ ଛାୟ ଗୋସାଈ ଯାର ତାର ମୁଇ ଦାସ । ଆମେମାନେ ସେବକଙ୍କର ସେବକ । ତାହା ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ନିର୍ଦ୍ଦେଶ, ଗୋପୀ-ଭର୍ତୁଃ ପଦ-କମଳୟୋର ଦାସ-ଦାସଦାସାନୁଦାସ (CC Madhya 13.80) । ତୁମେ ଯେତେ ଅଧିକ ସେବକଙ୍କର ସେବକ ହୋଇଚାଲିବ, ସେତେ ଅଧିକ ତୁମେ ପୂର୍ଣ୍ଣ ହୋଇଯିବ । ଏବଂ ଯଦି ତୁମେ ଆକସ୍ମିକ ଭାବରେ ମାଲିକ ହେବା ପାଇଁ ଚାହିଁବ, ତେବେ ତୁମେ ନର୍କକୁ ଯିବ । ବାସ୍ । ତାହା କର ନାହିଁ । ଏହା ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷଣ । ଯଦି ତୁମେ ସେବକ, ସେବକ, ସେବକ, ମାଧ୍ୟମରେ ଯିବ ତେବେ ତୁମେ ଉନ୍ନତି କରିପାରିବ । ଏବଂ ଯଦି ତୁମେ ଭାବିବ ବର୍ତ୍ତମାନ ତୁମେ ମାଲିକ ହୋଇଗଲ, ତେବେ ତୁମେ ନର୍କକୁ ଯିବ । ଏହା ହେଉଛି ପ୍ରକ୍ରିୟା । ଦାସ-ଦାସାନୁଦାସଃ । ଚୈତନ୍ୟ ମହାପ୍ରଭୁ କହିଛନ୍ତି । ତେଣୁ ସେବକ, ସେବକ, ସେବକ, ଶହେ ଥର ସେବକ, ଅର୍ଥାତ୍ ବର୍ତ୍ତମାନ ସେ ଉନ୍ନତି କରୁଛି । ସେ ହେଉଛି ଉନ୍ନତ । ଏବଂ ଯିଏ ପ୍ରତ୍ୟକ୍ଷ ଭାବରେ ମାଲିକ ହୋଇଯାଏ, ତେବେ ସେ ନର୍କରେ ଅଛି ।
ତେଣୁ ଅନାର୍ପିତ-ଚରିମ୍ ଚିରାତ । ତେଣୁ ଆମକୁ ସର୍ବଦା ଶ୍ରୀଲା ରୂପ ଗୋସ୍ଵାମୀଙ୍କର ନିର୍ଦ୍ଦେଶ ମନେ ରଖିବାକୁ ହେବ । ସେଥିପାଇଁ ଆମେ ପ୍ରାର୍ଥନା କରିଛୁ, ଶ୍ରୀ ଚୈତନ୍ୟ ମନୋ ଅଭିଶ୍ଟମ ସ୍ଥାପିତମ୍ ଯେନ ଭୂତଳେ । ଆମର ଲକ୍ଷ୍ୟ ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଇଛାକୁ ସ୍ଥାପନ କରିବା । ତାହା ହେଉଛି ଆମର କାମ । ଶ୍ରୀ ଚୈତନ୍ୟ ମନୋ ଅଭିଶ୍ଟମ ସ୍ଥାପିତମ୍ ଯେନ ଭୂତଳେ । ଶ୍ରୀଲା ରୂପ ଗୋସ୍ଵାମୀ ଏହା କରିଥିଲେ । ସେ ଆମକୁ ଏତେ ସାରା ପୁସ୍ତକ ଦେଇଛନ୍ତି, ବିଶେଷ କରି ଭକ୍ତି ରସାମୃତ ସିନ୍ଧୁ, ଯାହାକୁ ଆମେ ଇଂରାଜୀରେ ନେକ୍ଟର ଅଫ୍ ଡିଭୋସନ୍ ନାମରେ ଅନୁବାଦ କରିଛୁ, ଭକ୍ତି ସେବାର ବିଜ୍ଞାନ ବୁଝିବା ପାଇଁ । ଏହା ହେଉଛି ଶ୍ରୀଲା ରୂପ ଗୋସ୍ଵାମୀଙ୍କର ମହାନ ଯୋଗଦାନ, କିପରି ଭକ୍ତ ହୋଇପାରିବା । କିପରି ଭକ୍ତ ହୋଇପାରିବା । ଏହା ଭାବୁକତା ନୁହଁ; ଏହା ହେଉଛି ବିଜ୍ଞାନ । ଏହି କୃଷ୍ଣ ଚେତନା ଆନ୍ଦୋଳନ ହେଉଛି ଏକ ମହାନ ବିଜ୍ଞାନ । ଯଦ ବିଜ୍ଞାନ ସମନ୍ଵିତମ । ଜ୍ଞାନମ୍ ମେ ପରମମ୍ ଗୁହ୍ୟମ୍ ଯଦ ବିଜ୍ଞାନ ସମନ୍ଵିତମ । ଏହା ଭାବନା ନୁହେଁ । ଯଦି ତୁମେ ଏହାକୁ ଭାବନା ରୂପେ ନେବ, ତେବେ ତୁମେ ଅଶାନ୍ତି ସୃଷ୍ଟି କରିବ । ତାହା ହେଉଛି ରୂପ ଗୋସ୍ଵାମୀଙ୍କର ନିର୍ଦ୍ଦେଶ । ସେ କହିଛନ୍ତି,
- ସୃତି ସ୍ମ୍ରତି ପୁରାଣାଦି
- ପଞ୍ଚରାତ୍ରିକି ବିଧିମ ବିନା
- ଏକାନ୍ତିକି ହରେର ଭକ୍ତିର
- ଉତ୍ପାତାୟେବ କଳ୍ପତେ
- [Brs. 1.2.101]