OR/Prabhupada 0321 - ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖ: Difference between revisions

(Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0321 - in all Languages Category:OR-Quotes - 1973 Category:OR-Quotes - Lec...")
 
m (Text replacement - "(<!-- (BEGIN|END) NAVIGATION (.*?) -->\s*){2,}" to "<!-- $2 NAVIGATION $3 -->")
 
Line 7: Line 7:
[[Category:OR-Quotes - in USA, Los Angeles]]
[[Category:OR-Quotes - in USA, Los Angeles]]
<!-- END CATEGORY LIST -->
<!-- END CATEGORY LIST -->
<!-- BEGIN NAVIGATION BAR -- TO CHANGE TO YOUR OWN LANGUAGE BELOW SEE THE PARAMETERS OR VIDEO -->
<!-- BEGIN NAVIGATION BAR -- DO NOT EDIT OR REMOVE -->
{{1080 videos navigation - All Languages|Oriya|OR/Prabhupada 0320 - ଆମେ ଶିକ୍ଷା ଦେଉଛୁ କିପରି ଭାଗ୍ୟବାନ ହୋଇ ପାରିବ, ଭାଗ୍ୟବାନ|0320|OR/Prabhupada 0327 - ଜୀବ, ଏହି ଶରୀର ମଧ୍ୟରେ ଅଛନ୍ତି, ସ୍ଥୂଳ ଶରୀର ଏବଂ ସୂକ୍ଷ୍ମ ଶରୀ|0327}}
{{1080 videos navigation - All Languages|Oriya|OR/Prabhupada 0320 - ଆମେ ଶିକ୍ଷା ଦେଉଛୁ କିପରି ଭାଗ୍ୟବାନ ହୋଇ ପାରିବ, ଭାଗ୍ୟବାନ|0320|OR/Prabhupada 0322 - ଶରୀର ଭଗବାନଙ୍କ ଦ୍ଵାରା ତୁମର କର୍ମ ଅନୁସାରେ ତୁମକୁ ପ୍ରଦାନ କରାଯାଏ|0322}}
<!-- END NAVIGATION BAR -->
<!-- END NAVIGATION BAR -->
<!-- BEGIN ORIGINAL VANIQUOTES PAGE LINK-->
<!-- BEGIN ORIGINAL VANIQUOTES PAGE LINK-->
Line 18: Line 18:


<!-- BEGIN VIDEO LINK -->
<!-- BEGIN VIDEO LINK -->
{{youtube_right|bJXDWb9wcbM|ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖ<br />- Prabhupāda 0321 }}
{{youtube_right|jkATWoyuLdU|ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖ<br />- Prabhupāda 0321 }}
<!-- END VIDEO LINK -->
<!-- END VIDEO LINK -->


Line 30: Line 30:


<!-- BEGIN TRANSLATED TEXT -->
<!-- BEGIN TRANSLATED TEXT -->
ଚୈତନ୍ୟ ମହାପ୍ରଭୁ କୁହଁନ୍ତି ଯେ ତୁମର ଆଚରଣ ଏପରି ହେବା ଉଚିତ୍, ଯେପରି ନିର୍ଦ୍ଦେଶ ଦିଆଯାଇଛି, ଅପନି ଅଚାରି, ତାପରେ ତୁମେ ଅନ୍ୟମାନଙ୍କୁ ଶିଖେଇ ପାରିବ । ଯଦି ତୁମେ ତୁମର ଅଚରଣ ଠିକ୍ ରଖିବ ନାହିଁ, ତୁମର ଶଦ୍ଦଗୁଡ଼ିକର କୌଣସି ମୂଲ୍ୟ ରହିବ ନାହିଁ । (ବିରାମ)...କାଟିବା । ଏବଂ ପରମ୍ପରାପ୍ରାପ୍ତିମିମଂ ([[Vanisource:BG 4.2|BG 4.2]]) । ଯଦି ତୁମେ ମୂଳ ବିଜୁଳୀଘର ସହିତ ସମ୍ପର୍କ ଅଛି, ତେବେ ବିଜୁଳୀ ଆସେ । ଅନ୍ୟଥା ଏହା କେବଳ ତାର । ଏହାର ମୂଲ୍ୟ କ'ଣ? କେବଳ ତାର ତୁମକୁ ସାହାର୍ଯ୍ୟ କରି ପାରିବ ନାହିଁ । ସମ୍ପର୍କ ରହିବା ଉଚିତ୍ । ଏବଂ ଯଦି ତୁମର ସମ୍ପର୍କ ବିଛିନ୍ନ ହୁଏ, ତେବେ ଏହାର କୌଣସି ମୂଲ୍ୟ ନାହିଁ । ସେଥିପାଇଁ କୃଷ୍ଣ ଚେତନା ଅାନ୍ଦୋଳନ ଅର୍ଥାତ୍ ତୁମକୁ ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖିବାକୁ ହେବ । ଏବଂ ତାପରେ, ତୁମେ ଯୁଅାଡ଼େ ଯିବ, ସେଠାରେ ପ୍ରକାଶ ହେବ । ସେଠାରେ ପ୍ରକାଶ ହେବ । ଯଦି ତୁମେ ସମ୍ପର୍କରେ ରହିବ ନାହିଁ, ପ୍ରକାଶ ରହିବ ନାହିଁ । ଆଲୋକ ବତୀ ଅଛି; ତାର ଅଛି; ସ୍ଵିଚ୍ ଅଛି । ସବୁକିଛି ଅଛି । ଏପରି ଅର୍ଜୁନ ଅନୁଭବ କରୁଥିଲେ, ଯେ "ମୁଁ ସେହି ଅର୍ଜୁନ । ମୁଁ ସେହି ଅର୍ଜୁନ ଯିଏ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଯୁଦ୍ଧ କରିଥିଲା । ମୁଁ ମହାନ ଯୋଦ୍ଧା ଭାବରେ ପରିଚିତ, ଏବଂ ମୋର ଧନୁ ହେଉଛି ସେହି  ଧନୁ, ଏବଂ ମୋର ତୀର ହେଉଛି ସେହି ତୀର । କିନ୍ତୁ ବର୍ତ୍ତମାନ ଏହା ହେଉଛି ବେକାର । ମୁଁ ନିଜର ରକ୍ଷା କରି ପାରିବି ନାହିଁ, କାରଣ କୃଷ୍ଣଙ୍କ ସହିତ ସମ୍ପର୍କ ନାହିଁ । କୃଷ୍ଣ ଆଉ ନାହାଁନ୍ତି ।" ସେଥିପାଇଁ ସେ କୃଷ୍ଣଙ୍କର ଶଦ୍ଦଗୁଡ଼ିକୁ ମନେ ପକାଇବାକୁ ଲାଗିଲେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯାହା ତାଙ୍କୁ ଶିଖାଯାଇଥିଲା ।  
ଚୈତନ୍ୟ ମହାପ୍ରଭୁ କୁହଁନ୍ତି ଯେ ତୁମର ଆଚରଣ ଏପରି ହେବା ଉଚିତ୍, ଯେପରି ନିର୍ଦ୍ଦେଶ ଦିଆଯାଇଛି, ଅପନି ଅଚାରି, ତାପରେ ତୁମେ ଅନ୍ୟମାନଙ୍କୁ ଶିଖେଇ ପାରିବ । ଯଦି ତୁମେ ତୁମର ଅଚରଣ ଠିକ୍ ରଖିବ ନାହିଁ, ତୁମର ଶଦ୍ଦଗୁଡ଼ିକର କୌଣସି ମୂଲ୍ୟ ରହିବ ନାହିଁ । (ବିରାମ)...କାଟିବା । ଏବଂ ପରମ୍ପରାପ୍ରାପ୍ତିମିମଂ ([[Vanisource:BG 4.2 (1972)|BG 4.2]]) । ଯଦି ତୁମେ ମୂଳ ବିଜୁଳୀଘର ସହିତ ସମ୍ପର୍କ ଅଛି, ତେବେ ବିଜୁଳୀ ଆସେ । ଅନ୍ୟଥା ଏହା କେବଳ ତାର । ଏହାର ମୂଲ୍ୟ କ'ଣ? କେବଳ ତାର ତୁମକୁ ସାହାର୍ଯ୍ୟ କରି ପାରିବ ନାହିଁ । ସମ୍ପର୍କ ରହିବା ଉଚିତ୍ । ଏବଂ ଯଦି ତୁମର ସମ୍ପର୍କ ବିଛିନ୍ନ ହୁଏ, ତେବେ ଏହାର କୌଣସି ମୂଲ୍ୟ ନାହିଁ । ସେଥିପାଇଁ କୃଷ୍ଣ ଚେତନା ଅାନ୍ଦୋଳନ ଅର୍ଥାତ୍ ତୁମକୁ ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖିବାକୁ ହେବ । ଏବଂ ତାପରେ, ତୁମେ ଯୁଅାଡ଼େ ଯିବ, ସେଠାରେ ପ୍ରକାଶ ହେବ । ସେଠାରେ ପ୍ରକାଶ ହେବ । ଯଦି ତୁମେ ସମ୍ପର୍କରେ ରହିବ ନାହିଁ, ପ୍ରକାଶ ରହିବ ନାହିଁ । ଆଲୋକ ବତୀ ଅଛି; ତାର ଅଛି; ସ୍ଵିଚ୍ ଅଛି । ସବୁକିଛି ଅଛି । ଏପରି ଅର୍ଜୁନ ଅନୁଭବ କରୁଥିଲେ, ଯେ "ମୁଁ ସେହି ଅର୍ଜୁନ । ମୁଁ ସେହି ଅର୍ଜୁନ ଯିଏ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଯୁଦ୍ଧ କରିଥିଲା । ମୁଁ ମହାନ ଯୋଦ୍ଧା ଭାବରେ ପରିଚିତ, ଏବଂ ମୋର ଧନୁ ହେଉଛି ସେହି  ଧନୁ, ଏବଂ ମୋର ତୀର ହେଉଛି ସେହି ତୀର । କିନ୍ତୁ ବର୍ତ୍ତମାନ ଏହା ହେଉଛି ବେକାର । ମୁଁ ନିଜର ରକ୍ଷା କରି ପାରିବି ନାହିଁ, କାରଣ କୃଷ୍ଣଙ୍କ ସହିତ ସମ୍ପର୍କ ନାହିଁ । କୃଷ୍ଣ ଆଉ ନାହାଁନ୍ତି ।" ସେଥିପାଇଁ ସେ କୃଷ୍ଣଙ୍କର ଶଦ୍ଦଗୁଡ଼ିକୁ ମନେ ପକାଇବାକୁ ଲାଗିଲେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯାହା ତାଙ୍କୁ ଶିଖାଯାଇଥିଲା ।  


କୃଷ୍ଣ ତାଙ୍କ ଶଦ୍ଦ ଠାରୁ ଭିନ୍ନ ନୁହଁନ୍ତି । ତାହା ହେଉଛି ପୂର୍ଣ୍ଣ । ଯାହା କୃଷ୍ଣ ପାଞ୍ଚ ହଜାର ବର୍ଷ ପୂର୍ବେ କହିଥିଲେ, ଯଦି ତୁମେ ସେହି ଶଦ୍ଦଗୁଡ଼ିକୁ ପୁଣି ଥରେ ବୁଝିବ ତୁମେ ତୂରନ୍ତ କୃଷ୍ଣଙ୍କର ସମ୍ପର୍କରେ ଆସିବ, ତୂରନ୍ତ । ଏହା ହେଉଛି ପ୍ରକ୍ରିୟା । ଅର୍ଜୁନଙ୍କୁ ଦେଖ । ସେ କୁହଁନ୍ତି, ଏବଂ ଚିନ୍ତୟତୋ ଜିଷ୍ଣୋଃ କୃଷ୍ଣ ପାଦ ସରୋରୁହମ । ଯେତେବେଳେ ସେ କୃଷ୍ଣଙ୍କ ବିଷୟରେ ଭାବିବାକୁ ଲାଗିଲେ ଏବଂ ତାଙ୍କର ନିର୍ଦ୍ଦେଶ, ଯେପରି ସେ ଯୁଦ୍ଧଭୁମିରେ ଦେଇଥିଲେ, ତୂରନ୍ତ ସେ ଶାନ୍ତ ହୋଇଗଲେ । ତୂରନ୍ତ ଶାନ୍ତ । ଏହା ହେଉଛି ପ୍ରକ୍ରିୟା । ଆମର କୃଷ୍ଣଙ୍କ ସହିତ ଘନିଷ୍ଠ ସମ୍ପର୍କ ଅଛି, ଶାଶ୍ଵତ ଭାବରେ । ଏହା ଅପ୍ରାକୃତିକ ନୁହେଁ । ସେଥିପାଇଁ ଯଦି ତୁମେ ସର୍ବଦା ନିଜକୁ କୃଷ୍ଣଙ୍କର ସମ୍ପର୍କରେ ରଖିବ, ଅଶାନ୍ତି ହେବ ନାହିଁ । ଶାନ୍ତିପୂର୍ଣ୍ଣ । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ । ଯଦି ତୁମେ ସେହି ସ୍ଥିତି ପାଅ, ତେବେ ତାହା ହେଉଛି ଉଚ୍ଚତମ ଲାଭ, ଉଚ୍ଚତମ ଲାଭ । ଯଂ ଲବ୍ଦ୍ଵା ଚ, ତେବେ ତୁମେ ଅନ୍ୟ କୌଣସି ଲାଭର ଇଛା କରିବ ନାହିଁ । ତୁମେ ଜାଣି ପାରିବ ଯେ ମୋତେ ଉଚ୍ଚତମ ଲାଭ ମିଳିଛି । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ, ଯସ୍ମିନ୍ ସ୍ଥିତୋ... ଏବଂ ତୁମେ ଯଦି ସେହି ସ୍ଥିତିରେ ନିଜକୁ ଦୃଢ଼ କରି ରଖିବ, ତେବେ ଗୁରୁଣାପି ଦୁଃଖେନ ନ ([[Vanisource:BG 6.20-23|BG 6.20-23]]), ଏପରିକି କୌଣସି ପ୍ରକାରର ଭାରୀ ବିପତ୍ତି ସମୟରେ, ତୁମେ ଅଶାନ୍ତ ହେବ ନାହିଁ । ତାହା ହେଉଛି ଶାନ୍ତି । ତାହା ହେଉଛି ଶାନ୍ତି । ସେହି ଅଳ୍ପ କଷ୍ଟ ନୁହେଁ, ତୁମେ ଅଶାନ୍ତ ହୋଇଯିବ । ଯଦି ତୁମେ ବାସ୍ତବରେ କୃଷ୍ଣ ଚେତନାରେ ଦୃଢ଼, ତୁମେ ବଡ଼ ବଡ଼ ବିପଦ ସମୟରେ ମଧ୍ୟ ହଇରାଣ ହେବ ନାହିଁ । ତାହା ହେଉଛି କୃଷ୍ଣ ଚେତନାର ପୂର୍ଣ୍ଣତା । ବହୁତ ବହୁତ ଧନ୍ୟବାଦ ।  
କୃଷ୍ଣ ତାଙ୍କ ଶଦ୍ଦ ଠାରୁ ଭିନ୍ନ ନୁହଁନ୍ତି । ତାହା ହେଉଛି ପୂର୍ଣ୍ଣ । ଯାହା କୃଷ୍ଣ ପାଞ୍ଚ ହଜାର ବର୍ଷ ପୂର୍ବେ କହିଥିଲେ, ଯଦି ତୁମେ ସେହି ଶଦ୍ଦଗୁଡ଼ିକୁ ପୁଣି ଥରେ ବୁଝିବ ତୁମେ ତୂରନ୍ତ କୃଷ୍ଣଙ୍କର ସମ୍ପର୍କରେ ଆସିବ, ତୂରନ୍ତ । ଏହା ହେଉଛି ପ୍ରକ୍ରିୟା । ଅର୍ଜୁନଙ୍କୁ ଦେଖ । ସେ କୁହଁନ୍ତି, ଏବଂ ଚିନ୍ତୟତୋ ଜିଷ୍ଣୋଃ କୃଷ୍ଣ ପାଦ ସରୋରୁହମ । ଯେତେବେଳେ ସେ କୃଷ୍ଣଙ୍କ ବିଷୟରେ ଭାବିବାକୁ ଲାଗିଲେ ଏବଂ ତାଙ୍କର ନିର୍ଦ୍ଦେଶ, ଯେପରି ସେ ଯୁଦ୍ଧଭୁମିରେ ଦେଇଥିଲେ, ତୂରନ୍ତ ସେ ଶାନ୍ତ ହୋଇଗଲେ । ତୂରନ୍ତ ଶାନ୍ତ । ଏହା ହେଉଛି ପ୍ରକ୍ରିୟା । ଆମର କୃଷ୍ଣଙ୍କ ସହିତ ଘନିଷ୍ଠ ସମ୍ପର୍କ ଅଛି, ଶାଶ୍ଵତ ଭାବରେ । ଏହା ଅପ୍ରାକୃତିକ ନୁହେଁ । ସେଥିପାଇଁ ଯଦି ତୁମେ ସର୍ବଦା ନିଜକୁ କୃଷ୍ଣଙ୍କର ସମ୍ପର୍କରେ ରଖିବ, ଅଶାନ୍ତି ହେବ ନାହିଁ । ଶାନ୍ତିପୂର୍ଣ୍ଣ । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ । ଯଦି ତୁମେ ସେହି ସ୍ଥିତି ପାଅ, ତେବେ ତାହା ହେଉଛି ଉଚ୍ଚତମ ଲାଭ, ଉଚ୍ଚତମ ଲାଭ । ଯଂ ଲବ୍ଦ୍ଵା ଚ, ତେବେ ତୁମେ ଅନ୍ୟ କୌଣସି ଲାଭର ଇଛା କରିବ ନାହିଁ । ତୁମେ ଜାଣି ପାରିବ ଯେ ମୋତେ ଉଚ୍ଚତମ ଲାଭ ମିଳିଛି । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ, ଯସ୍ମିନ୍ ସ୍ଥିତୋ... ଏବଂ ତୁମେ ଯଦି ସେହି ସ୍ଥିତିରେ ନିଜକୁ ଦୃଢ଼ କରି ରଖିବ, ତେବେ ଗୁରୁଣାପି ଦୁଃଖେନ ନ ([[Vanisource:BG 6.20-23 (1972)|BG 6.20-23]]), ଏପରିକି କୌଣସି ପ୍ରକାରର ଭାରୀ ବିପତ୍ତି ସମୟରେ, ତୁମେ ଅଶାନ୍ତ ହେବ ନାହିଁ । ତାହା ହେଉଛି ଶାନ୍ତି । ତାହା ହେଉଛି ଶାନ୍ତି । ସେହି ଅଳ୍ପ କଷ୍ଟ ନୁହେଁ, ତୁମେ ଅଶାନ୍ତ ହୋଇଯିବ । ଯଦି ତୁମେ ବାସ୍ତବରେ କୃଷ୍ଣ ଚେତନାରେ ଦୃଢ଼, ତୁମେ ବଡ଼ ବଡ଼ ବିପଦ ସମୟରେ ମଧ୍ୟ ହଇରାଣ ହେବ ନାହିଁ । ତାହା ହେଉଛି କୃଷ୍ଣ ଚେତନାର ପୂର୍ଣ୍ଣତା । ବହୁତ ବହୁତ ଧନ୍ୟବାଦ ।  
<!-- END TRANSLATED TEXT -->
<!-- END TRANSLATED TEXT -->

Latest revision as of 22:40, 1 October 2020



Lecture on SB 1.15.28 -- Los Angeles, December 6, 1973

ଚୈତନ୍ୟ ମହାପ୍ରଭୁ କୁହଁନ୍ତି ଯେ ତୁମର ଆଚରଣ ଏପରି ହେବା ଉଚିତ୍, ଯେପରି ନିର୍ଦ୍ଦେଶ ଦିଆଯାଇଛି, ଅପନି ଅଚାରି, ତାପରେ ତୁମେ ଅନ୍ୟମାନଙ୍କୁ ଶିଖେଇ ପାରିବ । ଯଦି ତୁମେ ତୁମର ଅଚରଣ ଠିକ୍ ରଖିବ ନାହିଁ, ତୁମର ଶଦ୍ଦଗୁଡ଼ିକର କୌଣସି ମୂଲ୍ୟ ରହିବ ନାହିଁ । (ବିରାମ)...କାଟିବା । ଏବଂ ପରମ୍ପରାପ୍ରାପ୍ତିମିମଂ (BG 4.2) । ଯଦି ତୁମେ ମୂଳ ବିଜୁଳୀଘର ସହିତ ସମ୍ପର୍କ ଅଛି, ତେବେ ବିଜୁଳୀ ଆସେ । ଅନ୍ୟଥା ଏହା କେବଳ ତାର । ଏହାର ମୂଲ୍ୟ କ'ଣ? କେବଳ ତାର ତୁମକୁ ସାହାର୍ଯ୍ୟ କରି ପାରିବ ନାହିଁ । ସମ୍ପର୍କ ରହିବା ଉଚିତ୍ । ଏବଂ ଯଦି ତୁମର ସମ୍ପର୍କ ବିଛିନ୍ନ ହୁଏ, ତେବେ ଏହାର କୌଣସି ମୂଲ୍ୟ ନାହିଁ । ସେଥିପାଇଁ କୃଷ୍ଣ ଚେତନା ଅାନ୍ଦୋଳନ ଅର୍ଥାତ୍ ତୁମକୁ ସର୍ବଦା ମୂଳ ବିଜୁଳି ଘର ସହିତ ସମ୍ପର୍କ ବନେଇ ରଖିବାକୁ ହେବ । ଏବଂ ତାପରେ, ତୁମେ ଯୁଅାଡ଼େ ଯିବ, ସେଠାରେ ପ୍ରକାଶ ହେବ । ସେଠାରେ ପ୍ରକାଶ ହେବ । ଯଦି ତୁମେ ସମ୍ପର୍କରେ ରହିବ ନାହିଁ, ପ୍ରକାଶ ରହିବ ନାହିଁ । ଆଲୋକ ବତୀ ଅଛି; ତାର ଅଛି; ସ୍ଵିଚ୍ ଅଛି । ସବୁକିଛି ଅଛି । ଏପରି ଅର୍ଜୁନ ଅନୁଭବ କରୁଥିଲେ, ଯେ "ମୁଁ ସେହି ଅର୍ଜୁନ । ମୁଁ ସେହି ଅର୍ଜୁନ ଯିଏ କୁରୁକ୍ଷେତ୍ରର ଯୁଦ୍ଧଭୂମିରେ ଯୁଦ୍ଧ କରିଥିଲା । ମୁଁ ମହାନ ଯୋଦ୍ଧା ଭାବରେ ପରିଚିତ, ଏବଂ ମୋର ଧନୁ ହେଉଛି ସେହି ଧନୁ, ଏବଂ ମୋର ତୀର ହେଉଛି ସେହି ତୀର । କିନ୍ତୁ ବର୍ତ୍ତମାନ ଏହା ହେଉଛି ବେକାର । ମୁଁ ନିଜର ରକ୍ଷା କରି ପାରିବି ନାହିଁ, କାରଣ କୃଷ୍ଣଙ୍କ ସହିତ ସମ୍ପର୍କ ନାହିଁ । କୃଷ୍ଣ ଆଉ ନାହାଁନ୍ତି ।" ସେଥିପାଇଁ ସେ କୃଷ୍ଣଙ୍କର ଶଦ୍ଦଗୁଡ଼ିକୁ ମନେ ପକାଇବାକୁ ଲାଗିଲେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯାହା ତାଙ୍କୁ ଶିଖାଯାଇଥିଲା ।

କୃଷ୍ଣ ତାଙ୍କ ଶଦ୍ଦ ଠାରୁ ଭିନ୍ନ ନୁହଁନ୍ତି । ତାହା ହେଉଛି ପୂର୍ଣ୍ଣ । ଯାହା କୃଷ୍ଣ ପାଞ୍ଚ ହଜାର ବର୍ଷ ପୂର୍ବେ କହିଥିଲେ, ଯଦି ତୁମେ ସେହି ଶଦ୍ଦଗୁଡ଼ିକୁ ପୁଣି ଥରେ ବୁଝିବ ତୁମେ ତୂରନ୍ତ କୃଷ୍ଣଙ୍କର ସମ୍ପର୍କରେ ଆସିବ, ତୂରନ୍ତ । ଏହା ହେଉଛି ପ୍ରକ୍ରିୟା । ଅର୍ଜୁନଙ୍କୁ ଦେଖ । ସେ କୁହଁନ୍ତି, ଏବଂ ଚିନ୍ତୟତୋ ଜିଷ୍ଣୋଃ କୃଷ୍ଣ ପାଦ ସରୋରୁହମ । ଯେତେବେଳେ ସେ କୃଷ୍ଣଙ୍କ ବିଷୟରେ ଭାବିବାକୁ ଲାଗିଲେ ଏବଂ ତାଙ୍କର ନିର୍ଦ୍ଦେଶ, ଯେପରି ସେ ଯୁଦ୍ଧଭୁମିରେ ଦେଇଥିଲେ, ତୂରନ୍ତ ସେ ଶାନ୍ତ ହୋଇଗଲେ । ତୂରନ୍ତ ଶାନ୍ତ । ଏହା ହେଉଛି ପ୍ରକ୍ରିୟା । ଆମର କୃଷ୍ଣଙ୍କ ସହିତ ଘନିଷ୍ଠ ସମ୍ପର୍କ ଅଛି, ଶାଶ୍ଵତ ଭାବରେ । ଏହା ଅପ୍ରାକୃତିକ ନୁହେଁ । ସେଥିପାଇଁ ଯଦି ତୁମେ ସର୍ବଦା ନିଜକୁ କୃଷ୍ଣଙ୍କର ସମ୍ପର୍କରେ ରଖିବ, ଅଶାନ୍ତି ହେବ ନାହିଁ । ଶାନ୍ତିପୂର୍ଣ୍ଣ । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ । ଯଦି ତୁମେ ସେହି ସ୍ଥିତି ପାଅ, ତେବେ ତାହା ହେଉଛି ଉଚ୍ଚତମ ଲାଭ, ଉଚ୍ଚତମ ଲାଭ । ଯଂ ଲବ୍ଦ୍ଵା ଚ, ତେବେ ତୁମେ ଅନ୍ୟ କୌଣସି ଲାଭର ଇଛା କରିବ ନାହିଁ । ତୁମେ ଜାଣି ପାରିବ ଯେ ମୋତେ ଉଚ୍ଚତମ ଲାଭ ମିଳିଛି । ଯଂ ଲବ୍ଦ୍ଵା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ, ଯସ୍ମିନ୍ ସ୍ଥିତୋ... ଏବଂ ତୁମେ ଯଦି ସେହି ସ୍ଥିତିରେ ନିଜକୁ ଦୃଢ଼ କରି ରଖିବ, ତେବେ ଗୁରୁଣାପି ଦୁଃଖେନ ନ (BG 6.20-23), ଏପରିକି କୌଣସି ପ୍ରକାରର ଭାରୀ ବିପତ୍ତି ସମୟରେ, ତୁମେ ଅଶାନ୍ତ ହେବ ନାହିଁ । ତାହା ହେଉଛି ଶାନ୍ତି । ତାହା ହେଉଛି ଶାନ୍ତି । ସେହି ଅଳ୍ପ କଷ୍ଟ ନୁହେଁ, ତୁମେ ଅଶାନ୍ତ ହୋଇଯିବ । ଯଦି ତୁମେ ବାସ୍ତବରେ କୃଷ୍ଣ ଚେତନାରେ ଦୃଢ଼, ତୁମେ ବଡ଼ ବଡ଼ ବିପଦ ସମୟରେ ମଧ୍ୟ ହଇରାଣ ହେବ ନାହିଁ । ତାହା ହେଉଛି କୃଷ୍ଣ ଚେତନାର ପୂର୍ଣ୍ଣତା । ବହୁତ ବହୁତ ଧନ୍ୟବାଦ ।