OR/680324b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680324 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680324|OR/680325 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680325}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680324IN-SAN_FRANCISCO_ND_02.mp3</mp3player>|"ବ୍ରହ୍ମ-କର୍ମ। ବ୍ରହ୍ମ ହେଉଛନ୍ତି ପରମପୁରୁଷ ଭଗବାନ, ବ୍ରହ୍ମଙ୍କର ଚରମ ଶବ୍ଦ। ତେଣୁ ତୁମେ ନିଜକୁ ବ୍ରହ୍ମ-କର୍ମ ସହିତ ଜଡିତ ହେବାକୁ ପଡିବ, ଅର୍ଥାତ୍ କୃଷ୍ଣ ଚେତନା। ଏବଂ ତୁମର ଗୁଣ ପ୍ରଦର୍ଶନ କର, ଯେ ତୁମେ ସତ୍ୟବାଦୀ, ଇନ୍ଦ୍ରିୟଗୁଡିକ ଉପରେ ନିୟନ୍ତ୍ରଣ, ମନ ଉପରେ ନିୟନ୍ତ୍ରଣ, ଏବଂ ତୁମେ ସରଳ ଏବଂ ତୁମେ ସହନଶୀଳ । କାରଣ ତୁମେ ଆଧ୍ୟାତ୍ମିକ ଜୀବନ ନେବା ମାତ୍ରେ, ମାୟା ଦ୍ୱାରା ପରିଚାଳିତ ସମଗ୍ର ଶ୍ରେଣୀ, ସେମାନେ ତୁମ ବିରୁଦ୍ଧରେ ରହିବେ । ତାହା ହେଉଛି ମାୟାର ପ୍ରଭାବ। କେହି କେହି ସମାଲୋଚନା କରିବେ । କେହି କେହି ଏହା କରିବେ, କେହି କେହି ତାହା କରିବେ, କିନ୍ତୁ ଆମେ କରିବୁ ... ଆମକୁ ସହନଶୀଳ ହେବାକୁ ପଡିବ। ଏହା ହେଉଛି ଏହି ଭୌତିକ ଜଗତର ରୋଗ। ଯଦି କେହି ଆଧ୍ୟାତ୍ମିକ ଭାବରେ ଉନ୍ନତ ହୁଅନ୍ତି, ତେବେ ମାୟାର ଏଜେଣ୍ଟମାନେ ସମାଲୋଚନା କରିବେ । ତେଣୁ ଆପଣଙ୍କୁ ସହନଶୀଳ ହେବାକୁ ପଡିବ । "|Vanisource:680324 - Lecture Initiation - San Francisco|680324 - ପ୍ରବଚନ Initiation - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:14, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବ୍ରହ୍ମ-କର୍ମ। ବ୍ରହ୍ମ ହେଉଛନ୍ତି ପରମପୁରୁଷ ଭଗବାନ, ବ୍ରହ୍ମଙ୍କର ଚରମ ଶବ୍ଦ। ତେଣୁ ତୁମେ ନିଜକୁ ବ୍ରହ୍ମ-କର୍ମ ସହିତ ଜଡିତ ହେବାକୁ ପଡିବ, ଅର୍ଥାତ୍ କୃଷ୍ଣ ଚେତନା। ଏବଂ ତୁମର ଗୁଣ ପ୍ରଦର୍ଶନ କର, ଯେ ତୁମେ ସତ୍ୟବାଦୀ, ଇନ୍ଦ୍ରିୟଗୁଡିକ ଉପରେ ନିୟନ୍ତ୍ରଣ, ମନ ଉପରେ ନିୟନ୍ତ୍ରଣ, ଏବଂ ତୁମେ ସରଳ ଏବଂ ତୁମେ ସହନଶୀଳ । କାରଣ ତୁମେ ଆଧ୍ୟାତ୍ମିକ ଜୀବନ ନେବା ମାତ୍ରେ, ମାୟା ଦ୍ୱାରା ପରିଚାଳିତ ସମଗ୍ର ଶ୍ରେଣୀ, ସେମାନେ ତୁମ ବିରୁଦ୍ଧରେ ରହିବେ । ତାହା ହେଉଛି ମାୟାର ପ୍ରଭାବ। କେହି କେହି ସମାଲୋଚନା କରିବେ । କେହି କେହି ଏହା କରିବେ, କେହି କେହି ତାହା କରିବେ, କିନ୍ତୁ ଆମେ କରିବୁ ... ଆମକୁ ସହନଶୀଳ ହେବାକୁ ପଡିବ। ଏହା ହେଉଛି ଏହି ଭୌତିକ ଜଗତର ରୋଗ। ଯଦି କେହି ଆଧ୍ୟାତ୍ମିକ ଭାବରେ ଉନ୍ନତ ହୁଅନ୍ତି, ତେବେ ମାୟାର ଏଜେଣ୍ଟମାନେ ସମାଲୋଚନା କରିବେ । ତେଣୁ ଆପଣଙ୍କୁ ସହନଶୀଳ ହେବାକୁ ପଡିବ । "
680324 - ପ୍ରବଚନ Initiation - ସାନ୍ ଫ୍ରାନ୍ସିସ୍କୋ