OR/680325 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680324b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680324b|OR/680326 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|680326}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680325R1-SAN_FRANCISCO_ND_01.mp3</mp3player>|"ତେଣୁ ମୋତେ କୃଷ୍ଣ ଚେତନା ଅଭ୍ୟାସ କରିବାକୁ ପଡିବ ଯାହା ଦ୍ଵାରା ଶେଷ ମୁହୂର୍ତ୍ତରେ ମୁଁ କୃଷ୍ଣଙ୍କୁ ଭୁଲି ଯିବି ନାହିଁ। ତା’ହେଲେ ମୋ ଜୀବନ ସଫଳ ହେବ । ଭଗବଦ୍-ଗୀତାରେ ଏହା କୁହା ଯାଇଅଛି  ୟଂ ୟଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଲେବରମ୍ ([[Vanisource:BG 8.6 ( 1972) । ଭ.ଗୀ. ୮.୬]]) । ମୃତ୍ୟୁ ସମୟରେ, ଯେପରି ବ୍ୟକ୍ତି ଭାବନ୍ତି, ସେହିପରି ତାଙ୍କର ପରବର୍ତ୍ତୀ ଜୀବନ ଆରମ୍ଭ ହୁଏ । ଉଦାହରଣ ଦିଆଯାଇଛି, ଅତି ସୁନ୍ଦର, ଯେପରି ବାୟୁ ପ୍ରବାହିତ ହୋଉଛି, ତେଣୁ ଯଦି ଏକ ସୁନ୍ଦର ଗୋଲାପ ବଗିଚା ଉପରେ ପବନ ପ୍ରବାହିତ ହୁଏ ତେବେ ସୁଗନ୍ଧ ଅନ୍ୟ ସ୍ଥାନକୁ ନିଆଯାଏ । ଗୋଲାପ ସୁଗନ୍ଧ ଏବଂ ଯଦି ଏକ ଅପରିଷ୍କାର ସ୍ଥାନରେ ପବନ ପ୍ରବାହିତ ହୁଏ ତେବେ ଗନ୍ଧ ଅନ୍ୟ ସ୍ଥାନକୁ ନିଆଯାଏ । ସେହିଭଳି ମାନସିକ ସ୍ଥିତି ଚେତନା ମୋ ଅସ୍ତିତ୍ୱର ସୂକ୍ଷ୍ମ ରୂପ। "|Vanisource:680325 - Conversation - San Francisco|680325 - ବାର୍ତ୍ତାଳାପ - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 00:14, 21 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ମୋତେ କୃଷ୍ଣ ଚେତନା ଅଭ୍ୟାସ କରିବାକୁ ପଡିବ ଯାହା ଦ୍ଵାରା ଶେଷ ମୁହୂର୍ତ୍ତରେ ମୁଁ କୃଷ୍ଣଙ୍କୁ ଭୁଲି ଯିବି ନାହିଁ। ତା’ହେଲେ ମୋ ଜୀବନ ସଫଳ ହେବ । ଭଗବଦ୍-ଗୀତାରେ ଏହା କୁହା ଯାଇଅଛି ୟଂ ୟଂ ବାପି ସ୍ମରନ୍ ଭାବଂ ତ୍ୟଜତ୍ୟନ୍ତେ କଲେବରମ୍ (Vanisource:BG 8.6 ( 1972) । ଭ.ଗୀ. ୮.୬) । ମୃତ୍ୟୁ ସମୟରେ, ଯେପରି ବ୍ୟକ୍ତି ଭାବନ୍ତି, ସେହିପରି ତାଙ୍କର ପରବର୍ତ୍ତୀ ଜୀବନ ଆରମ୍ଭ ହୁଏ । ଉଦାହରଣ ଦିଆଯାଇଛି, ଅତି ସୁନ୍ଦର, ଯେପରି ବାୟୁ ପ୍ରବାହିତ ହୋଉଛି, ତେଣୁ ଯଦି ଏକ ସୁନ୍ଦର ଗୋଲାପ ବଗିଚା ଉପରେ ପବନ ପ୍ରବାହିତ ହୁଏ ତେବେ ସୁଗନ୍ଧ ଅନ୍ୟ ସ୍ଥାନକୁ ନିଆଯାଏ । ଗୋଲାପ ସୁଗନ୍ଧ ଏବଂ ଯଦି ଏକ ଅପରିଷ୍କାର ସ୍ଥାନରେ ପବନ ପ୍ରବାହିତ ହୁଏ ତେବେ ଗନ୍ଧ ଅନ୍ୟ ସ୍ଥାନକୁ ନିଆଯାଏ । ସେହିଭଳି ମାନସିକ ସ୍ଥିତି ଚେତନା ମୋ ଅସ୍ତିତ୍ୱର ସୂକ୍ଷ୍ମ ରୂପ। "
680325 - ବାର୍ତ୍ତାଳାପ - ସାନ୍ ଫ୍ରାନ୍ସିସ୍କୋ