OR/680615c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680615b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ମନ୍ତ୍ରେଆଲ ରେ କହୁଛନ୍ତି|680615b|OR/680616 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680616}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680615LE-MONTREAL_ND_03.mp3</mp3player>|"ମୁଁ ଚିନ୍ତାରେ ଭରି ରହିଛି କାରଣ ଜୀବନର ଏହି ଶାରୀରିକ ଧାରଣା ହେତୁ । ଯେପରି ଜଣେ ବ୍ୟକ୍ତିଙ୍କ ପାଖରେ  ବହୁମୂଲ୍ୟ ମୋଟର କାର୍ ଅଛି ଏବଂ ସେ ରାସ୍ତାରେ କାର୍ ଚଳାଉଛନ୍ତି। ସେ ବହୁତ ସତର୍କ ଅଟନ୍ତି ଯେପରି କୌଣସି ଦୁର୍ଘଟଣା ନହୁଏ ମୋଟରଗାଡି ଭାଙ୍ଗି ନଯାଏ। ଏତେ ଚିନ୍ତା । କିନ୍ତୁ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ସେପରି ଚିନ୍ତା ନାହିଁ । କାରରେ ଥିବା ବ୍ୟକ୍ତି ଏତେ ଚିନ୍ତିତ କାହିଁକି? କାରଣ ସେ ନିଜକୁ କାର ସହିତ ପରିଚିତ କରିଛନ୍ତି । ଯଦି କାର , ଯଦି କାର ସହିତ କୌଣସି ଦୁର୍ଘଟଣା ଘଟେ, ଯଦି କାର ଭାଙ୍ଗିଯାଏ, ସେ ଭାବନ୍ତି, "ମୁଁ ଚାଲିଗଲି । ଓଃ, ମୋର କାର୍ ଚାଲିଯାଇଛି।" ।  ଯଦିଓ ସେ କାରଠାରୁ ଭିନ୍ନ, ମିଥ୍ୟା ପରିଚୟ ହେତୁ ସେ ସେପରି ଭାବନ୍ତି । ସେହିପରି ଭାବରେ, ଯେହେତୁ ଆମେ ଏହି ଶରୀର ସହିତ ମିଥ୍ୟା ପରିଚିତ, ତେଣୁ ଆମ ଜୀବନରେ ଅନେକ ସମସ୍ୟା ଅଛି । ତେଣୁ ଯଦି ଆମେ ଜୀବନର ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି, ତା’ହେଲେ ମୁଁ କ’ଣ ତାହା ବୁଝିବାକୁ ପଡ଼ିବ। "|Vanisource:680615 - Lecture - Montreal|680615 - ପ୍ରବଚନ - ମନ୍ତ୍ରେଆଲ}}

Latest revision as of 00:20, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ମୁଁ ଚିନ୍ତାରେ ଭରି ରହିଛି କାରଣ ଜୀବନର ଏହି ଶାରୀରିକ ଧାରଣା ହେତୁ । ଯେପରି ଜଣେ ବ୍ୟକ୍ତିଙ୍କ ପାଖରେ ବହୁମୂଲ୍ୟ ମୋଟର କାର୍ ଅଛି ଏବଂ ସେ ରାସ୍ତାରେ କାର୍ ଚଳାଉଛନ୍ତି। ସେ ବହୁତ ସତର୍କ ଅଟନ୍ତି ଯେପରି କୌଣସି ଦୁର୍ଘଟଣା ନହୁଏ ମୋଟରଗାଡି ଭାଙ୍ଗି ନଯାଏ। ଏତେ ଚିନ୍ତା । କିନ୍ତୁ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କର ସେପରି ଚିନ୍ତା ନାହିଁ । କାରରେ ଥିବା ବ୍ୟକ୍ତି ଏତେ ଚିନ୍ତିତ କାହିଁକି? କାରଣ ସେ ନିଜକୁ କାର ସହିତ ପରିଚିତ କରିଛନ୍ତି । ଯଦି କାର , ଯଦି କାର ସହିତ କୌଣସି ଦୁର୍ଘଟଣା ଘଟେ, ଯଦି କାର ଭାଙ୍ଗିଯାଏ, ସେ ଭାବନ୍ତି, "ମୁଁ ଚାଲିଗଲି । ଓଃ, ମୋର କାର୍ ଚାଲିଯାଇଛି।" । ଯଦିଓ ସେ କାରଠାରୁ ଭିନ୍ନ, ମିଥ୍ୟା ପରିଚୟ ହେତୁ ସେ ସେପରି ଭାବନ୍ତି । ସେହିପରି ଭାବରେ, ଯେହେତୁ ଆମେ ଏହି ଶରୀର ସହିତ ମିଥ୍ୟା ପରିଚିତ, ତେଣୁ ଆମ ଜୀବନରେ ଅନେକ ସମସ୍ୟା ଅଛି । ତେଣୁ ଯଦି ଆମେ ଜୀବନର ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି, ତା’ହେଲେ ମୁଁ କ’ଣ ତାହା ବୁଝିବାକୁ ପଡ଼ିବ। "
680615 - ପ୍ରବଚନ - ମନ୍ତ୍ରେଆଲ