OR/680716 ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/680712 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680712|OR/680718 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|680718}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/680716R1-MONTREAL_ND_01.mp3</mp3player>|"କୃଷ୍ଣ କୁହନ୍ତି ଯେ ସ୍ଵକର୍ମଣା ତମ ଅର୍ଭ୍ୟଚ୍ୟ । ତୁମେ କେବଳ ନିଜ ବୃତ୍ତିର ଫଳାଫଳ ଦ୍ୱାରା ପରମପୁରୁଷ ଭଗବାନଙ୍କୁ ଉପାସନା କରିବାକୁ ଚେଷ୍ଟା କର। କାରଣ କୃଷ୍ଣ ସବୁକିଛି ଆବଶ୍ୟକ କରନ୍ତି। ତେଣୁ ଯଦି ତୁମେ କୁମ୍ଭକାର, ତୁମେ ହାଣ୍ଡି ଯୋଗାଅ । ଯଦି ତୁମେ ମାଳି, ତୁମେ ଫୁଲ ଯୋଗାଅ । ଯଦି ତୁମେ ତୁମେ ବଢ଼େଇ, ତୁମେ ମନ୍ଦିର ପାଇଁ କାମ କର । ଯଦି ତୁମେ ଧୋବା, ତେବେ ମନ୍ଦିରର ଲୁଗା  ଧୋଇ ଦିଅ । ମନ୍ଦିର ହେଉଛି ମଧ୍ୟରେ, କୃଷ୍ଣ। ଏବଂ ସମସ୍ତେ ତାଙ୍କ ସେବା ପ୍ରଦାନ କରିବାର ସୁଯୋଗ ପାଆନ୍ତି । ତେଣୁ ମନ୍ଦିର ପୂଜା ବହୁତ ସୁନ୍ଦର ଅଟେ । ତେଣୁ ଏହି ମନ୍ଦିରକୁ ଏପରି ସଂଗଠିତ କରାଯିବା ଉଚିତ ଯେ ଆମକୁ କୌଣସି ଟଙ୍କା ଦରକାର ନାହିଁ । ତୁମେ ତୁମର ସେବା ଦିଅ । ଖାଲି ଏତିକି। ତୁମେ ତୁମର ସେବାରେ ନିୟୋଜିତ ହୁଅ । ତୁମର ସେବା ପରିବର୍ତ୍ତନ କର ନାହିଁ । କିନ୍ତୁ ତୁମେ ମନ୍ଦିରର ସେବା କରିବାକୁ ଚେଷ୍ଟା କର ଅର୍ଥାତ୍ ପରମପୁରୁଷ ଭଗବାନଙ୍କର  - ତୁମର ବୃତ୍ତିଗତ କର୍ତ୍ତବ୍ୟ ଦ୍ୱାରା ।"|Vanisource:680716 - Conversation - Montreal|680716 - ବାର୍ତ୍ତାଳାପ - ମନ୍ତ୍ରେଆଲ}}

Latest revision as of 00:23, 25 December 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ କୁହନ୍ତି ଯେ ସ୍ଵକର୍ମଣା ତମ ଅର୍ଭ୍ୟଚ୍ୟ । ତୁମେ କେବଳ ନିଜ ବୃତ୍ତିର ଫଳାଫଳ ଦ୍ୱାରା ପରମପୁରୁଷ ଭଗବାନଙ୍କୁ ଉପାସନା କରିବାକୁ ଚେଷ୍ଟା କର। କାରଣ କୃଷ୍ଣ ସବୁକିଛି ଆବଶ୍ୟକ କରନ୍ତି। ତେଣୁ ଯଦି ତୁମେ କୁମ୍ଭକାର, ତୁମେ ହାଣ୍ଡି ଯୋଗାଅ । ଯଦି ତୁମେ ମାଳି, ତୁମେ ଫୁଲ ଯୋଗାଅ । ଯଦି ତୁମେ ତୁମେ ବଢ଼େଇ, ତୁମେ ମନ୍ଦିର ପାଇଁ କାମ କର । ଯଦି ତୁମେ ଧୋବା, ତେବେ ମନ୍ଦିରର ଲୁଗା ଧୋଇ ଦିଅ । ମନ୍ଦିର ହେଉଛି ମଧ୍ୟରେ, କୃଷ୍ଣ। ଏବଂ ସମସ୍ତେ ତାଙ୍କ ସେବା ପ୍ରଦାନ କରିବାର ସୁଯୋଗ ପାଆନ୍ତି । ତେଣୁ ମନ୍ଦିର ପୂଜା ବହୁତ ସୁନ୍ଦର ଅଟେ । ତେଣୁ ଏହି ମନ୍ଦିରକୁ ଏପରି ସଂଗଠିତ କରାଯିବା ଉଚିତ ଯେ ଆମକୁ କୌଣସି ଟଙ୍କା ଦରକାର ନାହିଁ । ତୁମେ ତୁମର ସେବା ଦିଅ । ଖାଲି ଏତିକି। ତୁମେ ତୁମର ସେବାରେ ନିୟୋଜିତ ହୁଅ । ତୁମର ସେବା ପରିବର୍ତ୍ତନ କର ନାହିଁ । କିନ୍ତୁ ତୁମେ ମନ୍ଦିରର ସେବା କରିବାକୁ ଚେଷ୍ଟା କର ଅର୍ଥାତ୍ ପରମପୁରୁଷ ଭଗବାନଙ୍କର - ତୁମର ବୃତ୍ତିଗତ କର୍ତ୍ତବ୍ୟ ଦ୍ୱାରା ।"
680716 - ବାର୍ତ୍ତାଳାପ - ମନ୍ତ୍ରେଆଲ