OR/681007 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681004 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681004|OR/681009 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681009}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681007LE-SEATTLE_ND_01.mp3</mp3player>|"ଭଗବଦ୍-ଗୀତାରେ ଏହା କୁହାଯାଏ ଯେ ଆଉ ଏକ ଆକାଶ ଅଛି, ଆଧ୍ୟାତ୍ମିକ ଆକାଶ, ଯେଉଁଠାରେ ସୂର୍ଯ୍ୟକିରଣର କୌଣସି ଆବଶ୍ୟକତା ନାହିଁ, ନ ୟତ୍ର  ଭାସୟତେ ସୂର୍ୟୋ । ସୂର୍ଯ୍ୟର ଅର୍ଥ ହେଉଛି ସୂର୍ଯ୍ୟ, ଏବଂ ଭାସୟତେ ଅର୍ଥ ସୂର୍ଯ୍ୟକିରଣ ବଣ୍ଟନ କରିବା। ତେଣୁ ସୂର୍ଯ୍ୟକିରଣର କୌଣସି ଆବଶ୍ୟକତା ନାହିଁ। ୟତ୍ର  ସୂର୍ୟୋ ନ ଶଶାଙ୍କୋ । ଶଶାଙ୍କ  ଅର୍ଥ ଚନ୍ଦ୍ର । ଚନ୍ଦ୍ର ଆଲୋକର ଆବଶ୍ୟକତା ମଧ୍ୟ ନାହିଁ । ନ ଶଶାଙ୍କୋ ନ ପାବକଃ। ନା ବିଦ୍ୟୁତର ଆବଶ୍ୟକତା ନାହିଁ। ଏହାର ଅର୍ଥ ହେଉଛି ଆଲୋକର ରାଜ୍ୟ। ଏଠାରେ, ଏହି ଭୌତିକ ଜଗତ ଅନ୍ଧକାରର ରାଜ୍ୟ ଅଟେ। ଆପଣ ଜାଣନ୍ତି, ସମସ୍ତେ। ଏହା ପ୍ରକୃତରେ ଅନ୍ଧକାର । ଏହି ପୃଥିବୀର ଅନ୍ୟ ପାର୍ଶ୍ୱରେ ସୂର୍ଯ୍ୟ ଚାଲିଯିବା ମାତ୍ରେ ଏହା ଅନ୍ଧକାର ଅଟେ । ଏହାର ଅର୍ଥ ପ୍ରକୃତି ଦ୍ୱାରା ଅନ୍ଧକାର । କେବଳ ସୂର୍ଯ୍ୟକିରଣ, ଚନ୍ଦ୍ର ଏବଂ ବିଦ୍ୟୁତ୍ ଦ୍ୱାରା ଆମେ ଏହାକୁ ଆଲୋକିତ ରଖୁ । ପ୍ରକୃତରେ ଏହା ହେଉଛି ଅନ୍ଧକାର । ଅନ୍ଧକାରର ଅର୍ଥ ହେଉଛି ଅଜ୍ଞତା।"|Vanisource:681007 - Lecture - Seattle|681007 - ପ୍ରବଚନ - ସିଆଟେଲ}}

Latest revision as of 06:01, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ଏହା କୁହାଯାଏ ଯେ ଆଉ ଏକ ଆକାଶ ଅଛି, ଆଧ୍ୟାତ୍ମିକ ଆକାଶ, ଯେଉଁଠାରେ ସୂର୍ଯ୍ୟକିରଣର କୌଣସି ଆବଶ୍ୟକତା ନାହିଁ, ନ ୟତ୍ର ଭାସୟତେ ସୂର୍ୟୋ । ସୂର୍ଯ୍ୟର ଅର୍ଥ ହେଉଛି ସୂର୍ଯ୍ୟ, ଏବଂ ଭାସୟତେ ଅର୍ଥ ସୂର୍ଯ୍ୟକିରଣ ବଣ୍ଟନ କରିବା। ତେଣୁ ସୂର୍ଯ୍ୟକିରଣର କୌଣସି ଆବଶ୍ୟକତା ନାହିଁ। ୟତ୍ର ସୂର୍ୟୋ ନ ଶଶାଙ୍କୋ । ଶଶାଙ୍କ ଅର୍ଥ ଚନ୍ଦ୍ର । ଚନ୍ଦ୍ର ଆଲୋକର ଆବଶ୍ୟକତା ମଧ୍ୟ ନାହିଁ । ନ ଶଶାଙ୍କୋ ନ ପାବକଃ। ନା ବିଦ୍ୟୁତର ଆବଶ୍ୟକତା ନାହିଁ। ଏହାର ଅର୍ଥ ହେଉଛି ଆଲୋକର ରାଜ୍ୟ। ଏଠାରେ, ଏହି ଭୌତିକ ଜଗତ ଅନ୍ଧକାରର ରାଜ୍ୟ ଅଟେ। ଆପଣ ଜାଣନ୍ତି, ସମସ୍ତେ। ଏହା ପ୍ରକୃତରେ ଅନ୍ଧକାର । ଏହି ପୃଥିବୀର ଅନ୍ୟ ପାର୍ଶ୍ୱରେ ସୂର୍ଯ୍ୟ ଚାଲିଯିବା ମାତ୍ରେ ଏହା ଅନ୍ଧକାର ଅଟେ । ଏହାର ଅର୍ଥ ପ୍ରକୃତି ଦ୍ୱାରା ଅନ୍ଧକାର । କେବଳ ସୂର୍ଯ୍ୟକିରଣ, ଚନ୍ଦ୍ର ଏବଂ ବିଦ୍ୟୁତ୍ ଦ୍ୱାରା ଆମେ ଏହାକୁ ଆଲୋକିତ ରଖୁ । ପ୍ରକୃତରେ ଏହା ହେଉଛି ଅନ୍ଧକାର । ଅନ୍ଧକାରର ଅର୍ଥ ହେଉଛି ଅଜ୍ଞତା।"
681007 - ପ୍ରବଚନ - ସିଆଟେଲ