OR/681020 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681018b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681018b|OR/681020b ବାର୍ତ୍ତାଳାପ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681020b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681020IN-SEATTLE_ND_01.mp3</mp3player>|"ତେଣୁ ଏହି ଯୁଗରେ ଜୀବନର ଅବଧି ଅତ୍ୟନ୍ତ ଅନିଶ୍ଚିତ ଅଟେ। ଯେକୌଣସି ମୁହୂର୍ତ୍ତରେ ଆମେ ମରି ପାରିବା। କିନ୍ତୁ ଏହି ଜୀବନ, ଏହି ମାନବ ଜୀବନ, ଏକ ଉତ୍ତମ ଲାଭ ପାଇଁ ଉଦ୍ଦିଷ୍ଟ। ତାହା କ’ଣ? ଦୁଃଖଦ ସ୍ଥିତିର ସ୍ଥାୟୀ ସମାଧାନ କରିବା ପାଇଁ? ଆମର ଜୀବନ। ଏଥିରେ... ଯେତେ ଦିନ ପର୍ଯ୍ୟନ୍ତ ଆମେ ଏହି ଭୌତିକ ରୂପରେ ଅଛୁ, ଏହି ଶରୀର, ଆମକୁ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ, ଗୋଟିଏ ଶରୀରକୁ ଅନ୍ୟ ଶରୀରକୁ ପରିବର୍ତ୍ତନ କରିବାକୁ ପଡିବ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ([[Vanisource: BG 13.8- 12 (1972) | ଭ.ଗୀ. ୧୩.୯]])। ବାରମ୍ବାର ଜନ୍ମ, ବାରମ୍ବାର ମୃତ୍ୟୁ। ଆତ୍ମା ଅମର, ଅନନ୍ତ, କିନ୍ତୁ ବଦଳୁଛି, ଯେପରି ତୁମେ ପୋଷାକ ବଦଳାଉଛ । ତେଣୁ ଏହି ସମସ୍ୟା ସେମାନେ ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ଏହା ଏକ ସମସ୍ୟା।"|Vanisource:681020 - Lecture Initiation - Seattle|681020 - ପ୍ରବଚନ ଦୀକ୍ଷା - ସିଆଟେଲ}}

Latest revision as of 06:02, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଯୁଗରେ ଜୀବନର ଅବଧି ଅତ୍ୟନ୍ତ ଅନିଶ୍ଚିତ ଅଟେ। ଯେକୌଣସି ମୁହୂର୍ତ୍ତରେ ଆମେ ମରି ପାରିବା। କିନ୍ତୁ ଏହି ଜୀବନ, ଏହି ମାନବ ଜୀବନ, ଏକ ଉତ୍ତମ ଲାଭ ପାଇଁ ଉଦ୍ଦିଷ୍ଟ। ତାହା କ’ଣ? ଦୁଃଖଦ ସ୍ଥିତିର ସ୍ଥାୟୀ ସମାଧାନ କରିବା ପାଇଁ? ଆମର ଜୀବନ। ଏଥିରେ... ଯେତେ ଦିନ ପର୍ଯ୍ୟନ୍ତ ଆମେ ଏହି ଭୌତିକ ରୂପରେ ଅଛୁ, ଏହି ଶରୀର, ଆମକୁ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ, ଗୋଟିଏ ଶରୀରକୁ ଅନ୍ୟ ଶରୀରକୁ ପରିବର୍ତ୍ତନ କରିବାକୁ ପଡିବ । ଜନ୍ମ-ମୃତ୍ୟୁ-ଜରା-ବ୍ୟାଧି ( ଭ.ଗୀ. ୧୩.୯)। ବାରମ୍ବାର ଜନ୍ମ, ବାରମ୍ବାର ମୃତ୍ୟୁ। ଆତ୍ମା ଅମର, ଅନନ୍ତ, କିନ୍ତୁ ବଦଳୁଛି, ଯେପରି ତୁମେ ପୋଷାକ ବଦଳାଉଛ । ତେଣୁ ଏହି ସମସ୍ୟା ସେମାନେ ଧ୍ୟାନ ଦିଅନ୍ତି ନାହିଁ, କିନ୍ତୁ ଏହା ଏକ ସମସ୍ୟା।"
681020 - ପ୍ରବଚନ ଦୀକ୍ଷା - ସିଆଟେଲ