OR/681021e ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ସିଆଟେଲ]]
[[Category:OR/ଅମୃତ ବାଣୀ - ସିଆଟେଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681021d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681021d|OR/681023 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681023}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681021DT-SEATTLE_ND_02.mp3</mp3player>|"ନମଃ, ନମଃ ଶବ୍ଦକୁ ନିମ୍ନଲିଖିତ ଭାବରେ ବ୍ୟାଖ୍ୟା କରାଯାଇପାରେ: ନ, ଏହାର ଅର୍ଥ ହେଉଛି ମିଥ୍ୟା ଅହଙ୍କାର ଏବଂ ମହ ଅର୍ଥ ଯାହା ବର୍ଜନ କରେ । ଏହାର ଅର୍ଥ ହେଉଛି ମନ୍ତ୍ର ଅଭ୍ୟାସ ଦ୍ୱାରା ଜଣେ ଧୀରେ ଧୀରେ ନିଜର ମିଥ୍ୟା ଅହଙ୍କାରରୁ ଦିବ୍ୟଭାବରେ ଉପରକୁ ଉଠିପାରିବ । ମିଥ୍ୟା ଅହଙ୍କାରର ଅର୍ଥ ହେଉଛି ଏହି ଶରୀରକୁ ଆତ୍ମ ଭାବରେ ଗ୍ରହଣ କରିବା ଏବଂ ଶରୀର ସମ୍ପର୍କରୁ ଏହି ଭୌତିକ ଜଗତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିବା । ଏହା ମିଥ୍ୟା ଅହଙ୍କାର ଅଟେ । ମନ୍ତ୍ର ଜପ କରିବାର ନିପୁଣତା ଦ୍ୱାରା ଜଣେ, ଭୌତିକ ଜଗତ ସହିତ କୌଣସି ମିଥ୍ୟା ପରିଚୟ ବିନା, ଦିବ୍ୟ ଉପର ସ୍ଥରକୁ ଉଠିବାରେ ସକ୍ଷମ ହୁଏ ।"|Vanisource:681021 - Dictation CC - Seattle|681021 - Dictation CC - ସିଆଟେଲ}}

Latest revision as of 06:03, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ନମଃ, ନମଃ ଶବ୍ଦକୁ ନିମ୍ନଲିଖିତ ଭାବରେ ବ୍ୟାଖ୍ୟା କରାଯାଇପାରେ: ନ, ଏହାର ଅର୍ଥ ହେଉଛି ମିଥ୍ୟା ଅହଙ୍କାର ଏବଂ ମହ ଅର୍ଥ ଯାହା ବର୍ଜନ କରେ । ଏହାର ଅର୍ଥ ହେଉଛି ମନ୍ତ୍ର ଅଭ୍ୟାସ ଦ୍ୱାରା ଜଣେ ଧୀରେ ଧୀରେ ନିଜର ମିଥ୍ୟା ଅହଙ୍କାରରୁ ଦିବ୍ୟଭାବରେ ଉପରକୁ ଉଠିପାରିବ । ମିଥ୍ୟା ଅହଙ୍କାରର ଅର୍ଥ ହେଉଛି ଏହି ଶରୀରକୁ ଆତ୍ମ ଭାବରେ ଗ୍ରହଣ କରିବା ଏବଂ ଶରୀର ସମ୍ପର୍କରୁ ଏହି ଭୌତିକ ଜଗତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିବା । ଏହା ମିଥ୍ୟା ଅହଙ୍କାର ଅଟେ । ମନ୍ତ୍ର ଜପ କରିବାର ନିପୁଣତା ଦ୍ୱାରା ଜଣେ, ଭୌତିକ ଜଗତ ସହିତ କୌଣସି ମିଥ୍ୟା ପରିଚୟ ବିନା, ଦିବ୍ୟ ଉପର ସ୍ଥରକୁ ଉଠିବାରେ ସକ୍ଷମ ହୁଏ ।"
681021 - Dictation CC - ସିଆଟେଲ