OR/681023 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
[[Category:OR/ଅମୃତ ବାଣୀ - ମନ୍ତ୍ରେଆଲ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681021e ପ୍ରବଚନ - ଶ୍ରୀଲ ପ୍ରଭୁପାଦ ସିଆଟେଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681021e|OR/681023b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681023b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681023SB-MONTREAL_ND_01.mp3</mp3player>|"ତେଣୁ ପରିବାର ଏବଂ ପିଲାମାନଙ୍କ ସହିତ ରହିବା ଜୀବନର ଆଧ୍ୟାତ୍ମିକ ଅଗ୍ରଗତି ପାଇଁ କୌଣସି ଅଯୋଗ୍ୟତା ନୁହେଁ। ଏହା ଏକ ଅଯୋଗ୍ୟତା ନୁହେଁ, କାରଣ ସର୍ବଶେଷରେ, ଜଣେ ବ୍ୟକ୍ତି ନିଜ ପିତା ଏବଂ ମାତାଙ୍କଠାରୁ ଜନ୍ମ ନେବାକୁ ପଡିଥାଏ । ତେଣୁ ସମସ୍ତ ମହାନ ଆଚାର୍ଯ୍ୟ, ମହାନ ଆଧ୍ୟାତ୍ମିକ ନେତା, ସର୍ବଶେଷରେ , ସେମାନେ ପିତା ଏବଂ ମାତାଙ୍କଠାରୁ ଆସିଛନ୍ତି। ତେଣୁ ପିତା ଏବଂ ମାତାଙ୍କର ମିଶ୍ରଣ ବିନା, ଏକ ମହାନ ଆତ୍ମା ଜନ୍ମ ହେବାର କୌଣସି ସମ୍ଭାବନା ନାହିଁ । ଶଙ୍କରାଚାର୍ଯ୍ୟ, ପ୍ରଭୁ ଯୀଶୁ ଖ୍ରୀଷ୍ଟ, ରାମୁନୁଜାଚାର୍ଯ୍ୟ  ଭଳି ମହାନ ଆତ୍ମାଙ୍କର ଅନେକ ଉଦାହରଣ ଅଛି । ଯଦିଓ ସେମାନଙ୍କର ବହୁତ ବଡ ବଂଶାନୁକ୍ରମିକ ଆଖ୍ୟା ନଥିଲା, ତଥାପି, ସେମାନେ ଗୃହସ୍ଥଙ୍କ ଠାରୁ ଆସିଥିଲେ, ପିତା ଏବଂ ମାତାଙ୍କଠାରୁ। ତେଣୁ ଗୃହସ୍ଥ, କିମ୍ବା ଘରେଇ ଜୀବନ ଅଯୋଗ୍ୟ ନୁହେଁ।"|Vanisource:681023 - Lecture SB 02.01.02-5 - Montreal|681023 - ପ୍ରବଚନ SB 02.01.02-5 - ମନ୍ତ୍ରେଆଲ}}

Latest revision as of 06:03, 1 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପରିବାର ଏବଂ ପିଲାମାନଙ୍କ ସହିତ ରହିବା ଜୀବନର ଆଧ୍ୟାତ୍ମିକ ଅଗ୍ରଗତି ପାଇଁ କୌଣସି ଅଯୋଗ୍ୟତା ନୁହେଁ। ଏହା ଏକ ଅଯୋଗ୍ୟତା ନୁହେଁ, କାରଣ ସର୍ବଶେଷରେ, ଜଣେ ବ୍ୟକ୍ତି ନିଜ ପିତା ଏବଂ ମାତାଙ୍କଠାରୁ ଜନ୍ମ ନେବାକୁ ପଡିଥାଏ । ତେଣୁ ସମସ୍ତ ମହାନ ଆଚାର୍ଯ୍ୟ, ମହାନ ଆଧ୍ୟାତ୍ମିକ ନେତା, ସର୍ବଶେଷରେ , ସେମାନେ ପିତା ଏବଂ ମାତାଙ୍କଠାରୁ ଆସିଛନ୍ତି। ତେଣୁ ପିତା ଏବଂ ମାତାଙ୍କର ମିଶ୍ରଣ ବିନା, ଏକ ମହାନ ଆତ୍ମା ଜନ୍ମ ହେବାର କୌଣସି ସମ୍ଭାବନା ନାହିଁ । ଶଙ୍କରାଚାର୍ଯ୍ୟ, ପ୍ରଭୁ ଯୀଶୁ ଖ୍ରୀଷ୍ଟ, ରାମୁନୁଜାଚାର୍ଯ୍ୟ ଭଳି ମହାନ ଆତ୍ମାଙ୍କର ଅନେକ ଉଦାହରଣ ଅଛି । ଯଦିଓ ସେମାନଙ୍କର ବହୁତ ବଡ ବଂଶାନୁକ୍ରମିକ ଆଖ୍ୟା ନଥିଲା, ତଥାପି, ସେମାନେ ଗୃହସ୍ଥଙ୍କ ଠାରୁ ଆସିଥିଲେ, ପିତା ଏବଂ ମାତାଙ୍କଠାରୁ। ତେଣୁ ଗୃହସ୍ଥ, କିମ୍ବା ଘରେଇ ଜୀବନ ଅଯୋଗ୍ୟ ନୁହେଁ।"
681023 - ପ୍ରବଚନ SB 02.01.02-5 - ମନ୍ତ୍ରେଆଲ