OR/681108c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681108b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681108b|OR/681109 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681109}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681108BS-LOS_ANGELES_ND_03.mp3</mp3player>|:ତୃଣାଦ ଅପି ସୁନୀଚେନ   
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681108BS-LOS_ANGELES_ND_03.mp3</mp3player>|:ତୃଣାଦ ଅପି ସୁନୀଚେନ   
:ତରୋର ଅପି ସହିଷ୍ଣୁନା ।
:ତରୋର ଅପି ସହିଷ୍ଣୁନା ।

Latest revision as of 06:14, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
:ତୃଣାଦ ଅପି ସୁନୀଚେନ
ତରୋର ଅପି ସହିଷ୍ଣୁନା ।
( ଚ.ଚ. ଆଦି ୧୭.୩୧)

ହରେ କୃଷ୍ଣ ଜପ କରିବା ପାଇଁ କିଏ ଯୋଗ୍ୟ? ସେ ସଂଜ୍ଞା ଦେଉଛନ୍ତି । ସେଇଟା କଣ? ତୃଣାଦ ଅପି ସୁନୀଚେନ: ଘାସ ଅପେକ୍ଷା ନମ୍ର । ଆପଣ ଘାସ ଜାଣିଛନ୍ତି, ସମସ୍ତେ ଘାସ ଉପରେ ପଦରେ ଦଳିତ କରୁଛନ୍ତି, କିନ୍ତୁ ଏହା ବିରୋଧ କରେ ନାହିଁ - ଠିକ୍ ଅଛି । ତେଣୁ ତୃଣାଦ ଅପି ସୁନୀଚେନ: ଘାସ ଅପେକ୍ଷା ଜଣେ ନମ୍ର ହେବା ଆବଶ୍ୟକ । ଏବଂ ତରୋର ଅପି ସହିଷ୍ଣୁନା । ତରୋର ଅପି ସହିଷ୍ଣୁନା… ତରୋର ର ଅର୍ଥ ହେଉଛି "ଗଛ" । ଗଛଗୁଡିକ ଅତ୍ୟଧିକ ସହନଶୀଳ, ସହନଶୀଳତାର ଉଦାହରଣ, ହଜାରେ ବର୍ଷ ଠିଆ, ସମାନ ସ୍ଥାନରେ, ବିରୋଧ କରେ ନାହିଁ।"

681108 - ପ୍ରବଚନ BS 5.29 - ଲସ ଆ଼ଞ୍ଜେଲ୍ସ