OR/681113 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681110|OR/681113b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681113b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681113LE-LOS_ANGELES_ND_01.mp3</mp3player>|"ହରି ହରି ବିଫଳେ ଜନମ ଗୋଣାଇନୁ:" ମୋର ପ୍ରିୟ ପ୍ରଭୁ, ମୁଁ ମୋ ଜୀବନକୁ ଅଦରକାରୀ ଭାବରେ ନଷ୍ଟ କରି ଦେଇଛି। "ବିଫଲେ ଅର୍ଥ ଅଦରକାରୀ, ଏବଂ ଜନମ ଅର୍ଥ ହେଉଛି ଜନ୍ମ, ଏବଂ ଗୋଣାଇନୁର ଅର୍ଥ ହେଉଛି" ମୁଁ ଅତିକ୍ରମ କରିଛି" । ସେ ଜଣେ ସାଧାରଣ ଲୋକର ପ୍ରତିନିଧିତ୍ୱ କରୁଛନ୍ତି, ଯେହେତୁ ଆମ ସମସ୍ତେ କେବଳ ଆମ ଜୀବନକୁ ନଷ୍ଟ କରୁଛନ୍ତି । ସେମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଜୀବନକୁ ନଷ୍ଟ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ମୋର ବହୁତ ସୁନ୍ଦର ଆପାର୍ଟମେଣ୍ଟ, ବହୁତ ସୁନ୍ଦର କାର, ବହୁତ ସୁନ୍ଦର ପତ୍ନୀ, ବହୁତ ସୁନ୍ଦର ଆୟ, ବହୁତ ସୁନ୍ଦର ସାମାଜିକ ସ୍ଥିତି ଅଛି। ଅନେକ ଜିନିଷ ।ଏଗୁଡ଼ିକ ହେଉଛି ଭୌତିକ ଆକର୍ଷଣ।"|Vanisource:681113 - Lecture - Los Angeles|681113 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ}}

Latest revision as of 06:14, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ହରି ହରି ବିଫଳେ ଜନମ ଗୋଣାଇନୁ:" ମୋର ପ୍ରିୟ ପ୍ରଭୁ, ମୁଁ ମୋ ଜୀବନକୁ ଅଦରକାରୀ ଭାବରେ ନଷ୍ଟ କରି ଦେଇଛି। "ବିଫଲେ ଅର୍ଥ ଅଦରକାରୀ, ଏବଂ ଜନମ ଅର୍ଥ ହେଉଛି ଜନ୍ମ, ଏବଂ ଗୋଣାଇନୁର ଅର୍ଥ ହେଉଛି" ମୁଁ ଅତିକ୍ରମ କରିଛି" । ସେ ଜଣେ ସାଧାରଣ ଲୋକର ପ୍ରତିନିଧିତ୍ୱ କରୁଛନ୍ତି, ଯେହେତୁ ଆମ ସମସ୍ତେ କେବଳ ଆମ ଜୀବନକୁ ନଷ୍ଟ କରୁଛନ୍ତି । ସେମାନେ ଜାଣନ୍ତି ନାହିଁ ଯେ ସେମାନେ ନିଜ ଜୀବନକୁ ନଷ୍ଟ କରୁଛନ୍ତି। ସେମାନେ ଭାବୁଛନ୍ତି ଯେ ମୋର ବହୁତ ସୁନ୍ଦର ଆପାର୍ଟମେଣ୍ଟ, ବହୁତ ସୁନ୍ଦର କାର, ବହୁତ ସୁନ୍ଦର ପତ୍ନୀ, ବହୁତ ସୁନ୍ଦର ଆୟ, ବହୁତ ସୁନ୍ଦର ସାମାଜିକ ସ୍ଥିତି ଅଛି। ଅନେକ ଜିନିଷ ।ଏଗୁଡ଼ିକ ହେଉଛି ଭୌତିକ ଆକର୍ଷଣ।"
681113 - ପ୍ରବଚନ - ଲସ ଆ଼ଞ୍ଜେଲ୍ସ