OR/681201 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681129 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681129|OR/681201b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681201b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681201IN-LOS_ANGELES_ND_01.mp3</mp3player>|"ଭଗବଦ୍-ଗୀତା ନିର୍ଦ୍ଦେଶ ଦିଅନ୍ତି ଯେ "ତୁମେ ଆତ୍ମସମର୍ପଣ କର"। ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ([[Vanisource:BG 18.66 (1972) | ଭ.ଗୀ. ୧୮.୬୬]]) । ତେଣୁ ଆତ୍ମସମର୍ପଣ ନକରି, କୌଣସି ଆଧ୍ୟାତ୍ମିକ ଅଗ୍ରଗତି କରିବାର ପ୍ରଶ୍ନ ନାହିଁ । ଠିକ୍ ଯେପରି ଜଣେ ବ୍ୟକ୍ତି ଯିଏ ସରକାର ବିରୁଦ୍ଧରେ ବିଦ୍ରୋହ କରିଛନ୍ତି - ପ୍ରଥମ ସର୍ତ୍ତ ହେଉଛି ଆତ୍ମସମର୍ପଣ କରିବା; ନଚେତ୍ ସରକାରଙ୍କଠାରୁ ଦୟାର ପ୍ରଶ୍ନ ନାହିଁ। ସେହିଭଳି ଯେକେହି, ଜୀବ, ଆମମାନଙ୍କ ମଧ୍ୟରୁ ଯିଏ ପରମପୁରୁଷ ଭଗବାନଙ୍କ  ବିରୁଦ୍ଧରେ ବିଦ୍ରୋହ କରିଛନ୍ତି, ଆଧ୍ୟାତ୍ମିକ ଜୀବନର ଆରମ୍ଭ ଆତ୍ମସମର୍ପଣରୁ।"|Vanisource:681201 - Lecture Initiation and Ten Offenses - Los Angeles|ପ୍ରବଚନ ଦୀକ୍ଷା ଏବଂ ଦଶ ଅପରାଧ - ଲସ ଆ଼ଞ୍ଜେଲ୍ସ}}

Latest revision as of 06:16, 5 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତା ନିର୍ଦ୍ଦେଶ ଦିଅନ୍ତି ଯେ "ତୁମେ ଆତ୍ମସମର୍ପଣ କର"। ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ( ଭ.ଗୀ. ୧୮.୬୬) । ତେଣୁ ଆତ୍ମସମର୍ପଣ ନକରି, କୌଣସି ଆଧ୍ୟାତ୍ମିକ ଅଗ୍ରଗତି କରିବାର ପ୍ରଶ୍ନ ନାହିଁ । ଠିକ୍ ଯେପରି ଜଣେ ବ୍ୟକ୍ତି ଯିଏ ସରକାର ବିରୁଦ୍ଧରେ ବିଦ୍ରୋହ କରିଛନ୍ତି - ପ୍ରଥମ ସର୍ତ୍ତ ହେଉଛି ଆତ୍ମସମର୍ପଣ କରିବା; ନଚେତ୍ ସରକାରଙ୍କଠାରୁ ଦୟାର ପ୍ରଶ୍ନ ନାହିଁ। ସେହିଭଳି ଯେକେହି, ଜୀବ, ଆମମାନଙ୍କ ମଧ୍ୟରୁ ଯିଏ ପରମପୁରୁଷ ଭଗବାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି, ଆଧ୍ୟାତ୍ମିକ ଜୀବନର ଆରମ୍ଭ ଆତ୍ମସମର୍ପଣରୁ।"
ପ୍ରବଚନ ଦୀକ୍ଷା ଏବଂ ଦଶ ଅପରାଧ - ଲସ ଆ଼ଞ୍ଜେଲ୍ସ