OR/681220 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ୧୯୬୮]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/681219e ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681219e|OR/681221 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|681221}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/681220BG-LOS_ANGELES_ND_01.mp3</mp3player>|"ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ବେଳେବେଳେ ଏହା ଚିନ୍ତା କରାଯାଏ ଯେ ଆଧ୍ୟାତ୍ମିକ ଜୀବନର ଅର୍ଥ ହେଉଛି ସକ୍ରିୟ ଜୀବନରୁ ଅବସର ନେବା। ଏହା ସାଧାରଣ ଭାବନା। ଲୋକମାନେ ଭାବନ୍ତି ଯେ ଆଧ୍ୟାତ୍ମିକ ଜ୍ଞାନର ବିକାଶ କିମ୍ବା ଆତ୍ମ-ହୃଦୟଙ୍ଗମ ପାଇଁ ସେମାନେ ହିମାଳୟର ଗୁମ୍ଫା କିମ୍ବା କିଛି ନିର୍ଜନ ସ୍ଥାନକୁ ଯିବା ଉଚିତ୍। ଏହା ମଧ୍ୟ ସୁପାରିଶ କରାଯାଏ। କିନ୍ତୁ ସେହି ପ୍ରକାରର ସୁପାରିଶ ସେହି ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜକୁ କୃଷ୍ଣଭାବାନାମୃତ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିବାରେ ଅସମର୍ଥ ଅଟନ୍ତି। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଶିକ୍ଷା ଦେଉଛନ୍ତି ଯେ ଜଣେ କିପରି ତାଙ୍କ ସ୍ଥିତିରେ ରହିପାରିବ । ଆଦୌ ଚିନ୍ତା କରିବା ଆବଶ୍ୟକ ନାହିଁ, ସେ ଯାହା ହେଉନା କାହିଁକି, ତଥାପି ସେ କୃଷ୍ଣଭାବାନାମୃତରେ ଉତ୍ତମ  ହୋଇପାରିବେ।"|Vanisource:681220 - Lecture BG 03.01-5 - Los Angeles|681220 - ପ୍ରବଚନ BG 03.01-5 - ଲସ ଆ଼ଞ୍ଜେଲ୍ସ}}

Latest revision as of 06:37, 9 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ବେଳେବେଳେ ଏହା ଚିନ୍ତା କରାଯାଏ ଯେ ଆଧ୍ୟାତ୍ମିକ ଜୀବନର ଅର୍ଥ ହେଉଛି ସକ୍ରିୟ ଜୀବନରୁ ଅବସର ନେବା। ଏହା ସାଧାରଣ ଭାବନା। ଲୋକମାନେ ଭାବନ୍ତି ଯେ ଆଧ୍ୟାତ୍ମିକ ଜ୍ଞାନର ବିକାଶ କିମ୍ବା ଆତ୍ମ-ହୃଦୟଙ୍ଗମ ପାଇଁ ସେମାନେ ହିମାଳୟର ଗୁମ୍ଫା କିମ୍ବା କିଛି ନିର୍ଜନ ସ୍ଥାନକୁ ଯିବା ଉଚିତ୍। ଏହା ମଧ୍ୟ ସୁପାରିଶ କରାଯାଏ। କିନ୍ତୁ ସେହି ପ୍ରକାରର ସୁପାରିଶ ସେହି ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜକୁ କୃଷ୍ଣଭାବାନାମୃତ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିବାରେ ଅସମର୍ଥ ଅଟନ୍ତି। ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଶିକ୍ଷା ଦେଉଛନ୍ତି ଯେ ଜଣେ କିପରି ତାଙ୍କ ସ୍ଥିତିରେ ରହିପାରିବ । ଆଦୌ ଚିନ୍ତା କରିବା ଆବଶ୍ୟକ ନାହିଁ, ସେ ଯାହା ହେଉନା କାହିଁକି, ତଥାପି ସେ କୃଷ୍ଣଭାବାନାମୃତରେ ଉତ୍ତମ ହୋଇପାରିବେ।"
681220 - ପ୍ରବଚନ BG 03.01-5 - ଲସ ଆ଼ଞ୍ଜେଲ୍ସ