OR/690113b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି: Difference between revisions

(Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ୧୯୬୯]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
[[Category:OR/ଅମୃତ ବାଣୀ - ଲସ ଆ଼ଞ୍ଜେଲ୍ସ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/690113 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690113|OR/690114 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି|690114}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/690113LE-LOS_ANGELES_ND_01.mp3</mp3player>|"ଶ୍ରୀମଦ୍-ଭାଗବତ କହିଛନ୍ତି ଯେ ପିତା ହେବାକୁ ଇଚ୍ଛା କରିବା ଉଚିତ୍ ନୁହେଁ, କେହି ଜଣେ ମାତା ହେବାକୁ ଇଚ୍ଛା କରିବା ଉଚିତ୍ ନୁହେଁ, ଯେପର୍ଯ୍ୟନ୍ତ ଜଣେ ଶିଶୁକୁ ଆସୁଥିବା ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ନହୁଏ।" ତେଣୁ ଏହା ମଧ୍ୟ ଆଧ୍ୟାତ୍ମିକ ଗୁରୁଙ୍କ କର୍ତ୍ତବ୍ୟ। ଜଣେ ଆଧ୍ୟାତ୍ମିକ ଗୁରୁ ହେବା ଉଚିତ୍ ନୁହେଁ, ଜଣେ ଶିଷ୍ୟକୁ ଆସୁଥିବା ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ନହୁଏ, ତେବେ ଆସୁଥିବା ମୃତ୍ୟୁ କ’ଣ? ଆଗାମୀ ମୃତ୍ୟୁ ଅର୍ଥ ହେଉଛି ... କାରଣ ଆମେ ଆତ୍ମା, ଆମର କୌଣସି ମୃତ୍ୟୁ ନାହିଁ। ଆଧ୍ୟାତ୍ମିକ ଗୁରୁଙ୍କ କର୍ତ୍ତବ୍ୟ, ଏହା ପିତାମାତାଙ୍କ କର୍ତ୍ତବ୍ୟ, ଏହା ରାଜ୍ୟର କର୍ତ୍ତବ୍ୟ, ସମ୍ପର୍କୀୟ, ବନ୍ଧୁ, ସମସ୍ତଙ୍କର, କର୍ତ୍ତବ୍ୟ, ଏହି ଆସୁଥିବା ଜନ୍ମ ଓ ମୃତ୍ୟୁରୁ ଲୋକଙ୍କୁ ରକ୍ଷା କରିବା।"|Vanisource:690113 - Lecture Excerpt - Los Angeles|690113 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ}}

Latest revision as of 06:09, 13 January 2021

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରୀମଦ୍-ଭାଗବତ କହିଛନ୍ତି ଯେ ପିତା ହେବାକୁ ଇଚ୍ଛା କରିବା ଉଚିତ୍ ନୁହେଁ, କେହି ଜଣେ ମାତା ହେବାକୁ ଇଚ୍ଛା କରିବା ଉଚିତ୍ ନୁହେଁ, ଯେପର୍ଯ୍ୟନ୍ତ ଜଣେ ଶିଶୁକୁ ଆସୁଥିବା ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ନହୁଏ।" ତେଣୁ ଏହା ମଧ୍ୟ ଆଧ୍ୟାତ୍ମିକ ଗୁରୁଙ୍କ କର୍ତ୍ତବ୍ୟ। ଜଣେ ଆଧ୍ୟାତ୍ମିକ ଗୁରୁ ହେବା ଉଚିତ୍ ନୁହେଁ, ଜଣେ ଶିଷ୍ୟକୁ ଆସୁଥିବା ମୃତ୍ୟୁରୁ ରକ୍ଷା କରିବାରେ ସକ୍ଷମ ନହୁଏ, ତେବେ ଆସୁଥିବା ମୃତ୍ୟୁ କ’ଣ? ଆଗାମୀ ମୃତ୍ୟୁ ଅର୍ଥ ହେଉଛି ... କାରଣ ଆମେ ଆତ୍ମା, ଆମର କୌଣସି ମୃତ୍ୟୁ ନାହିଁ। ଆଧ୍ୟାତ୍ମିକ ଗୁରୁଙ୍କ କର୍ତ୍ତବ୍ୟ, ଏହା ପିତାମାତାଙ୍କ କର୍ତ୍ତବ୍ୟ, ଏହା ରାଜ୍ୟର କର୍ତ୍ତବ୍ୟ, ସମ୍ପର୍କୀୟ, ବନ୍ଧୁ, ସମସ୍ତଙ୍କର, କର୍ତ୍ତବ୍ୟ, ଏହି ଆସୁଥିବା ଜନ୍ମ ଓ ମୃତ୍ୟୁରୁ ଲୋକଙ୍କୁ ରକ୍ଷା କରିବା।"
690113 - ପ୍ରବଚନ Excerpt - ଲସ ଆ଼ଞ୍ଜେଲ୍ସ