OR/Prabhupada 0017 - ପରା ଶକ୍ତି ଅପରା ଶକ୍ତି

Revision as of 01:58, 11 April 2015 by Rishab (talk | contribs) (Created page with "<!-- BEGIN CATEGORY LIST --> Category:1080 Oriya Pages with Videos Category:Prabhupada 0017 - in all Languages Category:OR-Quotes - 1970 Category:OR-Quotes - Lec...")
(diff) ← Older revision | Latest revision (diff) | Newer revision → (diff)


Invalid source, must be from amazon or causelessmery.com

Lecture on Sri Isopanisad, Mantra 1 -- Los Angeles, May 2, 1970

୨ ପ୍ରକାର ଶକ୍ତି ଏହି ଭୌତିକ ଜଗତ ରେ କାର୍ଯ୍ୟକାରୀ ଅଟେ; ଆଧ୍ୟଆତ୍ମିକ ଶକ୍ତି ଏବଂ ଭୌତିକ ଶକ୍ତି | ଭୌତିକ ଶକ୍ତି ମାନେ ହେଉଛି ଏହି ୮ ପ୍ରକାର ମୌଳିକ ଉପାଦାନ | ଭୁମିର୍ ଆପୋ ଅନଲୋ ଭାୟୁଃ:(ଭଗବତ୍ ଗୀତା ୭.୪) ପୃଥିବୀ, ଜଳ, ଅଗ୍ନି, ବାୟୁ, ଆକାଶ , ମନ, ବୁଦ୍ଧି, ଏବଂ ଅହଂକାର୍ | ଏହାସବୁ ହେଉଛି ଭୌତିକ | ଏବଂ ସେହିପରି, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ବହୁତ୍ ଭଲ, ଏବଂ ମହାନ୍, ମହାନ୍, ମହାନ୍ | ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍ , ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍,, ଠିକ ଯେପରି ଜଳ ପୃଥିବୀ ଠାରୁ ଉତ୍କୃଶ୍ଟ୍ , ଅଗ୍ନି ଜଳ ଠାରୁ ଉତ୍କୃଶ୍ଟ୍, ବାୟୁ ଅଗ୍ନି ଠାରୁ ଉତ୍କୃଶ୍ଟ୍, ଆକାଶ ବାୟୁ ଠାରୁ ଉତ୍କୃଶ୍ଟ୍ | ସେହିପରି, ବୁଦ୍ଧି ଆକାଶ ଠାରୁ ଉତ୍କୃଶ୍ଟ, ବା ମନ ଆକାଶ ଠାରୁ ଉତ୍କୃଶ୍ଟ | ମନ | ତୁମେମାନେ ଜାଣ, ମୁଁ ବହୁତ୍ ଗୁଡେ ଉଦାହରଣ ଦେଇଛି : ମନ ର ବେଗ ଉପରେ | ହଜାର ହଜାର ମାଇଲ ଦୁରତା କୁ ତୁମେ ୧ସେକେଣ୍ଡ୍ ରେ ଅତିକ୍ରମ କରିପାରିବ | ତେଣୁ ଏହା ଯେତେ ଉତ୍କୃଶ୍ଟ, ସେତେ ଶକ୍ତିଶାଳୀ | ସେହିପରି, ତୁମେ ଯେତବେଳେ ସମ୍ପୁର୍ଣ ଭାବେ ଆଧ୍ୟାତମିକ ଧାରାକୁ ଆସ, ଉତ୍କୃଶ୍ଟ,, ଯାହାଠାରୁ ସବୁକିଛି ଉତ୍ପନ୍ନ, ଓଃ ତାହା ହେଉଛି ସର୍ବ ଶକ୍ତିମାନ୍ | ତାହା ହିଁ ଆଧ୍ୟାତମିକ ଶକ୍ତି | ଏହା ଭଗବତ୍ ଗୀତାରେ ବର୍ନନା କରାଯାଇଛି | ଆଧ୍ୟାତମିକ ଶକ୍ତି କହିଲେ କଣ? ସେହି ଆଧ୍ୟାତମିକ ଶକ୍ତି ହେଉଛି ଜୀବିତ ବସ୍ତୁ/ଏଣ୍ଟିଟି/ପ୍ରାଣୀଜଗତ ବା ପ୍ରାଣୀମାନେ |"| ଅପରେୟଂ ଇତସ ତୁ ବିଦ୍ଧି ମେ ପ୍ରକୃତିମ୍ ପରା (ଭଗବତ୍ ଗୀତା ୭.୫) | କୃଷ୍ଣ କହିଛନ୍ତି, " ଏହାସବୁ ଭୌତିକ ଶକ୍ତି | ଏହା ପରେ ସେଠାରେ ଆଉକିଛି ଅଛି, ଆଧ୍ୟାତମିକ ଶକ୍ତି | ଅପରେୟଂ | ଅପରା ମାନେ ତୁଚ୍ଛ ବା ନିକୃଷ୍ଟ | ଅପରେୟଂ | "ଏହିସବୁ ବର୍ଣିତ ଭୌତିକ ଉପାଦାନ ସବୁ ହେଉଛି ତୁଚ୍ଛ ବା ନିକୃଷ୍ଟ ଶକ୍ତି | ମୋର ପ୍ରିୟ ଅର୍ଜୁନ", ଆଉ ଏହାପରେ ସେଠାରେ ରହିଛି ଉତ୍କୃଶ୍ଟ୍ ବା ଶ୍ରେଷ୍ଠ ଶକ୍ତି | ତାହା କଣ? ଜୀବ-ଭୁତ ମହା-ବାହୋ: "ଏହି ପ୍ରାଣୀଜଗତ ବା ପ୍ରାଣୀମାନେ |" ସେସବୁ ମଧ୍ୟ ଶକ୍ତି | ଆମ୍ଭେ ପ୍ରାଣୀମାନେ ମଧ୍ୟ ଶକ୍ତି, କିନ୍ତୁ ଉତ୍କୃଶ୍ଟ୍ ଶକ୍ତି | କେତେ ଉତ୍କୃଶ୍ଟ୍ ? କାରଣ ୟଏଦମ ଧାର୍ୟତେ ଜଗତ(ଭଗବତ୍ ଗୀତା ୭.୫) | ଉତ୍କୃଶ୍ଟ୍ ଶକ୍ତି ନିକୃଷ୍ଟ ଶକ୍ତିକୁ ନିୟନ୍ତ୍ରଣ କରେ | ବସ୍ତୁ ର କିଛି ଶକ୍ତି ନାହିଁ | ବଡ ଉଡାଜାହାଜ, ଭଲ ଯନ୍ତ୍ର, ସବୁ ଆକାଶରେ ଉଡେ, ସେସବୁ ଭୌତିକ ଉପାଦାନରେ ଗଢ଼ା | କିନ୍ତୁ ଯେପର୍ଯ୍ୟନ୍ତ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଅଛି, ଏହା କିଛି କାର୍ଯ୍ୟର ନୁହେଁ | ହଜାର ହଜାର ବର୍ଷ ଧରି ଏହି ଯେଟ୍ ଉଡାଜାହାଜ ଟି ଐରପୋରଟ୍ ରେ ଠିଆ ହେବ; ଯେପର୍ଯ୍ୟନ୍ତ ସେହି ଛୋଟ ଆଧ୍ୟାତମିକ ଶକ୍ତି, ଉଡାଜାହାଜ ଚାଳକଟି ଆସି ଏହାକୁ ନ ଛୁଇଁଛି, ସେପର୍ଯ୍ୟନ୍ତ ଏହା ଉଡି ପାରିବ ନାହିଁ | ତାହାଲେ ଭଗବାନଅଂକୁ ବୁଝିବାରେ ବାଧା କେଉଁଠୁ ଆସୁଛି? ତେଣୁ ସାଧାରଣ କଥା ହେଲା, ଯଦି ଏହି ବିରାଟ ଯନ୍ତ୍ର ... ବହୁତ୍ ଗୁଡିଏ ଯନ୍ତ୍ର ଉପକରଣ ସବୁ ରହିଛି, କିନ୍ତୁ ସେଗୁଡିକ ଏହି ଆଧ୍ୟାତମିକ ଶକ୍ତି ବିନା ଗତି କରିପାରିବେ ନାହିଁ | ମନୁଷ୍ୟ ବା ପ୍ରାଣୀ. କିପରି ତୁମେ ଏହା ଭାବିପାରୁଛ କି ଏହି ଭୌତିକ ଶକ୍ତି କାହାର ନିୟନ୍ତ୍ରଣ ବିନା ଆପେ ପରିଚାଳିତ ? କେମିତି ତୁମେ ଏହିପରି ତୁମର ଯୁକ୍ତି ବାଢୀପାରୁଛ ? ତାହା ସମ୍ଭବପର ନୁହେଁ | ତେଣୁ କମ୍ ବୁଦ୍ଧିମାନ୍ ଶ୍ରେଣୀର ଲୋକମାନେ, ସେମାନେ ବୁଝିପାରନ୍ତି ନାହିଁ ଯେ କିପରି ଏହି ଭୌତିକ ଶକ୍ତି ଭାଗବାନକଂ ଦ୍ବାରା ପରିଚାଳିତ ବା ନିୟନ୍ତ୍ରିତ |