OR/670111c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବଦ୍-ଗୀତାରେ ଏହା କୁହାଯାଇଅଛି ଯେ,
ସର୍ବ-ୟୋନିସୁ କୋୖନ୍ତେୟ ।
ସମ୍ଭବନ୍ତି ମୂର୍ତୟଃ ୟାଃ
ତାସାଂ ମହଦ ୟୋନିର ଵ୍ରହ୍ମ ।
ଅହଂ ବୀଜ-ପ୍ରଦଃ ପିତା

(BG 14.4) ଲୋକମାନେ ଭଗବଦ୍-ଗୀତାକୁ ଭାରତୀୟ କିମ୍ବା ହିନ୍ଦୁ ଭାବରେ ଗ୍ରହଣ କରୁଛନ୍ତି, କିନ୍ତୁ ପ୍ରକୃତରେ ତାହା ନୁହେଁ। ଏହା ସର୍ବସର୍ବଜନୀନ ଅଟେ । କୃଷ୍ଣ କହିଛନ୍ତି ଯେ ଜୀବଜଗତ ଅନେକ ପ୍ରକାର ଅଛି । ବିଭିନ୍ନ ପ୍ରକାରର ଶରୀରର ୮,୪୦୦,୦୦୦ ଅଛି । "ଏବଂ ସମସ୍ତେ ମୋର ପୁତ୍ର।" ତେଣୁ ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମେ ଗୋରା ଲୋକଙ୍କୁ ଭଲ ପାଅ, ତୁମେ ଆମେରିକୀୟକୁ ଭଲ ପାଅ, ତୁମେ ୟୁରୋପୀୟକୁ ଭଲ ପାଅ, ତୁମେ ଭାରତୀୟଙ୍କୁ ଭଲ ପାଅ, ଗାଈ କୁ ଭଲ ପାଅ, ତୁମେ କୁକୁରକୁ ଭଲ ପାଅ, ସର୍ପକୁ ଭଲ ପାଅ - ସମସ୍ତଙ୍କୁ ।"

670111 - ପ୍ରବଚନ BG 10.08 - ନିୟୁର୍କ