OR/670313b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 23:11, 24 September 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯଦି ତୁମେ କେବଳ ଏହି ଚେତନାରେ ରୁହ, ଯେ "ମୁଁ ଭଗବାନଙ୍କର ଅନନ୍ତକାଳର ସେବକ, ଏବଂ ମୋର ବ୍ୟବସାୟ ହେଉଛି ଭଗବାନଙ୍କ ସେବା କରିବା ... " ଏବଂ କୃଷ୍ଣ କିମ୍ବା ଭଗବାନଙ୍କ ସହ ଅନ୍ୟ ସେବା ଅଛି। ଠିକ୍ ଯେପରି ଆମେ ଏହି ସେବା ଦେଉଛୁ କୃଷ୍ଣ ଚେତନା ଆମେ ବିସ୍ତାର କରୁଛୁ, କାହିଁକି? ଏହା ଏକ ବ୍ୟବସାୟ ନୁହେଁ। କିନ୍ତୁ ଆମେ କୃଷ୍ଣ କିମ୍ବା ଭଗବାନଙ୍କ ସହ ଆମର ସମ୍ପର୍କ ସ୍ଥାପନ କରିଛୁ, ତେଣୁ ଆମେ ଏହାକୁ ପ୍ରଚାର କରିବାକୁ ଚାହୁଁଛୁ। ତେଣୁ କୃଷ୍ଣ ଚେତନା ଏହି ଭୌତିକ ଜଗତରୁ ଦୂରେଇ ରହିବା ଅର୍ଥ ନୁହେଁ, କିନ୍ତୁ ତାଙ୍କର କାର୍ଯ୍ୟକଳାପ ଅଲଗା ଅଟେ। ସେ ସେହି କାର୍ଯ୍ୟକଳାପରେ ନାହାଁନ୍ତି ଯାହା ଚିନ୍ତା ସୃଷ୍ଟି କରିବ । ଏଠାରେ ଆମେ କୃଷ୍ଣ ଚେତନା ପ୍ରଚାର କରୁଛୁ । ଓଃ, କୌଣସି ବ୍ୟବସାୟ ନୁହଁ । ଆମେ ଆପଣଙ୍କଠାରୁ କିଛି ଆଶା କରୁନାହୁଁ । କିନ୍ତୁ ଯଦି ଆପଣ ଏହାକୁ ଗ୍ରହଣ କରନ୍ତି, ତେବେ ଆମର ମିଶନ୍ ଭଲ ଅଟେ । ଯଦି ଆପଣ ଏହାକୁ ଗ୍ରହଣ କରନ୍ତି ନାହିଁ, ତେବେ କୌଣସି ଚିନ୍ତା ନାହିଁ। "
670313 - ପ୍ରବଚନ SB 07.07.25-28 - ସାନ୍ ଫ୍ରାନ୍ସିସ୍କୋ