OR/670415 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 00:16, 13 December 2020 by Vanibot (talk | contribs) (Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଧର୍ମାବିରୁଦ୍ଧୋ କାମୋଽସ୍ମି ଅହମ୍ ( ଭ.ଗୀ. ୭.୧୧): "ଯୌନ ଇଚ୍ଛା ଯାହା ଧର୍ମ ଦ୍ଵାରା ଅନୁମୋଦିତ, ମୁଁ ତାହା ଅଟେ। "ତାହା ହେଉଛନ୍ତି କୃଷ୍ଣ। ଯୌନ ଇଚ୍ଛା ପୂରଣ କରିବା - ଏହାର ଅର୍ଥ ନୁହେଁ ଯେ ବିଲେଇଙ୍କ ପରି ଆମେ ମଧ୍ୟ ମୁକ୍ତ ଅଟୁ। ଏହି ସ୍ୱାଧୀନତା କ’ଣ? ଏତେ ମୁକ୍ତ ଯେ ରାସ୍ତାରେ ସେମାନେ ଯୌନ ସମ୍ପର୍କ କରିପାରିବେ । ତୁମର ଏତେ ସ୍ୱାଧୀନତା ନାହିଁ । ତୁମକୁ ପାର୍ଲର, ଅଥବା ଆପାର୍ଟମେଣ୍ଟ ଖୋଜିବାକୁ ପଡିବ । ତେବେ ତୁମେ ଏହି ସ୍ୱାଧୀନତା ଚାହୁଁଛ କି? ଏହା ସ୍ୱାଧୀନତା ନୁହେଁ । ଏହା ହେଉଛି, ମୁଁ କହିବାକୁ ଚାହେଁ , ନର୍କକୁ ଯିବା ରାସ୍ତା । ଏହା ସ୍ୱାଧୀନତା ନୁହେଁ। ତେଣୁ ବୈଦିକ ସାହିତ୍ୟଗୁଡିକ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ତୁମେ ଯୌନ ଜୀବନ ଚାହୁଁଛ, ତେବେ ତୁମେ ଗୃହସ୍ତ ହୋଇଯାଅ। ତୁମେ ଏକ ସୁନ୍ଦର ଝିଅକୁ ବିବାହ କର, ଏବଂ ତାପରେ ତୁମର ବହୁତ ଭଲ ଦାଇତ୍ୱ ଅଛି । ଅନୁମତି ଦିଆଯାଇଛି ଯାହା ଦ୍ୱାରା ତୁମେ ଅନ୍ୟ ସମସ୍ତଙ୍କୁ ସେବା କରିବାକୁ ପଡିବ। ତାହା ହେଉଛି ଦାଇତ୍ୱ। "
670415 - ପ୍ରବଚନ CC Adi 07.108-109 - ନିୟୁର୍କ