OR/680815 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମନ୍ତ୍ରେଆଲ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 00:10, 29 December 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସମସ୍ତେ ଦୁଃଖ ଭୋଗୁଛନ୍ତି। ଅସ୍ତିତ୍ୱ ପାଇଁ ସଂଗ୍ରାମର ଅର୍ଥ ହେଉଛି ଦୁଃଖର ଅବସ୍ଥା। ଏବଂ ଏହି ସାଧୁ ବ୍ୟକ୍ତିମାନେ, କୃଷ୍ଣଙ୍କର ଭକ୍ତମାନେ - କେବଳ କୃଷ୍ଣଙ୍କର ଭକ୍ତ ନୁହଁନ୍ତି, ଭଗବାନଙ୍କର ଯେକୌଣସି ଭକ୍ତ - ସେମାନେ..., ସେମାନେ ଦେଖନ୍ତି ଲୋକମାନେ କିପରି ଖୁସି ରହିବେ । ଲୋକାନାଂ ହିତ-କାରିନୌ । ତେଣୁ, ତ୍ରିଭୁବନେ ମାନ୍ୟୌ: ଭକ୍ତମାନେ କେବଳ ଏହି ଜଗତରେ ନୁହେଁ ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ପୂଜ୍ୟ - ସେମାନେ ଯୁଆଡେ ଯାଆନ୍ତୁ ।"
680815 - ଦୀକ୍ଷା ପ୍ରବଚନ - ମନ୍ତ୍ରେଆଲ