OR/690416 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ନିୟୁର୍କ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

Revision as of 05:28, 13 April 2021 by Vanibot (talk | contribs) (Vanibot #0025: NectarDropsConnector - update old navigation bars (prev/next) to reflect new neighboring items)
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଠିକ୍ ଯେପରି ମୁଁ ଏହି ପୋଷାକ ପିନ୍ଧିଛି। ଯଦି ଏହା ମଇଳା କିମ୍ବା ଯଦି ଏହା ବହୁତ ପୁରୁଣା, ତେବେ ମୁଁ ପରିବର୍ତ୍ତନ କରେ; ମୁଁ ଅନ୍ୟ ଏକ ପୋଷାକ ଗ୍ରହଣ କରେ। ସେହିଭଳି ଏହି ଶରୀର ମଧ୍ୟ ସେହିଭଳି ଅଟେ। ଯେତେବେଳେ ଏହା ମଇଳା କିମ୍ବା ଯେତେବେଳେ ଏହା ପୁରୁଣା, ବ୍ୟବହାର କରାଯିବା ଯୋଗ୍ୟ ନୁହେଁ, ତା'ପରେ ଆମେ ଅନ୍ୟ ଶରୀରକୁ ପରିବର୍ତ୍ତନ କରୁ, ଏବଂ ଏହି ଶରୀର ଆମେ ଛାଡିଥାଉ । ଏହା ହେଉଛି ସମସ୍ତ ବୈଦିକ ସାହିତ୍ୟର ସମ୍ପୂର୍ଣ୍ଣ ନିର୍ଦ୍ଦେଶ । ତେଣୁ ଏହି ଶରୀରର କାର୍ଯ୍ୟକଳାପ ସବୁ କିଛି ନୁହେଁ । ଏବଂ ବିଭିନ୍ନ ପ୍ରକାରର ଶରୀର ଅଛି, ଯେପରି ଆମେ ଏଇ ଶରୀରକୁ ଆସିଛୁ, ଶରୀରର ଏହି ସ୍ଥିତି, ଅନେକ ପ୍ରକାରର ଘୃଣ୍ୟ ଶରୀର ଦେଇ ଗତି କରେ - ଜଳଜନ୍ତୁ, ପଶୁ, ଗଛ, ଉଦ୍ଭିଦ, ମାଇକ୍ରୋବସ୍, ସରୀସୃପ, ଏତେଗୁଡ଼ିଏ... ବାରମ୍ବାର ଆମେ କହିଛୁ, ୮,୪୦୦,୦୦୦ ର... ତେଣୁ ଏହା ଏକ ସୁଯୋଗ। ଏହି ଜୀବନ, ମାନବ ଜୀବନର ଏହି ରୂପ, ଆଗକୁ ବଢିବା ପାଇଁ ଏକ ସୁଯୋଗ ଅଟେ। "
690416 - ପ୍ରବଚନ SB - ନିୟୁର୍କ