OR/660801 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:12, 16 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସମଗ୍ର ଭୌତିକ ପ୍ରକୃତି, ପ୍ରକୃତିର ତିନୋଟି ଧାରାର ପ୍ରଭାବରେ କାର୍ଯ୍ୟ କରୁଛି: ସତ୍ଵ , ରଜ ଏବଂ ତମ । ଆପଣ ସମଗ୍ର ମାନବ ଜାତିକୁ ଗୋଟିଏ ଶ୍ରେଣୀଭୁକ୍ତ କରିପାରିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଆମେ ଭୌତିକ ଜଗତରେ ଅଛୁ, ସମସ୍ତଙ୍କୁ ସମାନ ମନଦଣ୍ଡରେ କରିବା ସମ୍ଭବ ନୁହେଁ । ଏହା ସମ୍ଭବ ନୁହେଁ କାରଣ ପ୍ରତ୍ୟେକ ପ୍ରକୃତିର ବିଭିନ୍ନ ଧାରାର ପ୍ରଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ବିଭାଜନ ରହିବା ଆବଶ୍ୟକ, ପ୍ରାକୃତିକ ବିଭାଜନ । ଏହି ବିଷୟରେ ଆମେ ଆଲୋଚନା କରିଛୁ । କିନ୍ତୁ ଯେତେବେଳେ ଆମେ ଏହି ଭୌତିକ ମଞ୍ଚକୁ ଅତିକ୍ରମ କରିଥାଉ, ସେତେବେଳେ ଏକତା ଥାଏ । ଆଉ କୌଣସି ବିଭାଜନ ନାହିଁ। ତା’ହେଲେ କିପରି ଅତିକ୍ରମ କରିବେ? ସେହି ଦିବ୍ୟ ପ୍ରକୃତି ହେଉଛି କୃଷ୍ଣ ଚେତନା। ଯେତେ ଶୀଘ୍ର ଆମେ କୃଷ୍ଣ ଚେତନାରେ ସଂପୂର୍ଣ୍ଣ ଭାବରେ ଅବଶୋଷିତ ହେବା, ପ୍ରକୃତିର ଏହି ଭୌତିକ ଧାରାକୁ ଆମେ ଅତିକ୍ରମ କରିପାରିବା ।"
660801 - ପ୍ରବଚନ BG 04.13-14 - ନିୟୁର୍କ