OR/660809 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:13, 16 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶାସ୍ତ୍ରରେ ଆମେ ଜାଣୁ ଯେ ଈଶ୍ୱରଙ୍କ ରାଜ୍ୟ, ଯାହାକୁ ବୈକୁଣ୍ଠ କୁହାଯାଏ। ବୈକୁଣ୍ଠ ଅର୍ଥ ହେଉଛି ବିଗତ-କୁଣ୍ଠ ୟତ୍ର । କୁଣ୍ଠ ଅର୍ଥ ଚିନ୍ତା । ଯେଉଁଠାରେ କୌଣସି ଚିନ୍ତା ନାହିଁ, ତାହାକୁ ବୈକୁଣ୍ଠ କୁହାଯାଏ। ତେଣୁ କୃଷ୍ଣ କହିଛନ୍ତି ଯେ ନାହଂ ତିଷ୍ଠାମି ବୈକୁଣ୍ଠେ ୟୋଗିନାଂ ହୃଦେୟେଷୁ ଚ । "ମୋର ପ୍ରିୟ ନାରଦ, ଭାବ ନାହିଁ ଯେ ମୁଁ ବୈକୁଣ୍ଠରେ, କେବଳ ଈଶ୍ୱରଙ୍କ ରାଜ୍ୟରେ କିମ୍ବା କେବଳ ଯୋଗୀଙ୍କ ହୃଦୟରେ ଅଛି । ନାଁ 'ତତ୍ ତତ୍ ତିଷ୍ଠାମି ନାରଦ ୟତ୍ର ଗାୟନ୍ତି ମଦ୍-ଭକ୍ତଃ ' ଯେଉଁଠାରେ ମୋର ଭକ୍ତମାନେ ମୋର ଗୌରବ ଗାନ କରନ୍ତି କିମ୍ବା ଜପ କରନ୍ତି, ମୁଁ ସେଠାରେ ଠିଆ ହୁଏ । ମୁଁ ସେଠାକୁ ଯାଏ। "
660809 - ପ୍ରବଚନ BG 04.20-24 - ନିୟୁର୍କ