OR/660812 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:13, 16 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବୈଦିକ ସାହିତ୍ୟ ଅନୁଯାୟୀ ମାନବ ସମାଜର ଚାରୋଟି ବିଭାଜନ ଅଛି: ବ୍ରହ୍ମଚାରି, ଗୃହସ୍ଥ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ। ବ୍ରହ୍ମଚାରିର ଅର୍ଥ ହେଉଛି ଛାତ୍ର ଜୀବନ, ଅଧିକ କିମ୍ବା କମ, ଛାତ୍ର ଜୀବନ। ଏବଂ ବାନପ୍ରସ୍ଥ ଅର୍ଥ ଅବସରପ୍ରାପ୍ତ ଜୀବନ। ଏବଂ ସନ୍ନ୍ୟାସର ଅର୍ଥ ହେଉଛି ସନ୍ୟାସ ଆଶ୍ରମ । ସାଂସାରିକ କାର୍ଯ୍ୟକଳାପ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ଏଗୁଡିକ ମାନବ ସାମାଜିକ ବ୍ୟବସ୍ଥାର ଚାରୋଟି ଭିନ୍ନ ପର୍ଯ୍ୟାୟ । "
660812 - ପ୍ରବଚନ BG 04.24-34 - ନିୟୁର୍କ