OR/660827 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:13, 16 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଏହି ଜଗତ ଏକ ବିକୃତ ପ୍ରତିଫଳନ। ଏବଂ ଏହା ବାସ୍ତବତାର ପ୍ରତିଫଳନ, ତେଣୁ ଏହା ଏତେ ସୁନ୍ଦର ଦେଖାଯାଏ ଯେ ଆମେ ଏହାକୁ ପ୍ରକୃତ ତଥ୍ୟ ଭାବରେ ଗ୍ରହଣ କରୁ। ଏହାକୁ ଭ୍ରମ ବୋଲି କୁହାଯାଏ। କିନ୍ତୁ ଯଦି ଆମେ ଏହା ବୁଝିପାରୁ, 'ଏହା ଅସ୍ଥାୟୀ, ମୁଁ ଆସକ୍ତ ହେବା ଉଚିତ୍ ନୁହେଁ । ଏହା ଅସ୍ଥାୟୀ ଅଟେ । ବାସ୍ତବତା ସହିତ ମୋର ସଂଲଗ୍ନତା ହେବ ଅବାସ୍ତବ ସହ ନୁହଁ '... ତେଣୁ ବାସ୍ତବତା ହେଉଛି କୃଷ୍ଣ। ଏହା ମଧ୍ୟ ବାସ୍ତବତା, କିନ୍ତୁ ଅସ୍ଥାୟୀ। ତେଣୁ ଆମକୁ ଅସ୍ଥାୟୀରୁ ବାସ୍ତବତାକୁ ଆଣିବାକୁ ପଡିବ।"
660827 - ପ୍ରବଚନ BG 05.07-13 - ନିୟୁର୍କ