OR/660914 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

 
No edit summary
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660914BG-NEW_YORK_ND_01.mp3</mp3player>|"କୃଷ୍ଣଙ୍କ ପରି କେହି ବି ପ୍ରସିଦ୍ଧ ହୋଇପାରିବେ ନାହିଁ। ସମଗ୍ର ବିଶ୍ୱରେ ସେ ପ୍ରସିଦ୍ଧ, ଏବଂ ଭାରତ ବିଷୟରେ କ’ଣ କହିବେ? ସଂପୂର୍ଣ୍ଣ ଖ୍ୟାତି। ସେହିପରି, ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ଧନ, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ ... କେବଳ ଦେଖ, ଭଗବଦ୍-ଗୀତା। କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା। କୌଣସି ସମାନ୍ତରାଳ ନାହିଁ, ଏବଂ ଭଗବଦ୍-ଗୀତାଙ୍କର କୌଣସି ପ୍ରତିଯୋଗିତା ନାହିଁ। ଏହା ଏପରି ଜ୍ଞାନ ଅଟେ। ଆପଣ ଦେଖନ୍ତି କି? ସମ୍ପୂର୍ଣ୍ଣ ଜ୍ଞାନ। ତେଣୁ ଯିଏ ଏହି ଛଅଟି ଜିନିଷକୁ ସମ୍ପୂର୍ଣ୍ଣରୂପେ ଧାରଣ କରେ, ସେ ହେଉଛନ୍ତି ଭଗବାନ। ଏହା ହେଉଛି ଭଗବାନ ଙ୍କ ସଂଜ୍ଞା। ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ, ସଂପୂର୍ଣ୍ଣ ଧନ ଏବଂ ସଂପୂର୍ଣ୍ଣ ତ୍ୟାଗ | "|Vanisource:660914 - Lecture BG 06.32-40 - New York|660914 - ପ୍ରବଚନ BG 06.32-40 - ନିୟୁର୍କ}}
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/660909 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660909|OR/660916 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|660916}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/660914BG-NEW_YORK_ND_01.mp3</mp3player>|"କୃଷ୍ଣଙ୍କ ପରି କେହି ବି ପ୍ରସିଦ୍ଧ ହୋଇପାରିବେ ନାହିଁ। ସମଗ୍ର ବିଶ୍ୱରେ ସେ ପ୍ରସିଦ୍ଧ, ଏବଂ ଭାରତ ବିଷୟରେ କ’ଣ କହିବେ? ସଂପୂର୍ଣ୍ଣ ଖ୍ୟାତି। ସେହିପରି, ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ଧନ, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ ... କେବଳ ଦେଖ, ଭଗବଦ୍-ଗୀତା। କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା। କୌଣସି ସମାନ୍ତରାଳ ନାହିଁ, ଏବଂ ଭଗବଦ୍-ଗୀତାଙ୍କର କୌଣସି ପ୍ରତିଯୋଗିତା ନାହିଁ। ଏହା ଏପରି ଜ୍ଞାନ ଅଟେ। ଆପଣ ଦେଖନ୍ତି କି? ସମ୍ପୂର୍ଣ୍ଣ ଜ୍ଞାନ। ତେଣୁ ଯିଏ ଏହି ଛଅଟି ଜିନିଷକୁ ସମ୍ପୂର୍ଣ୍ଣରୂପେ ଧାରଣ କରେ, ସେ ହେଉଛନ୍ତି ଭଗବାନ। ଏହା ହେଉଛି ଭଗବାନ ଙ୍କ ସଂଜ୍ଞା। ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ, ସଂପୂର୍ଣ୍ଣ ଧନ ଏବଂ ସଂପୂର୍ଣ୍ଣ ତ୍ୟାଗ। "|Vanisource:660914 - Lecture BG 06.32-40 - New York|660914 - ପ୍ରବଚନ BG 06.32-40 - ନିୟୁର୍କ}}

Latest revision as of 15:18, 26 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣଙ୍କ ପରି କେହି ବି ପ୍ରସିଦ୍ଧ ହୋଇପାରିବେ ନାହିଁ। ସମଗ୍ର ବିଶ୍ୱରେ ସେ ପ୍ରସିଦ୍ଧ, ଏବଂ ଭାରତ ବିଷୟରେ କ’ଣ କହିବେ? ସଂପୂର୍ଣ୍ଣ ଖ୍ୟାତି। ସେହିପରି, ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ଧନ, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ ... କେବଳ ଦେଖ, ଭଗବଦ୍-ଗୀତା। କୃଷ୍ଣଙ୍କ ଦ୍ଵାରା କୁହାଯାଇଥିଲା। କୌଣସି ସମାନ୍ତରାଳ ନାହିଁ, ଏବଂ ଭଗବଦ୍-ଗୀତାଙ୍କର କୌଣସି ପ୍ରତିଯୋଗିତା ନାହିଁ। ଏହା ଏପରି ଜ୍ଞାନ ଅଟେ। ଆପଣ ଦେଖନ୍ତି କି? ସମ୍ପୂର୍ଣ୍ଣ ଜ୍ଞାନ। ତେଣୁ ଯିଏ ଏହି ଛଅଟି ଜିନିଷକୁ ସମ୍ପୂର୍ଣ୍ଣରୂପେ ଧାରଣ କରେ, ସେ ହେଉଛନ୍ତି ଭଗବାନ। ଏହା ହେଉଛି ଭଗବାନ ଙ୍କ ସଂଜ୍ଞା। ସମ୍ପୂର୍ଣ୍ଣ ଶକ୍ତି, ସଂପୂର୍ଣ୍ଣ ସୌନ୍ଦର୍ଯ୍ୟ, ସମ୍ପୂର୍ଣ୍ଣ ଜ୍ଞାନ, ସଂପୂର୍ଣ୍ଣ ଧନ ଏବଂ ସଂପୂର୍ଣ୍ଣ ତ୍ୟାଗ। "
660914 - ପ୍ରବଚନ BG 06.32-40 - ନିୟୁର୍କ