OR/661009 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:33, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବର୍ତ୍ତମାନ ପର୍ଯ୍ୟନ୍ତ, ଚାରୋଟି ଶ୍ରେଣୀର ଲୋକ ଯେଉଁମାନେ ଭଗବାନଙ୍କ ପାଖକୁ ଆସନ୍ତି ନାହିଁ ... ଏହାର ଅର୍ଥ ହେଉଛି ପାପୀ, ମୂର୍ଖ, ମାନବଜାତିର ସର୍ବନିମ୍ନ, ଯାହାର ଜ୍ଞାନ ମାୟା ଶକ୍ତି ଦ୍ୱାରା ଅପହରଣ କରା ଯାଇ ଅଛି ଏବଂ ନାସ୍ତିକ ମାନେ । ଏହି ଶ୍ରେଣୀର ଲୋକଙ୍କ ବ୍ୟତୀତ, ଚାରି ଶ୍ରେଣୀର ଲୋକ ଯେଉଁମାନେ ଭଗବାନଙ୍କ ପାଖକୁ ଆସନ୍ତି, ଯେପରି ଆର୍ତ୍ତ, ଦୁଃଖୀ , ଅନୁସନ୍ଧାନକାରୀ, ଅର୍ଥାର୍ଥୀ... ଅର୍ଥାର୍ଥୀର ଅର୍ଥ ହେଉଛି ଦାରିଦ୍ର୍ୟର ଶିକାର, ଏବଂ ଜ୍ଞାନୀ ଅର୍ଥ ଦାର୍ଶନିକ । ବର୍ତ୍ତମାନ, ଏହି ଚାରୋଟି ଶ୍ରେଣୀ ମଧ୍ୟରୁ ପ୍ରଭୁ କୃଷ୍ଣ କୁହନ୍ତି, ତେସାଂ ଜ୍ଞାନୀ ନିତ୍ୟ-ୟୁକ୍ତ ଏକ-ଭକ୍ତିର ଵିଶିଷ୍ୟତେ: 'ଏହି ଚାରିଟି ଶ୍ରେଣୀ ମଧ୍ୟରୁ, ଯିଏ ଦାର୍ଶନିକ ଭାବରେ, ଭକ୍ତି ସହିତ ଭଗବାନଙ୍କ ପ୍ରକୃତି ବୁଝିବାକୁ ଚେଷ୍ଟା କରୁଛନ୍ତି, କୃଷ୍ଣ ଚେତନା ସହିତ, ସେ ଵିଶିଷ୍ୟତେ'। ଵିଶିଷ୍ୟତେ ଅର୍ଥାତ୍ ସେ ବିଶେଷ ଯୋଗ୍ୟ ଅଟନ୍ତି। "
661009 - ପ୍ରବଚନ BG 07.15-18 - ନିୟୁର୍କ