OR/661123 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661122 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661122|OR/661124 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661124}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661123BG-NEW_YORK_ND_01.mp3</mp3player>|"ଶ୍ରାବଣଂ କୀର୍ତ୍ତନଂ ବିଷ୍ଣୋ ସ୍ମରଣଂ । ବର୍ତ୍ତମାନ, ଆପଣ ଭଗବଦ୍-ଗୀତା ଠାରୁ ଯାହା ଶୁଣୁଛନ୍ତି, ଯଦି ଆପଣ ଏହାକୁ ଘରେ ମନେ ପକାଇବ, ତେବେ 'ସ୍ଵାମୀଜୀ ଏହିପରି କଥା କହିଥିଲେ, ଏବଂ ଏହା ମୋ ଜୀବନରେ କିପରି ପ୍ରଯୁଜ୍ୟ?' ... ଆମକୁ ମନେ ରଖିବା ଉଚିତ୍ । ଏହି ସ୍ଥାନ ଛାଡିବା ପରେ ଆମେ ଭୁଲିଯିବା ଉଚିତ୍ ନୁହେଁ । ଏବଂ ଯଦି କୌଣସି ପ୍ରଶ୍ନ, ସନ୍ଦେହ ଅଛି, ତେବେ ଆମେ ଏହି ସଭା ସମ୍ମୁଖରେ ରଖିବା ଉଚିତ୍ । ମୁଁ ପଚାରୁଛି। ମୁଁ କୌଣସି ପ୍ରଶ୍ନ ପାଇଁ ଆପଣଙ୍କୁ ନିମନ୍ତ୍ରଣ କରୁଛି କାରଣ ଆମେ ଏକ ସୁନ୍ଦର ଏବଂ ମହାନ ବିଜ୍ଞାନ ବୁଝିବାକୁ ଚେଷ୍ଟା କରୁଛୁ । ତେଣୁ ଏହାକୁ ସମସ୍ତ ଗୁରୁତ୍ଵପୂର୍ଣ୍ଣ ଅଧ୍ୟୟନ ସହିତ ବୁଝିବା ଉଚିତ୍। ଆମେ ଏହାକୁ ନେବାକୁ କିମ୍ବା ଅନ୍ଧ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରୁନାହୁଁ। "|Vanisource:661123 - Lecture BG 09.02-5 - New York|661123 - ପ୍ରବଚନ BG 09.02-5 - ନିୟୁର୍କ}}

Latest revision as of 23:35, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଶ୍ରାବଣଂ କୀର୍ତ୍ତନଂ ବିଷ୍ଣୋ ସ୍ମରଣଂ । ବର୍ତ୍ତମାନ, ଆପଣ ଭଗବଦ୍-ଗୀତା ଠାରୁ ଯାହା ଶୁଣୁଛନ୍ତି, ଯଦି ଆପଣ ଏହାକୁ ଘରେ ମନେ ପକାଇବ, ତେବେ 'ସ୍ଵାମୀଜୀ ଏହିପରି କଥା କହିଥିଲେ, ଏବଂ ଏହା ମୋ ଜୀବନରେ କିପରି ପ୍ରଯୁଜ୍ୟ?' ... ଆମକୁ ମନେ ରଖିବା ଉଚିତ୍ । ଏହି ସ୍ଥାନ ଛାଡିବା ପରେ ଆମେ ଭୁଲିଯିବା ଉଚିତ୍ ନୁହେଁ । ଏବଂ ଯଦି କୌଣସି ପ୍ରଶ୍ନ, ସନ୍ଦେହ ଅଛି, ତେବେ ଆମେ ଏହି ସଭା ସମ୍ମୁଖରେ ରଖିବା ଉଚିତ୍ । ମୁଁ ପଚାରୁଛି। ମୁଁ କୌଣସି ପ୍ରଶ୍ନ ପାଇଁ ଆପଣଙ୍କୁ ନିମନ୍ତ୍ରଣ କରୁଛି କାରଣ ଆମେ ଏକ ସୁନ୍ଦର ଏବଂ ମହାନ ବିଜ୍ଞାନ ବୁଝିବାକୁ ଚେଷ୍ଟା କରୁଛୁ । ତେଣୁ ଏହାକୁ ସମସ୍ତ ଗୁରୁତ୍ଵପୂର୍ଣ୍ଣ ଅଧ୍ୟୟନ ସହିତ ବୁଝିବା ଉଚିତ୍। ଆମେ ଏହାକୁ ନେବାକୁ କିମ୍ବା ଅନ୍ଧ ଭାବରେ ଗ୍ରହଣ କରିବାକୁ ଅନୁରୋଧ କରୁନାହୁଁ। "
661123 - ପ୍ରବଚନ BG 09.02-5 - ନିୟୁର୍କ