OR/661124 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661123 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661123|OR/661125 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661125}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661124BG-NEW_YORK_ND_01.mp3</mp3player>|"ଭଗବାନ କୁହନ୍ତି, ମୟାଧେକ୍ଷଣ । ମୟାଧେକ୍ଷଣ ର ଅର୍ଥ ହେଉଛି 'ମୋର ଅଧୀକ୍ଷତାରେ । ମୋର ଅଧୀକ୍ଷକ ଅଧୀନରେ।' ତେଣୁ ଭୌତିକ ପ୍ରକୃତି ଏପରି ଚମତ୍କାର ଜିନିଷ ଖେଳିପାରିବ ନାହିଁ ଯଦି ଏହା ପଛରେ ହାତ ନଥାଏ, ଭଗବାନଙ୍କ ହାତ। ତାହା ଗ୍ରହଣ କରିବାକୁ ହେବ । ଆପଣ ଦେଖି ପାରିବେ ନାହିଁ। ଆପଣ ଏକ ଉଦାହରଣ ଦେଇ ପାରିବେ ନାହିଁ ଯେଉଁଠାରେ ଭୌତିକ ଜିନିଷଗୁଡ଼ିକ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରୁଛି । ତୁମର ଅଭିଜ୍ଞତାରେ ତୁମର ସେପରି କୌଣସି ଉଦାହରଣ ନାହିଁ । ବିଷୟ ନିଷ୍କ୍ରିୟ ଅଟେ । ଆଧ୍ୟାତ୍ମିକ ସ୍ପର୍ଶ ବିନା, କାର୍ଯ୍ୟର କୌଣସି ସମ୍ଭାବନା ନାହିଁ । ବିଷୟ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରିପାରିବ ନାହିଁ । "|Vanisource:661124 - Lecture BG 09.04-7 - New York|661124 - ପ୍ରବଚନ BG 09.04-7 - ନିୟୁର୍କ}}

Latest revision as of 23:35, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ କୁହନ୍ତି, ମୟାଧେକ୍ଷଣ । ମୟାଧେକ୍ଷଣ ର ଅର୍ଥ ହେଉଛି 'ମୋର ଅଧୀକ୍ଷତାରେ । ମୋର ଅଧୀକ୍ଷକ ଅଧୀନରେ।' ତେଣୁ ଭୌତିକ ପ୍ରକୃତି ଏପରି ଚମତ୍କାର ଜିନିଷ ଖେଳିପାରିବ ନାହିଁ ଯଦି ଏହା ପଛରେ ହାତ ନଥାଏ, ଭଗବାନଙ୍କ ହାତ। ତାହା ଗ୍ରହଣ କରିବାକୁ ହେବ । ଆପଣ ଦେଖି ପାରିବେ ନାହିଁ। ଆପଣ ଏକ ଉଦାହରଣ ଦେଇ ପାରିବେ ନାହିଁ ଯେଉଁଠାରେ ଭୌତିକ ଜିନିଷଗୁଡ଼ିକ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରୁଛି । ତୁମର ଅଭିଜ୍ଞତାରେ ତୁମର ସେପରି କୌଣସି ଉଦାହରଣ ନାହିଁ । ବିଷୟ ନିଷ୍କ୍ରିୟ ଅଟେ । ଆଧ୍ୟାତ୍ମିକ ସ୍ପର୍ଶ ବିନା, କାର୍ଯ୍ୟର କୌଣସି ସମ୍ଭାବନା ନାହିଁ । ବିଷୟ ସ୍ୱୟଂଚାଳିତ ଭାବରେ କାର୍ଯ୍ୟ କରିପାରିବ ନାହିଁ । "
661124 - ପ୍ରବଚନ BG 09.04-7 - ନିୟୁର୍କ