OR/661211b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:38, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ଏହି ଆଖି କିମ୍ବା ଇନ୍ଦ୍ରିୟଗୁଡିକୁ ବିଶ୍ୱାସ କରିପାରିବା ନାହିଁ। ଆମକୁ କର୍ତ୍ତୃପକ୍ଷଙ୍କ ଠାରୁ ସମ୍ପୂର୍ଣ୍ଣ ଜ୍ଞାନର ସୂଚନା ନେବାକୁ ପଡିବ। ତାହା ହେଉଛି ବୈଦିକ ଉପାୟ। ତେଣୁ ଯେଉଁମାନେ ସେମାନଙ୍କର ଅସମ୍ପୂର୍ଣ୍ଣ ଇନ୍ଦ୍ରିୟଗୁଡିକର ଦ୍ଵାରା ଭଗବାନ କିମ୍ବା ପରମ ସତ୍ୟକୁ ଦେଖିବାକୁ ଚାହାଁନ୍ତି, ସେମାନେ କୁହନ୍ତି ଭଗବାନ ନିରାକାର । ସେମାନେ ତୃଟିପୁର୍ଣ । ଏହା ହେଉଛି ଅସମ୍ପୂର୍ଣ୍ଣ ଇନ୍ଦ୍ରିୟଗୁଡିକର ହୃଦୟଙ୍ଗମ। ସିଦ୍ଧ, ସିଦ୍ଧ ଦୃଷ୍ଟି, ସିଦ୍ଧ ଦୃଷ୍ଟିରେ ପରମପୁରୁଷ ଭଗବାନ ଜଣେ ବ୍ୟକ୍ତି। "
661211 - ପ୍ରବଚନ CC Madhya 20.156-163 - ନିୟୁର୍କ