OR/661216 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:39, 20 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଭଗବାନ କୃଷ୍ଣ କୁହନ୍ତି ଯେ 'ଯିଏ ମୋତେ ଏହି ଚାରିଟି ଜିନିଷରେ ଭକ୍ତିରେ ଉତ୍ସର୍ଗ କରେ', ପତ୍ରଂ ପୁଷ୍ପଂ ଫଲଂ ତୋୟଂ ( BG 9.26), 'ଟିକେ ପତ୍ର ଏବଂ ଟିକେ ଫୁଲ, ଅଳ୍ପ ଫଳ ଏବଂ ଅଳ୍ପ ଜଳ'... ତେଣୁ ସେ ସନ୍ତୁଷ୍ଟରେ ନିଅନ୍ତି, ଗ୍ରହଣ କରନ୍ତି । କାହିଁକି? କାରଣ ଆମେ ତାଙ୍କୁ ଭକ୍ତି ଓ ପ୍ରେମ ସହିତ ଉତ୍ସର୍ଗ କରୁଛୁ। ତାହା ହେଉଛି ଏକମାତ୍ର ଉପାୟ। "
661216 - ପ୍ରବଚନ BG 09.26-27 - ନିୟୁର୍କ