OR/661218 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661217 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661217|OR/661219 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661219}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661218CC-NEW_YORK_ND_01.mp3</mp3player>|"ବ୍ରହ୍ମାଙ୍କର ଗୋଟିଏ ଦିନର ଅର୍ଥ ହେଉଛି ୪,୩୦୦,୦୦୦ ଗୁଣ ୧୦୦୦ ରେ। ତାହା ହେଉଛି ବ୍ରହ୍ମାଙ୍କର ବାର ଘଣ୍ଟା। ସେହିପରି ଚବିଶ ଘଣ୍ଟା, ଗୋଟିଏ ଦିନ। ବର୍ତ୍ତମାନ ଗୋଟିଏ ମାସ, ଏପରି ବର୍ଷ, ଏହିପରି ଶହେ ବର୍ଷ ଗଣନା କର। ତେଣୁ ବ୍ରହ୍ମାଙ୍କର ଶହେ ବର୍ଷ ମହା-ବିଷ୍ଣୁଙ୍କ କେବଳ ଗୋଟିଏ ନିଶ୍ୱାସ, ଯେପରି ଆମେ ନିଶ୍ୱାସ ନେଉଛୁ, ଆମର ନିଶ୍ୱାସ ଏବଂ ପ୍ରଶ୍ୱାସ ମଧ୍ୟ ଚାଲିଛି । ତେଣୁ ନିଶ୍ୱାସ ପ୍ରଶ୍ୱାସ ସମୟରେ, ଯେତେବେଳେ ପ୍ରଶ୍ୱାସ ବାହାରକୁ ଆସେ, ସେତେବେଳେ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ, ଏବଂ ଯେତେବେଳେ ନିଶ୍ୱାସ ନିଆଯାଏ, ସେଗୁଡ଼ିକ ବନ୍ଦ ହୋଇଯାଏ, ଖାତା ବନ୍ଦ। ତେଣୁ ଏହା ଜାରି ରହିଛି। ଏବଂ ଏହିପରି ମହା-ବିଷ୍ଣୁ ହେଉଛନ୍ତି ଅଂଶ, କୃଷ୍ଣଙ୍କ ବିସ୍ତାରର ଚତୁର୍ଥ ଅଂଶ । "|Vanisource:661218 - Lecture CC Madhya 20.281-293 - New York|661218 - ପ୍ରବଚନ CC Madhya 20.281-293 - ନିୟୁର୍କ}}

Latest revision as of 23:39, 20 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ବ୍ରହ୍ମାଙ୍କର ଗୋଟିଏ ଦିନର ଅର୍ଥ ହେଉଛି ୪,୩୦୦,୦୦୦ ଗୁଣ ୧୦୦୦ ରେ। ତାହା ହେଉଛି ବ୍ରହ୍ମାଙ୍କର ବାର ଘଣ୍ଟା। ସେହିପରି ଚବିଶ ଘଣ୍ଟା, ଗୋଟିଏ ଦିନ। ବର୍ତ୍ତମାନ ଗୋଟିଏ ମାସ, ଏପରି ବର୍ଷ, ଏହିପରି ଶହେ ବର୍ଷ ଗଣନା କର। ତେଣୁ ବ୍ରହ୍ମାଙ୍କର ଶହେ ବର୍ଷ ମହା-ବିଷ୍ଣୁଙ୍କ କେବଳ ଗୋଟିଏ ନିଶ୍ୱାସ, ଯେପରି ଆମେ ନିଶ୍ୱାସ ନେଉଛୁ, ଆମର ନିଶ୍ୱାସ ଏବଂ ପ୍ରଶ୍ୱାସ ମଧ୍ୟ ଚାଲିଛି । ତେଣୁ ନିଶ୍ୱାସ ପ୍ରଶ୍ୱାସ ସମୟରେ, ଯେତେବେଳେ ପ୍ରଶ୍ୱାସ ବାହାରକୁ ଆସେ, ସେତେବେଳେ ଏହି ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି ହୁଏ, ଏବଂ ଯେତେବେଳେ ନିଶ୍ୱାସ ନିଆଯାଏ, ସେଗୁଡ଼ିକ ବନ୍ଦ ହୋଇଯାଏ, ଖାତା ବନ୍ଦ। ତେଣୁ ଏହା ଜାରି ରହିଛି। ଏବଂ ଏହିପରି ମହା-ବିଷ୍ଣୁ ହେଉଛନ୍ତି ଅଂଶ, କୃଷ୍ଣଙ୍କ ବିସ୍ତାରର ଚତୁର୍ଥ ଅଂଶ । "
661218 - ପ୍ରବଚନ CC Madhya 20.281-293 - ନିୟୁର୍କ