OR/661228 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:24, 24 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆଧ୍ୟାତ୍ମିକ ଜୀବନ ଏବଂ ଭୌତିକ ଜୀବନ ହେଉଛି ଯେତେବେଳେ ଆପଣ ଉପଭୋଗ କରିବାକୁ ଚାହାଁନ୍ତି, ଯେତେବେଳେ ଆମେ ଏହି ବସ୍ତୁ ସମ୍ବଳର ପ୍ରଭୁ ହେବାକୁ ଚାହୁଁ, ତାହା ହେଉଛି ଭୌତିକ ଜୀବନ। ଏବଂ ଯେତେବେଳେ ଆପଣ ଭଗବାନଙ୍କ ସେବକ ହେବାକୁ ଚାହାଁନ୍ତି, ତାହା ହେଉଛି ଆଧ୍ୟାତ୍ମିକ ଜୀବନ। ସେମାନେ ..., ଭୌତିକ ଜୀବନ ଏବଂ ଆଧ୍ୟାତ୍ମିକ ଜୀବନର କାର୍ଯ୍ୟକଳାପ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ । କେବଳ ଚେତନାକୁ ପରିବର୍ତ୍ତନ କରିବାକୁ ପଡିବ । ଯେତେବେଳେ ମୋର ଚେତନା ଭୌତିକ ପ୍ରକୃତି ଉପରେ ପ୍ରଭୁତ୍ଵ କରିବାକୁ ଚାହେଁ, ତାହା ହେଉଛି ଭୌତିକ ଜୀବନ, ଏବଂ ଯେତେବେଳେ ମୋର ଚେତନା କୃଷ୍ଣଙ୍କ ସେବା କରିବାକୁ, ପରମପୁରୁଷ ଭଗବାନ, ଏଠାରେ, କୃଷ୍ଣ ଚେତନା, ତାହା ହେଉଛି ଆଧ୍ୟାତ୍ମିକ ଜୀବନ। "
661228 - ପ୍ରବଚନ CC Madhya 20.354-358 - ନିୟୁର୍କ