OR/661231 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ୧୯୬୬]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/661228 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|661228|OR/670101b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670101b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/661231CC-NEW_YORK_ND_01.mp3</mp3player>|"ତେଣୁ ପରମପୁରୁଷ ଭଗବାନ ସମସ୍ତଙ୍କ ମଧ୍ୟରେ ସର୍ବ ପୁରାତନ, କିନ୍ତୁ ଯେତେବେଳେ ବି ତୁମେ ଦେଖିବ, ତୁମେ ଜଣେ ଯୁବକ ପରି ପାଇବ। ଆଦ୍ୟଂ ପୁରାଣ ପୁରୁଷଂ ନବ-ୟୌଵନଂ ଚ (BS 5.33)। ନବ-ୟୌଵନଂ ଅର୍ଥ ଏକ ନୂତନ ଯୁବକ। ତେଣୁ ତାହା ବର୍ଣ୍ଣନା କରାଯାଇଅଛି, ପ୍ରଭୁ ଚୈତନ୍ୟ ବର୍ଣ୍ଣନା କରିଛନ୍ତି , ତାଙ୍କ ବୟସ.. ଏହା ଭଗବାନଙ୍କର ଅନ୍ୟ ଏକ ଗୁଣ । କିଶୋରା-ଶେଖରା-ଧର୍ମ ବ୍ରଜେନ୍ଦ୍ର-ନନ୍ଦନ । କିଶୋରା-ଶେଖର । କିଶୋର । କିଶୋର ହେଉଛି ... କିଶୋର ବୟସକୁ ଏଗାର ବର୍ଷରୁ ଷୋହଳ ବର୍ଷ କୁହାଯାଏ । ଏହି ଅବଧି, ଇଂରାଜୀରେ କ’ଣ କୁହାଯାଏ?  ଆଡୋଲସେଣ୍ଟ କିଶୋର? ହଁ ଏହା, ଏହି ବୟସ ... ତେଣୁ କୃଷ୍ଣ ଏକାଦଶରୁ ଷୋହଳ ବର୍ଷର ବାଳକ ପରି ନିଜକୁ ଉପସ୍ଥାପନା କରନ୍ତି । ତାହାଠାରୁ ଅଧିକ ନୁହେଁ । କୁରୁକ୍ଷେତ୍ର ଯୁଦ୍ଧରେ ମଧ୍ୟ ଯେତେବେଳେ ସେ ଜେଜେବାପା ଥିଲେ, ତଥାପି ତାଙ୍କର ରୂପ ଏକ ଛୋଟ ବାଳକ ପରି ଥିଲା।"|Vanisource:661231 - Lecture CC Madhya 20.367-384 - New York|661231 - ପ୍ରବଚନ CC Madhya 20.367-384 - ନିୟୁର୍କ}}

Latest revision as of 23:24, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପରମପୁରୁଷ ଭଗବାନ ସମସ୍ତଙ୍କ ମଧ୍ୟରେ ସର୍ବ ପୁରାତନ, କିନ୍ତୁ ଯେତେବେଳେ ବି ତୁମେ ଦେଖିବ, ତୁମେ ଜଣେ ଯୁବକ ପରି ପାଇବ। ଆଦ୍ୟଂ ପୁରାଣ ପୁରୁଷଂ ନବ-ୟୌଵନଂ ଚ (BS 5.33)। ନବ-ୟୌଵନଂ ଅର୍ଥ ଏକ ନୂତନ ଯୁବକ। ତେଣୁ ତାହା ବର୍ଣ୍ଣନା କରାଯାଇଅଛି, ପ୍ରଭୁ ଚୈତନ୍ୟ ବର୍ଣ୍ଣନା କରିଛନ୍ତି , ତାଙ୍କ ବୟସ.. ଏହା ଭଗବାନଙ୍କର ଅନ୍ୟ ଏକ ଗୁଣ । କିଶୋରା-ଶେଖରା-ଧର୍ମ ବ୍ରଜେନ୍ଦ୍ର-ନନ୍ଦନ । କିଶୋରା-ଶେଖର । କିଶୋର । କିଶୋର ହେଉଛି ... କିଶୋର ବୟସକୁ ଏଗାର ବର୍ଷରୁ ଷୋହଳ ବର୍ଷ କୁହାଯାଏ । ଏହି ଅବଧି, ଇଂରାଜୀରେ କ’ଣ କୁହାଯାଏ? ଆଡୋଲସେଣ୍ଟ କିଶୋର? ହଁ ଏହା, ଏହି ବୟସ ... ତେଣୁ କୃଷ୍ଣ ଏକାଦଶରୁ ଷୋହଳ ବର୍ଷର ବାଳକ ପରି ନିଜକୁ ଉପସ୍ଥାପନା କରନ୍ତି । ତାହାଠାରୁ ଅଧିକ ନୁହେଁ । କୁରୁକ୍ଷେତ୍ର ଯୁଦ୍ଧରେ ମଧ୍ୟ ଯେତେବେଳେ ସେ ଜେଜେବାପା ଥିଲେ, ତଥାପି ତାଙ୍କର ରୂପ ଏକ ଛୋଟ ବାଳକ ପରି ଥିଲା।"
661231 - ପ୍ରବଚନ CC Madhya 20.367-384 - ନିୟୁର୍କ