OR/670101b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:25, 24 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଭଗଵାନଙ୍କ ସୃଷ୍ଟି ଚମତ୍କାର ଅଟେ। କେହି କରିପାରିବେ ନାହିଁ ... ସବୁକିଛି ଅସୀମିତ। ସେ ଅସୀମିତ। ତାଙ୍କର ସୃଷ୍ଟି ଅସୀମିତ। ତାଙ୍କର ସମୟ ସୀମା ଅସୀମ। ତାଙ୍କର ରୂପ ଅସୀମିତ। ସବୁକିଛି ଅସୀମିତ। ସବୁକିଛି। ତାଙ୍କର ଅବତାର ଅସୀମିତ। ସବୁକିଛି। ଠିକ୍ ଦେଖ, ତୁମ ଶରୀରରେ ମଧ୍ୟ, ତୁମେ ଗଣନା କରିପାରିବ କି ତୁମର ଶରୀର ଏବଂ ମୁଣ୍ଡରେ କେତେ କେଶ ଅଛି? ସେଗୁଡ଼ିକ ଅସୀମିତ। ମୁଁ ଦାବି କରୁଛି, "ଏହା ମୋର ଶରୀର," କିନ୍ତୁ ମୁଁ ଜାଣେ ନାହିଁ କେତେ କେଶ ଅଛି। କିନ୍ତୁ ତୁମେ କୃଷ୍ଣଙ୍କୁ ପଚାର, ସେ ତୁମକୁ କହିବେ। "
Lecture CC Madhya 20.385-395 - - ନିୟୁର୍କ