OR/670102d ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି

Revision as of 23:25, 24 July 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଏହି ଶୁଣିବା ପ୍ରକ୍ରିୟା ଅତ୍ୟନ୍ତ ସୁନ୍ଦର ଅଟେ। ଏହା ଭଗବାନ ଚୈତନ୍ୟଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି। କେବଳ ଶୁଣିବା ଦ୍ୱାରା। ଆମକୁ ଅତ୍ୟଧିକ ଉଚ୍ଚଶିକ୍ଷିତ କିମ୍ବା ବହୁତ ଭଲ ପଣ୍ଡିତ ବେଦାନ୍ତ ଦର୍ଶନରେ ହେବା ଆବଶ୍ୟକ ନାହିଁ। ଆପଣ ଯାହା ବି ହୁଅନ୍ତୁ, ଆପଣ ନିଜ ସ୍ଥାନରେ ରୁହନ୍ତୁ; ତାହା କିଛି ଫରକ ପକାଇବ ନାହିଁ । କେବଳ ଶୁଣିବାକୁ ଚେଷ୍ଟା କର, ଏବଂ ଶୁଣିବା ଦ୍ୱାରା ସବୁକିଛି ହେବ ... ସ୍ଵୟଂ ଏବ ସ୍ଫୁରତି ଅଦଃ ( CC Madhya 17.136) । କାରଣ ପ୍ରକ୍ରିୟା ହେଉଛି ଯେ ଆମେ ଭଗବାନଙ୍କୁ ବୁଝିପାରୁ ନାହୁଁ କିମ୍ବା ଭଗବାନଙ୍କୁ ଦେଖିପାରୁ ନାହୁଁ, ଯଦି ସେ ପ୍ରକାଶ ନକରନ୍ତି । ତେବେ ଏହି ପ୍ରକାଶନ ଆସିବ ଯଦି ଆମେ ବିନୟ ଭାବରେ ଶୁଣିବା। ଆମେ ହୁଏତ ବୁଝିପାରିବା ନାହିଁ, କିନ୍ତୁ କେବଳ ଶୁଣିବା ଦ୍ୱାରା ଆମେ ଜୀବନର ସେହି ପର୍ଯ୍ୟାୟ ହାସଲ କରିପାରିବା। "
670102 - ପ୍ରବଚନ CC Madhya 20.391-405 - ନିୟୁର୍କ