OR/670107 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670106c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670106c|OR/670107b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670107b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670107CC-NEW_YORK_ND_01.mp3</mp3player>|"ତେଣୁ ଆମେ ଆମର ସମ୍ପର୍କ ପରମ ପୁରୁଷ ଭଗବାନଙ୍କ ସହ ସ୍ଥାପନ କରିବାକୁ ଯାଉଛୁ। ତା’ହେଲେ ଏହା କିପରି ହାସଲ ହୋଇପାରିବ? ତାହା ବର୍ତ୍ତମାନ ଚୈତନ୍ୟ  ମହାପ୍ରଭୂଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଉଛି ଏବଂ ଏହାକୁ କୁହାଯାଏ - ସେବା କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଯାହା ଦ୍ଵାରା ଆମେ ସେହି ସ୍ଥିତିରେ ପହଞ୍ଚି ପାରିବା - ଅଭିଧେୟ କୁହାଯାଏ। ଅଭିଧେୟ ଅର୍ଥ ହେଉଛି କର୍ତ୍ତବ୍ୟର କାର୍ଯ୍ୟକାରିତା, କର୍ତ୍ତବ୍ୟର କାର୍ଯ୍ୟକାରିତା, କିମ୍ବା ବାଧ୍ୟତାମୂଳକ କାର୍ଯ୍ୟକାରିତା - କର୍ତ୍ତବ୍ୟ ନୁହେଁ: ବାଧ୍ୟତାମୂଳକ କର୍ତ୍ତବ୍ୟ। କର୍ତ୍ତବ୍ୟ ଆପଣ ବେଳେବେଳେ ଏଡାଇ ପାରନ୍ତି, ଏବଂ ଆପଣଙ୍କୁ କ୍ଷମା ଦିଆଯାଇ ପାରେ, କିନ୍ତୁ ବାଧ୍ୟତାମୂଳକତା କର୍ତ୍ତବ୍ୟ ଆମେ ହେଳା କରିପାରିବୁ ନାହିଁ । ବାଧ୍ୟତାମୂଳକ ଅର୍ଥ ଆପଣଙ୍କୁ କରିବାକୁ ପଡିବ । କାରଣ ତୁମେ ଏଥିପାଇଁ ଉଦ୍ଦିଷ୍ଟ, ଯଦି ତୁମେ ତାହା କର ନାହିଁ, ତେବେ ତୁମେ ଅସୁବିଧାରେ ପଡ଼ିବ। "|Vanisource:670107 - Lecture CC Madhya 22.05 - New York|670107 - ପ୍ରବଚନ CC Madhya 22.05 - ନିୟୁର୍କ}}

Latest revision as of 23:27, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମେ ଆମର ସମ୍ପର୍କ ପରମ ପୁରୁଷ ଭଗବାନଙ୍କ ସହ ସ୍ଥାପନ କରିବାକୁ ଯାଉଛୁ। ତା’ହେଲେ ଏହା କିପରି ହାସଲ ହୋଇପାରିବ? ତାହା ବର୍ତ୍ତମାନ ଚୈତନ୍ୟ ମହାପ୍ରଭୂଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଉଛି ଏବଂ ଏହାକୁ କୁହାଯାଏ - ସେବା କାର୍ଯ୍ୟକାରୀ କରିବାର ପ୍ରକ୍ରିୟା ଯାହା ଦ୍ଵାରା ଆମେ ସେହି ସ୍ଥିତିରେ ପହଞ୍ଚି ପାରିବା - ଅଭିଧେୟ କୁହାଯାଏ। ଅଭିଧେୟ ଅର୍ଥ ହେଉଛି କର୍ତ୍ତବ୍ୟର କାର୍ଯ୍ୟକାରିତା, କର୍ତ୍ତବ୍ୟର କାର୍ଯ୍ୟକାରିତା, କିମ୍ବା ବାଧ୍ୟତାମୂଳକ କାର୍ଯ୍ୟକାରିତା - କର୍ତ୍ତବ୍ୟ ନୁହେଁ: ବାଧ୍ୟତାମୂଳକ କର୍ତ୍ତବ୍ୟ। କର୍ତ୍ତବ୍ୟ ଆପଣ ବେଳେବେଳେ ଏଡାଇ ପାରନ୍ତି, ଏବଂ ଆପଣଙ୍କୁ କ୍ଷମା ଦିଆଯାଇ ପାରେ, କିନ୍ତୁ ବାଧ୍ୟତାମୂଳକତା କର୍ତ୍ତବ୍ୟ ଆମେ ହେଳା କରିପାରିବୁ ନାହିଁ । ବାଧ୍ୟତାମୂଳକ ଅର୍ଥ ଆପଣଙ୍କୁ କରିବାକୁ ପଡିବ । କାରଣ ତୁମେ ଏଥିପାଇଁ ଉଦ୍ଦିଷ୍ଟ, ଯଦି ତୁମେ ତାହା କର ନାହିଁ, ତେବେ ତୁମେ ଅସୁବିଧାରେ ପଡ଼ିବ। "
670107 - ପ୍ରବଚନ CC Madhya 22.05 - ନିୟୁର୍କ