OR/670108 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670107b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670107b|OR/670110 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670110}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670108CC-NEW_YORK_ND_01.mp3</mp3player>|"କୃଷ୍ଣ ଜ୍ଞାନ ବିନା ଆମେ ସୁଖୀ ହୋଇପାରିବା ନାହିଁ। କିନ୍ତୁ ସ୍ୱଭାବରେ  ଆମେ ସୁଖୀ ଅଟୁ। ତାଙ୍କ ବ୍ରହ୍ମ-ସୂତ୍ରରେ, ବେଦାନ୍ତ-ସୂତ୍ରରେ ଏହା ଦର୍ଶାଯାଇଛି ଯେ, ଆନନ୍ଦାମୟୋ ଅଭ୍ୟାସାତ । ପ୍ରତ୍ୟେକ ଜୀବ, ବ୍ରହ୍ମ । ଜୀବତ୍ମା, ସେମାନେ ବ୍ରହ୍ମ, ଏବଂ କୃଷ୍ଣ ମଧ୍ୟ ପର-ବ୍ରହ୍ମ । ତେଣୁ ବ୍ରହ୍ମ ଏବଂ ପର-ବ୍ରହ୍ମ, ଦୁହେଁ ସ୍ୱଭାବରେ ଆନନ୍ଦିତ । ସେମାନେ ଆନନ୍ଦ, ଉପଭୋଗ ଚାହାଁନ୍ତି । ତେଣୁ ଆମର ଆନନ୍ଦ କୃଷ୍ଣ ସହିତ ଜଡିତ, ଠିକ୍ ଅଗ୍ନି ଏବଂ ଅଗ୍ନି ସ୍ଫୁଲିଙ୍ଗ ପରି । ନିଆଁର ସ୍ଫୁଲିଙ୍ଗ, ଅଗ୍ନି ସହିତ ଯେତେ ପର୍ଯ୍ୟନ୍ତ ଦେଖାଯାଏ, ଏହା ସୁନ୍ଦର ଅଟେ । ଏବଂ ନିଆଁର ସ୍ଫୁଲିଙ୍ଗ ମୂଳ ନିଆଁରୁ ଖସିଯିବା ମାତ୍ରେ, ଓହ, ଏହା ଲିଭିଗଲା, ଆଉ ସୁନ୍ଦର ନୁହେଁ । "|Vanisource:670108 - Lecture CC Madhya 22.06-10 - New York|670108 - ପ୍ରବଚନ CC Madhya 22.06-10 - ନିୟୁର୍କ}}

Latest revision as of 23:27, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଜ୍ଞାନ ବିନା ଆମେ ସୁଖୀ ହୋଇପାରିବା ନାହିଁ। କିନ୍ତୁ ସ୍ୱଭାବରେ ଆମେ ସୁଖୀ ଅଟୁ। ତାଙ୍କ ବ୍ରହ୍ମ-ସୂତ୍ରରେ, ବେଦାନ୍ତ-ସୂତ୍ରରେ ଏହା ଦର୍ଶାଯାଇଛି ଯେ, ଆନନ୍ଦାମୟୋ ଅଭ୍ୟାସାତ । ପ୍ରତ୍ୟେକ ଜୀବ, ବ୍ରହ୍ମ । ଜୀବତ୍ମା, ସେମାନେ ବ୍ରହ୍ମ, ଏବଂ କୃଷ୍ଣ ମଧ୍ୟ ପର-ବ୍ରହ୍ମ । ତେଣୁ ବ୍ରହ୍ମ ଏବଂ ପର-ବ୍ରହ୍ମ, ଦୁହେଁ ସ୍ୱଭାବରେ ଆନନ୍ଦିତ । ସେମାନେ ଆନନ୍ଦ, ଉପଭୋଗ ଚାହାଁନ୍ତି । ତେଣୁ ଆମର ଆନନ୍ଦ କୃଷ୍ଣ ସହିତ ଜଡିତ, ଠିକ୍ ଅଗ୍ନି ଏବଂ ଅଗ୍ନି ସ୍ଫୁଲିଙ୍ଗ ପରି । ନିଆଁର ସ୍ଫୁଲିଙ୍ଗ, ଅଗ୍ନି ସହିତ ଯେତେ ପର୍ଯ୍ୟନ୍ତ ଦେଖାଯାଏ, ଏହା ସୁନ୍ଦର ଅଟେ । ଏବଂ ନିଆଁର ସ୍ଫୁଲିଙ୍ଗ ମୂଳ ନିଆଁରୁ ଖସିଯିବା ମାତ୍ରେ, ଓହ, ଏହା ଲିଭିଗଲା, ଆଉ ସୁନ୍ଦର ନୁହେଁ । "
670108 - ପ୍ରବଚନ CC Madhya 22.06-10 - ନିୟୁର୍କ