OR/670111b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670111 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670111|OR/670111c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670111c}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670111BG-NEW_YORK_ND_01.mp3</mp3player>|"ତେଣୁ ଯଦି କୃଷ୍ଣ ସବୁକିଛିର ଉତ୍ସ ଅଟନ୍ତି, ତେବେ ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମେ ବ୍ରହ୍ମାଣ୍ଡକୁ ଭଲ ପାଅ । ପ୍ରକୃତରେ ତାହା ହେଉଛି । ଯଦି ତୁମେ ତୁମର ପିତାଙ୍କୁ ଭଲ ପାଅ, ତେବେ ତୁମେ ତୁମର ଭାଇକୁ ଭଲ ପାଅ । ଯଦି ତୁମେ ତୁମର ଦେଶକୁ ଭଲ ପାଅ, ତେବେ ତୁମେ ତୁମର ଦେଶବାସୀଙ୍କୁ ଭଲ ପାଅ । ଧରାଯାଉ ଆମେ ବିଦେଶରେ ଅଛୁ, ଏବଂ ଏଠାରେ ଜଣେ ଭଦ୍ରଲୋକ ଭାରତ, ଭାରତରୁ; ମୁଁ ଭାରତର। ତେଣୁ ସ୍ୱାଭାବିକ ଭାବରେ ଆମେ ପଚାରୁ, "ଓଃ, ଆପଣ ଭାରତରୁ ଆସିଛନ୍ତି କି? ଆପଣ ଭାରତର କେଉଁ ଅଂଶକୁ ଆସିଛନ୍ତି? "ସେହି ବ୍ୟକ୍ତିଙ୍କ ପାଇଁ କାହିଁକି ଆକର୍ଷଣ? କାରଣ ମୁଁ ଭାରତକୁ ଭଲ ପାଏ। ଏବଂ ସେ ଭାରତୀୟ ହୋଇଥିବାରୁ ମୁଁ ତାଙ୍କୁ ଭଲ ପାଏ। ତେଣୁ ପ୍ରେମ ମୂଳରୁ ଆରମ୍ଭ ହୁଏ।"|Vanisource:670111 - Lecture BG 10.08 - New York|670111 - ପ୍ରବଚନ BG 10.08 - ନିୟୁର୍କ}}

Latest revision as of 23:28, 24 July 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯଦି କୃଷ୍ଣ ସବୁକିଛିର ଉତ୍ସ ଅଟନ୍ତି, ତେବେ ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମେ ବ୍ରହ୍ମାଣ୍ଡକୁ ଭଲ ପାଅ । ପ୍ରକୃତରେ ତାହା ହେଉଛି । ଯଦି ତୁମେ ତୁମର ପିତାଙ୍କୁ ଭଲ ପାଅ, ତେବେ ତୁମେ ତୁମର ଭାଇକୁ ଭଲ ପାଅ । ଯଦି ତୁମେ ତୁମର ଦେଶକୁ ଭଲ ପାଅ, ତେବେ ତୁମେ ତୁମର ଦେଶବାସୀଙ୍କୁ ଭଲ ପାଅ । ଧରାଯାଉ ଆମେ ବିଦେଶରେ ଅଛୁ, ଏବଂ ଏଠାରେ ଜଣେ ଭଦ୍ରଲୋକ ଭାରତ, ଭାରତରୁ; ମୁଁ ଭାରତର। ତେଣୁ ସ୍ୱାଭାବିକ ଭାବରେ ଆମେ ପଚାରୁ, "ଓଃ, ଆପଣ ଭାରତରୁ ଆସିଛନ୍ତି କି? ଆପଣ ଭାରତର କେଉଁ ଅଂଶକୁ ଆସିଛନ୍ତି? "ସେହି ବ୍ୟକ୍ତିଙ୍କ ପାଇଁ କାହିଁକି ଆକର୍ଷଣ? କାରଣ ମୁଁ ଭାରତକୁ ଭଲ ପାଏ। ଏବଂ ସେ ଭାରତୀୟ ହୋଇଥିବାରୁ ମୁଁ ତାଙ୍କୁ ଭଲ ପାଏ। ତେଣୁ ପ୍ରେମ ମୂଳରୁ ଆରମ୍ଭ ହୁଏ।"
670111 - ପ୍ରବଚନ BG 10.08 - ନିୟୁର୍କ