OR/670111c ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି: Difference between revisions

 
(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ନିୟୁର୍କ]]
[[Category:OR/ଅମୃତ ବାଣୀ - ନିୟୁର୍କ]]
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670111BG-NEW_YORK_ND_02.mp3</mp3player>|"ଭଗବଦ୍-ଗୀତାରେ ଏହା କୁହାଯାଇଅଛି  ଯେ,
<!-- BEGIN NAVIGATION BAR -- DO NOT EDIT OR REMOVE -->
: ସର୍ବ-ୟୋନିସୁ  କୋୖନ୍ତେୟ  ।
{{Nectar Drops navigation - All Languages|Oriya|OR/670111b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670111b|OR/670115 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ନିୟୁର୍କ ରେ କହୁଛନ୍ତି|670115}}
: ସମ୍ଭବନ୍ତି ମୂର୍ତୟଃ ୟାଃ 
<!-- END NAVIGATION BAR -->
: ତାସାଂ ମହଦ ୟୋନିର ଵ୍ରହ୍ମ ।
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670120CC-SAN_FRANCISCO_ND_01.mp3</mp3player>|"ପ୍ରଭୁ ଚୈତନ୍ୟ ମହାପ୍ରଭୂଙ୍କ ବିଶେଷତ୍ୱ ହେଲା ଯେ ସେ ଅତ୍ୟନ୍ତ ତାର୍କିକ ଯୁକ୍ତି ବ୍ୟବହାର କରୁଥିଲେ ଏବଂ ସେ ତାଙ୍କ ବିରୋଧୀଙ୍କୁ ଏପରି ଭାବରେ ପରାସ୍ତ କରିଥିଲେ ଯେ ସେମାନେ ସନ୍ତୁଷ୍ଟ ହୋଇଥିଲେ। ସେମାନେ ପ୍ରତିକୂଳ ନଥିଲେ। ଏବଂ ଶାସ୍ତ୍ର ପ୍ରମାଣ ସହିତ। ଆର୍ଗୁମେଣ୍ଟମ୍-ଆଡ଼-ଭ୍ୟାକୁଲମ୍ ନୁହେଁ। ସେ ଶାସ୍ତ୍ର, ଶାସ୍ତ୍ରରୁ ଉଚିତ ଯୁକ୍ତି ଏବଂ ପ୍ରମାଣ ଦେଉଥିଲେ। ସର୍ବ-ଶାସ୍ତ୍ର-ଖଣ୍ଡି ପ୍ରଭୁ ଭକ୍ତି କରେ ସାର। ଏବଂ ସୌନ୍ଦର୍ଯ୍ୟ ଥିଲା ଯେ ସେ ଭକ୍ତି ସେବା ବିରୁଦ୍ଧରେ ଅନ୍ୟ ସମସ୍ତ ଯୁକ୍ତିକୁ ପରାସ୍ତ କରୁଥିଲେ। ସେ କେବଳ ପ୍ରତିଷ୍ଠା କରିଥିଲେ ଯେ 'ଭଗବାନ ମହାନ, ଏବଂ ଆମ୍ଭେମାନେ ତାହାଙ୍କର ସେବା କରିବା ପାଇଁ ଉଦ୍ଦିଷ୍ଟ। "|Vanisource:670111 - Lecture BG 10.08 - New York|670111 - ପ୍ରବଚନ BG 10.08 - ନିୟୁର୍କ}}
: ଅହଂ ବୀଜ-ପ୍ରଦଃ  ପିତା
([[Vanisource:BG 14.4|BG 14.4]])
ଲୋକମାନେ ଭଗବଦ୍-ଗୀତାକୁ ଭାରତୀୟ କିମ୍ବା ହିନ୍ଦୁ ଭାବରେ ଗ୍ରହଣ କରୁଛନ୍ତି, କିନ୍ତୁ ପ୍ରକୃତରେ ତାହା ନୁହେଁ। ଏହା ସର୍ବସର୍ବଜନୀନ ଅଟେ । କୃଷ୍ଣ କହିଛନ୍ତି ଯେ ଜୀବଜଗତ ଅନେକ ପ୍ରକାର ଅଛି । ବିଭିନ୍ନ ପ୍ରକାରର ଶରୀରର ୮,୪୦୦,୦୦୦ ଅଛି । "ଏବଂ ସମସ୍ତେ ମୋର ପୁତ୍ର।" ତେଣୁ ଯଦି ତୁମେ କୃଷ୍ଣଙ୍କୁ ଭଲ ପାଅ, ତେବେ ତୁମେ ଗୋରା ଲୋକଙ୍କୁ ଭଲ ପାଅ, ତୁମେ ଆମେରିକୀୟକୁ ଭଲ ପାଅ, ତୁମେ ୟୁରୋପୀୟକୁ ଭଲ ପାଅ, ତୁମେ ଭାରତୀୟଙ୍କୁ ଭଲ ପାଅ, ଗାଈ କୁ ଭଲ ପାଅ, ତୁମେ କୁକୁରକୁ ଭଲ ପାଅ, ସର୍ପକୁ ଭଲ ପାଅ - ସମସ୍ତଙ୍କୁ ।"|Vanisource:670111 - Lecture BG 10.08 - New York|670111 - ପ୍ରବଚନ BG 10.08 - ନିୟୁର୍କ}}

Latest revision as of 23:26, 16 August 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ପ୍ରଭୁ ଚୈତନ୍ୟ ମହାପ୍ରଭୂଙ୍କ ବିଶେଷତ୍ୱ ହେଲା ଯେ ସେ ଅତ୍ୟନ୍ତ ତାର୍କିକ ଯୁକ୍ତି ବ୍ୟବହାର କରୁଥିଲେ ଏବଂ ସେ ତାଙ୍କ ବିରୋଧୀଙ୍କୁ ଏପରି ଭାବରେ ପରାସ୍ତ କରିଥିଲେ ଯେ ସେମାନେ ସନ୍ତୁଷ୍ଟ ହୋଇଥିଲେ। ସେମାନେ ପ୍ରତିକୂଳ ନଥିଲେ। ଏବଂ ଶାସ୍ତ୍ର ପ୍ରମାଣ ସହିତ। ଆର୍ଗୁମେଣ୍ଟମ୍-ଆଡ଼-ଭ୍ୟାକୁଲମ୍ ନୁହେଁ। ସେ ଶାସ୍ତ୍ର, ଶାସ୍ତ୍ରରୁ ଉଚିତ ଯୁକ୍ତି ଏବଂ ପ୍ରମାଣ ଦେଉଥିଲେ। ସର୍ବ-ଶାସ୍ତ୍ର-ଖଣ୍ଡି ପ୍ରଭୁ ଭକ୍ତି କରେ ସାର। ଏବଂ ସୌନ୍ଦର୍ଯ୍ୟ ଥିଲା ଯେ ସେ ଭକ୍ତି ସେବା ବିରୁଦ୍ଧରେ ଅନ୍ୟ ସମସ୍ତ ଯୁକ୍ତିକୁ ପରାସ୍ତ କରୁଥିଲେ। ସେ କେବଳ ପ୍ରତିଷ୍ଠା କରିଥିଲେ ଯେ 'ଭଗବାନ ମହାନ, ଏବଂ ଆମ୍ଭେମାନେ ତାହାଙ୍କର ସେବା କରିବା ପାଇଁ ଉଦ୍ଦିଷ୍ଟ। "
670111 - ପ୍ରବଚନ BG 10.08 - ନିୟୁର୍କ