OR/670205 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670124 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670124|OR/670207 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670207}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670205CC-SAN_FRANCISCO_ND_01.mp3</mp3player>|"କର୍ମୀ ଅର୍ଥାତ୍ ଯେଉଁମାନେ ଦିନରାତି ଅତି କଠିନ ପରିଶ୍ରମ କରୁଛନ୍ତି, କେବଳ ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ। କେବଳ ସେତିକି। ସେମାନଙ୍କୁ କର୍ମୀ କୁହାଯାଏ। ଏବଂ ଜ୍ଞାନୀର ଅର୍ଥ ହେଉଛି ସେମାନେ ମାନସିକ କଳ୍ପନା ଦ୍ୱାରା ସମାଧାନ ଖୋଜୁଛନ୍ତି । ଏବଂ ଯୋଗର ଅର୍ଥ ହେଉଛି ସେମାନେ ଶାରୀରିକ ବ୍ୟାୟାମ ଦ୍ୱାରା ଆଧ୍ୟାତ୍ମିକ ମୋକ୍ଷ ଖୋଜିବାକୁ ଚେଷ୍ଟା କରୁଛନ୍ତି। ସେମାନେ ସମସ୍ତେ, କଠୋର ଶବ୍ଦରେ, ସେମାନେ ସମସ୍ତେ ଭୌତିକବାଦୀ । ଆଧ୍ୟାତ୍ମିକବାଦର କୌଣସି ପ୍ରଶ୍ନ ନାହିଁ । ସେଠାରେ ଆଧ୍ୟାତ୍ମିକତା, ଯେଉଁଠାରେ ଜଣେ ବୁଝନ୍ତି ଯେ ଆତ୍ମାର ସାମ୍ବିଧାନିକ ସ୍ଥିତି କ’ଣ ଏବଂ ସେହି ଅନୁଯାୟୀ କାର୍ଯ୍ୟ କରନ୍ତି । ତେଣୁ ଭକ୍ତି, ଏହି ଭକ୍ତିମୟ ସେବା କେବଳ ଆଧ୍ୟାତ୍ମିକତା, କାରଣ ଯେଉଁମାନେ ଭକ୍ତ ଅଟନ୍ତି, ସେମାନେ ଜାଣନ୍ତି ଯେ ସେମାନେ ଅନନ୍ତକାଳ ପାଇଁ ପରମପୁରୁଷ ଭଗବାନଙ୍କର ଅଂଶ ବିଶେଷ ଅଟନ୍ତି, ଏବଂ ତେଣୁ ପରମପୁରୁଷ ଭଗବାନଙ୍କର ଦିବ୍ୟ ପ୍ରେମ ସେବାରେ ନିୟୋଜିତ ହେବା ହେଉଛି ଆଧ୍ୟାତ୍ମିକତା। "|Vanisource:670205 - Lecture CC Adi 07.39-47 - San Francisco|670205 - ପ୍ରବଚନ CC Adi 07.39-47 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 23:37, 12 September 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କର୍ମୀ ଅର୍ଥାତ୍ ଯେଉଁମାନେ ଦିନରାତି ଅତି କଠିନ ପରିଶ୍ରମ କରୁଛନ୍ତି, କେବଳ ଇନ୍ଦ୍ରିୟ ସନ୍ତୁଷ୍ଟତା ପାଇଁ। କେବଳ ସେତିକି। ସେମାନଙ୍କୁ କର୍ମୀ କୁହାଯାଏ। ଏବଂ ଜ୍ଞାନୀର ଅର୍ଥ ହେଉଛି ସେମାନେ ମାନସିକ କଳ୍ପନା ଦ୍ୱାରା ସମାଧାନ ଖୋଜୁଛନ୍ତି । ଏବଂ ଯୋଗର ଅର୍ଥ ହେଉଛି ସେମାନେ ଶାରୀରିକ ବ୍ୟାୟାମ ଦ୍ୱାରା ଆଧ୍ୟାତ୍ମିକ ମୋକ୍ଷ ଖୋଜିବାକୁ ଚେଷ୍ଟା କରୁଛନ୍ତି। ସେମାନେ ସମସ୍ତେ, କଠୋର ଶବ୍ଦରେ, ସେମାନେ ସମସ୍ତେ ଭୌତିକବାଦୀ । ଆଧ୍ୟାତ୍ମିକବାଦର କୌଣସି ପ୍ରଶ୍ନ ନାହିଁ । ସେଠାରେ ଆଧ୍ୟାତ୍ମିକତା, ଯେଉଁଠାରେ ଜଣେ ବୁଝନ୍ତି ଯେ ଆତ୍ମାର ସାମ୍ବିଧାନିକ ସ୍ଥିତି କ’ଣ ଏବଂ ସେହି ଅନୁଯାୟୀ କାର୍ଯ୍ୟ କରନ୍ତି । ତେଣୁ ଭକ୍ତି, ଏହି ଭକ୍ତିମୟ ସେବା କେବଳ ଆଧ୍ୟାତ୍ମିକତା, କାରଣ ଯେଉଁମାନେ ଭକ୍ତ ଅଟନ୍ତି, ସେମାନେ ଜାଣନ୍ତି ଯେ ସେମାନେ ଅନନ୍ତକାଳ ପାଇଁ ପରମପୁରୁଷ ଭଗବାନଙ୍କର ଅଂଶ ବିଶେଷ ଅଟନ୍ତି, ଏବଂ ତେଣୁ ପରମପୁରୁଷ ଭଗବାନଙ୍କର ଦିବ୍ୟ ପ୍ରେମ ସେବାରେ ନିୟୋଜିତ ହେବା ହେଉଛି ଆଧ୍ୟାତ୍ମିକତା। "
670205 - ପ୍ରବଚନ CC Adi 07.39-47 - ସାନ୍ ଫ୍ରାନ୍ସିସ୍କୋ