OR/670207 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 23:37, 12 September 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଯିଏ ବିକାଶର ଦ୍ୱିତୀୟ ପର୍ଯ୍ୟାୟରେ ଅଛି, ସେ ଭଗବାନଙ୍କୁ ଜାଣନ୍ତି, ସେ ଭଗବାନଙ୍କୁ ଭଲ ପାଆନ୍ତି ଏବଂ ଭଗବାନଙ୍କ ସହ ସେ ଭକ୍ତମାନଙ୍କୁ ଭଲ ପାଆନ୍ତି ..., ସେ ଭଗବାନଙ୍କ ଭକ୍ତମାନଙ୍କ ସହିତ ବନ୍ଧୁତା ସ୍ଥାପନ କରନ୍ତି । ଈଶ୍ୱରେ ତଦ ଅଧିନେଷୁ ବାଲିଶେଷୁ ( ଭା. ୧୧.୨.୪୬) ଏବଂ ଯେପର୍ଯ୍ୟନ୍ତ ନିର୍ଦ୍ଦୋଷମାନେ ସମ୍ବଦ୍ଧିତ ... ନିର୍ଦ୍ଦୋଷର ଅର୍ଥ ହେଉଛି ସେମାନେ ଅପରାଧୀ ନୁହଁନ୍ତି, କିନ୍ତୁ ସେମାନେ ଜାଣନ୍ତି ନାହିଁ ଭଗବାନ କ’ଣ, ତାଙ୍କର ସମ୍ପର୍କ କ’ଣ? ସାଧାରଣ ଲୋକ। ସେମାନଙ୍କ ପାଇଁ, କୃଷ୍ଣ ଚେତନାର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନେ ଅଛନ୍ତି, ତାଙ୍କର କର୍ତ୍ତବ୍ୟ ହେଉଛି ସେମାନଙ୍କୁ ଆଲୋକିତ କରିବା। ଏବଂ ଯେଉଁମାନେ ନାସ୍ତିକ, ଉଦ୍ଦେଶ୍ୟମୂଳକ ଭାବରେ ଭଗବାନଙ୍କ ବିରୁଦ୍ଧ, ସେମାନଙ୍କୁ ଏଡ଼ାଇବା ଉଚିତ୍। "
670207 - ପ୍ରବଚନ CC Adi 07.49-65 - ସାନ୍ ଫ୍ରାନ୍ସିସ୍କୋ