OR/670207b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670207 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670207|OR/670208 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670208}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670207CC-SAN_FRANCISCO_ND_02.mp3</mp3player>|"ସନ୍ୟାସୀଙ୍କୁ ଦେଖିବା ମାତ୍ରେ ତାଙ୍କର ସମ୍ମାନ ପ୍ରଦାନ କରିବା ଉଚିତ୍। ଯଦି ସେ ତାଙ୍କର ସମ୍ମାନ ପ୍ରଦାନ ନକରନ୍ତି, ତେବେ ଦଣ୍ଡ ଭାବରେ ଦିନେ ଉପବାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଖାଇବା ଉଚିତ୍ ନୁହେଁ।" ଓଃ, ମୁଁ ସନ୍ୟାସୀଙ୍କୁ ଦେଖିଲି, କିନ୍ତୁ ମୁଁ ସମ୍ମାନ ପ୍ରଦାନ କରି ନାହିଁ । ତେଣୁ ମୁଁ ଦିନେ ଉପବାସ କରିବା ଉଚିତ୍ ବୋଲି ଅନୁତାପ କରିବା ଉଚିତ୍। "ଏହା ହେଉଛି ଆଦେଶ। ତେଣୁ ଚୈତନ୍ୟ ମହାପ୍ରଭୂ, ଯଦିଓ ସେ ନିଜେ ଭଗବାନ ଥିଲେ, କିନ୍ତୁ ତାଙ୍କର ଆଚରଣ ଏବଂ ଶୈଳୀ ଅତ୍ୟନ୍ତ ଉତ୍କୃଷ୍ଟ ଥିଲା। ସନ୍ୟାସୀଙ୍କୁ ଦେଖିବା ମାତ୍ରେ, ସେ ସମ୍ମାନ ପ୍ରଦାନ କରୁଥିଲେ। ପାଦ ପ୍ରକ୍ଷାଳନ କରି ବସିଲା ସେଇ ସ୍ଥାନେ ([[Vanisource: CC Adi 7.59 | ଚ.ଚ. ଆଦି ୭.୫୯]]) ଏବଂ ଏହା ହେଉଛି ଏକ ପ୍ରଣାଳୀ ଯେ ଯେତେବେଳେ ଜଣେ ବାହାରୁ ଆସନ୍ତି, ତାଙ୍କୁ କୋଠରୀରେ ପ୍ରବେଶ କରିବା ପୂର୍ବରୁ ପାଦ ଧୋଇବାକୁ ପଡେ, ବିଶେଷ କରି ସନ୍ୟାସୀଙ୍କ ପାଇଁ । ସେ ତାଙ୍କ ପାଦ ଧୋଇ ବାହାରେ ବସିଥିଲେ ଯେଉଁଠାରେ ଅନ୍ୟ ସନ୍ୟାସୀ ବସିଥିଲେ, ଟିକିଏ ଦୂରରେ, ଯେଉଁଠାରେ ସେ ତାଙ୍କ ପାଦ ଧୋଇଥିଲେ। "|Vanisource:670207 - Lecture CC Adi 07.49-65 - San Francisco|670207 - ପ୍ରବଚନ CC Adi 07.49-65 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 23:37, 12 September 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସନ୍ୟାସୀଙ୍କୁ ଦେଖିବା ମାତ୍ରେ ତାଙ୍କର ସମ୍ମାନ ପ୍ରଦାନ କରିବା ଉଚିତ୍। ଯଦି ସେ ତାଙ୍କର ସମ୍ମାନ ପ୍ରଦାନ ନକରନ୍ତି, ତେବେ ଦଣ୍ଡ ଭାବରେ ଦିନେ ଉପବାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ଖାଇବା ଉଚିତ୍ ନୁହେଁ।" ଓଃ, ମୁଁ ସନ୍ୟାସୀଙ୍କୁ ଦେଖିଲି, କିନ୍ତୁ ମୁଁ ସମ୍ମାନ ପ୍ରଦାନ କରି ନାହିଁ । ତେଣୁ ମୁଁ ଦିନେ ଉପବାସ କରିବା ଉଚିତ୍ ବୋଲି ଅନୁତାପ କରିବା ଉଚିତ୍। "ଏହା ହେଉଛି ଆଦେଶ। ତେଣୁ ଚୈତନ୍ୟ ମହାପ୍ରଭୂ, ଯଦିଓ ସେ ନିଜେ ଭଗବାନ ଥିଲେ, କିନ୍ତୁ ତାଙ୍କର ଆଚରଣ ଏବଂ ଶୈଳୀ ଅତ୍ୟନ୍ତ ଉତ୍କୃଷ୍ଟ ଥିଲା। ସନ୍ୟାସୀଙ୍କୁ ଦେଖିବା ମାତ୍ରେ, ସେ ସମ୍ମାନ ପ୍ରଦାନ କରୁଥିଲେ। ପାଦ ପ୍ରକ୍ଷାଳନ କରି ବସିଲା ସେଇ ସ୍ଥାନେ ( ଚ.ଚ. ଆଦି ୭.୫୯) ଏବଂ ଏହା ହେଉଛି ଏକ ପ୍ରଣାଳୀ ଯେ ଯେତେବେଳେ ଜଣେ ବାହାରୁ ଆସନ୍ତି, ତାଙ୍କୁ କୋଠରୀରେ ପ୍ରବେଶ କରିବା ପୂର୍ବରୁ ପାଦ ଧୋଇବାକୁ ପଡେ, ବିଶେଷ କରି ସନ୍ୟାସୀଙ୍କ ପାଇଁ । ସେ ତାଙ୍କ ପାଦ ଧୋଇ ବାହାରେ ବସିଥିଲେ ଯେଉଁଠାରେ ଅନ୍ୟ ସନ୍ୟାସୀ ବସିଥିଲେ, ଟିକିଏ ଦୂରରେ, ଯେଉଁଠାରେ ସେ ତାଙ୍କ ପାଦ ଧୋଇଥିଲେ। "
670207 - ପ୍ରବଚନ CC Adi 07.49-65 - ସାନ୍ ଫ୍ରାନ୍ସିସ୍କୋ