OR/670209 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

 
(Vanibot #0019: LinkReviser - Revise links, localize and redirect them to the de facto address)
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670209CC-SAN_FRANCISCO_ND_01.mp3</mp3player>|"ଯେପରି ତୁମେ ଭଗବଦ୍-ଗୀତାରେ ଦେଖିବ ଯେ ଅର୍ଜୁନ, ଆରମ୍ଭରେ ସେ କୃଷ୍ଣଙ୍କ ସହିତ ଯୁକ୍ତିତର୍କ କରୁଥିଲେ, ବନ୍ଧୁଙ୍କ ମଧ୍ୟରେ ପରି, କିନ୍ତୁ ଯେତେବେଳେ ସେ ନିଜକୁ ଛାତ୍ର ଭାବରେ ଆତ୍ମସମର୍ପଣ କଲେ, ଶିଷ୍ୟସ୍ତେହଂ ଶାଧି ମାଂ ପ୍ରପନ୍ନମ୍... ([[Vanisource:BG 2.7|ଭ.ଗୀ. ୨.୭]]) । ସେ କହିଥିଲେ, "ମୋର ପ୍ରିୟ କୃଷ୍ଣ, ବର୍ତ୍ତମାନ ମୁଁ ତୁମ ନିକଟରେ ଆତ୍ମସମର୍ପଣ କରୁଛି। ମୁଁ ତୁମକୁ ମୋର ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରୁଛି।" ଶିଷ୍ୟସ୍ତେହଂ: "ମୁଁ ତୁମର ଶିଷ୍ୟ, ବନ୍ଧୁ ନୁହେଁ।" କାରଣ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା, ଯୁକ୍ତି, ଏହାର କୌଣସି ଅନ୍ତ ନାହିଁ । କିନ୍ତୁ ଯେତେବେଳେ ଆଧ୍ୟାତ୍ମିକ ଗୁରୁ ଏବଂ ଶିଷ୍ୟ ମଧ୍ୟରେ କଥାବାର୍ତ୍ତା ହୁଏ, ସେଠାରେ କୌଣସି ଯୁକ୍ତି ନାହିଁ । କୌଣସି ଯୁକ୍ତି ନାହିଁ । ଆଧ୍ୟାତ୍ମିକ ଗୁରୁ କହିବା ମାତ୍ରେ ତାହା କରିବାକୁ ହେବ । ବାସ ତାହା, ନିର୍ଣ୍ଣାୟକ। "|Vanisource:670209 - Lecture CC Adi 07.77-81 - San Francisco|670209 - ପ୍ରବଚନ CC Adi 07.77-81 - ସାନ୍ ଫ୍ରାନ୍ସିସ୍କୋ}}
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670208 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670208|OR/670209b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670209b}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670209CC-SAN_FRANCISCO_ND_01.mp3</mp3player>|"ଯେପରି ତୁମେ ଭଗବଦ୍-ଗୀତାରେ ଦେଖିବ ଯେ ଅର୍ଜୁନ, ଆରମ୍ଭରେ ସେ କୃଷ୍ଣଙ୍କ ସହିତ ଯୁକ୍ତିତର୍କ କରୁଥିଲେ, ବନ୍ଧୁଙ୍କ ମଧ୍ୟରେ ପରି, କିନ୍ତୁ ଯେତେବେଳେ ସେ ନିଜକୁ ଛାତ୍ର ଭାବରେ ଆତ୍ମସମର୍ପଣ କଲେ, ଶିଷ୍ୟସ୍ତେହଂ ଶାଧି ମାଂ ପ୍ରପନ୍ନମ୍... ([[Vanisource:BG 2.7 (1972)|ଭ.ଗୀ. ୨.୭]]) । ସେ କହିଥିଲେ, "ମୋର ପ୍ରିୟ କୃଷ୍ଣ, ବର୍ତ୍ତମାନ ମୁଁ ତୁମ ନିକଟରେ ଆତ୍ମସମର୍ପଣ କରୁଛି। ମୁଁ ତୁମକୁ ମୋର ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରୁଛି।" ଶିଷ୍ୟସ୍ତେହଂ: "ମୁଁ ତୁମର ଶିଷ୍ୟ, ବନ୍ଧୁ ନୁହେଁ।" କାରଣ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା, ଯୁକ୍ତି, ଏହାର କୌଣସି ଅନ୍ତ ନାହିଁ । କିନ୍ତୁ ଯେତେବେଳେ ଆଧ୍ୟାତ୍ମିକ ଗୁରୁ ଏବଂ ଶିଷ୍ୟ ମଧ୍ୟରେ କଥାବାର୍ତ୍ତା ହୁଏ, ସେଠାରେ କୌଣସି ଯୁକ୍ତି ନାହିଁ । କୌଣସି ଯୁକ୍ତି ନାହିଁ । ଆଧ୍ୟାତ୍ମିକ ଗୁରୁ କହିବା ମାତ୍ରେ ତାହା କରିବାକୁ ହେବ । ବାସ ତାହା, ନିର୍ଣ୍ଣାୟକ। "|Vanisource:670209 - Lecture CC Adi 07.77-81 - San Francisco|670209 - ପ୍ରବଚନ CC Adi 07.77-81 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 23:16, 17 September 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଯେପରି ତୁମେ ଭଗବଦ୍-ଗୀତାରେ ଦେଖିବ ଯେ ଅର୍ଜୁନ, ଆରମ୍ଭରେ ସେ କୃଷ୍ଣଙ୍କ ସହିତ ଯୁକ୍ତିତର୍କ କରୁଥିଲେ, ବନ୍ଧୁଙ୍କ ମଧ୍ୟରେ ପରି, କିନ୍ତୁ ଯେତେବେଳେ ସେ ନିଜକୁ ଛାତ୍ର ଭାବରେ ଆତ୍ମସମର୍ପଣ କଲେ, ଶିଷ୍ୟସ୍ତେହଂ ଶାଧି ମାଂ ପ୍ରପନ୍ନମ୍... (ଭ.ଗୀ. ୨.୭) । ସେ କହିଥିଲେ, "ମୋର ପ୍ରିୟ କୃଷ୍ଣ, ବର୍ତ୍ତମାନ ମୁଁ ତୁମ ନିକଟରେ ଆତ୍ମସମର୍ପଣ କରୁଛି। ମୁଁ ତୁମକୁ ମୋର ଆଧ୍ୟାତ୍ମିକ ଗୁରୁ ଭାବରେ ଗ୍ରହଣ କରୁଛି।" ଶିଷ୍ୟସ୍ତେହଂ: "ମୁଁ ତୁମର ଶିଷ୍ୟ, ବନ୍ଧୁ ନୁହେଁ।" କାରଣ ବନ୍ଧୁତ୍ୱପୂର୍ଣ୍ଣ କଥାବାର୍ତ୍ତା, ଯୁକ୍ତି, ଏହାର କୌଣସି ଅନ୍ତ ନାହିଁ । କିନ୍ତୁ ଯେତେବେଳେ ଆଧ୍ୟାତ୍ମିକ ଗୁରୁ ଏବଂ ଶିଷ୍ୟ ମଧ୍ୟରେ କଥାବାର୍ତ୍ତା ହୁଏ, ସେଠାରେ କୌଣସି ଯୁକ୍ତି ନାହିଁ । କୌଣସି ଯୁକ୍ତି ନାହିଁ । ଆଧ୍ୟାତ୍ମିକ ଗୁରୁ କହିବା ମାତ୍ରେ ତାହା କରିବାକୁ ହେବ । ବାସ ତାହା, ନିର୍ଣ୍ଣାୟକ। "
670209 - ପ୍ରବଚନ CC Adi 07.77-81 - ସାନ୍ ଫ୍ରାନ୍ସିସ୍କୋ