OR/670217b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 23:38, 12 September 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"କୃଷ୍ଣ ଚେତନା ଏକ କୃତ୍ରିମ ଜିନିଷ ନୁହେଁ, ଆମେ କିଛି ଧାରଣା ଏବଂ ବିଜ୍ଞାପନ ପ୍ରସ୍ତୁତ କରିଛୁ ଯାହା ଦ୍ଵାରା ଆମେ କୃଷ୍ଣ ଭାବାନାମୃତ ଅଟୁ। ନା। କୃଷ୍ଣ ଚେତନା ଅର୍ଥ ହେଉଛି କେବଳ ଜଣେ ଆଜ୍ଞାକାରୀ ନାଗରିକ, ସେ ସର୍ବଦା ରାଜ୍ୟର ସର୍ବୋଚ୍ଚତା ବିଷୟରେ ସଚେତନ ଅଟନ୍ତି, ସେହିଭଳି ଜଣେ ବ୍ୟକ୍ତି ଭଗବାନଙ୍କ ସର୍ବୋଚ୍ଚତା, କିମ୍ବା କୃଷ୍ଣଙ୍କ ବିଷୟରେ ସର୍ବଦା ସଚେତନ, ତାଙ୍କୁ କୃଷ୍ଣ ଭାବାନାମୃତ କୁହାଯାଏ । ତାଙ୍କୁ କୃଷ୍ଣ ଭାବାନାମୃତ କୁହାଯାଏ । ଏବଂ ଯଦି ଆମେ କହିଥାଉ ଯେ "ଆମେ କାହିଁକି କୃଷ୍ଣ ଭାବାନାମୃତ ହେବା?" ଯଦି ଆପଣ କୃଷ୍ଣ ଭାବାନାମୃତ ନ ହୁଅନ୍ତି, ତେବେ ଆପଣ ଅପରାଧୀ ହୋଇଯିବ । ପାପୀ ହୋଇଯିବ। ତୁମକୁ ଯନ୍ତ୍ରଣା ଭୋଗିବାକୁ ପଡିବ। ପ୍ରକୃତିର ନିୟମ ଏତେ ଶକ୍ତିଶାଳୀ ଯେ ଏହା ତୁମକୁ ଯନ୍ତ୍ରଣା ନ ଦେଇ ଯିବାକୁ ଦେବ ନାହିଁ। "
670217 - ପ୍ରବଚନ CC Adi 07.106-107 - ସାନ୍ ଫ୍ରାନ୍ସିସ୍କୋ