OR/670224 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି

Revision as of 23:39, 12 September 2020 by Vanibot (talk | contribs) (Vanibot #0025: NectarDropsConnector - add new navigation bars (prev/next))
(diff) ← Older revision | Latest revision (diff) | Newer revision → (diff)
OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ପରମପୁରୁଷଙ୍କ ସହ ଅନେକ ଗୁଣାତ୍ମକ ସମାନତା ଅଛି, ମୁଁ କହିବାକୁ ଚାହେଁ ଜୀଵାତ୍ମାଙ୍କର । କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ବକ୍ତବ୍ୟ ଯେ "ଆମେ ଜୀଵାତ୍ମା, ଆମେ ଭଗବାନ, ଏବଂ ବର୍ତ୍ତମାନ ଆମେ ମାୟାରେ ଭ୍ରମିତ। ଆମେ ଏହି ମାୟାରୁ ମୁକ୍ତ ହେବା ମାତ୍ରେ, ଆମେ ଭଗବାନ ହୋଇଥାଉ,"ଏହା ସତ୍ୟ ନୁହେଁ। ତୁମେ ଭଗବାନ ହୁଅନାହିଁ, କିନ୍ତୁ ତୁମେ ପୂର୍ବରୁ ଐଶ୍ୱରୀୟ ଗୁଣରେ, ଗୁଣରେ, କିଛି ପରିମାଣରେ, ସମ୍ପୂର୍ଣ୍ଣ ରୂପେ ନୁହଁ । ତେଣୁ ଯେତେବେଳେ ତୁମେ ଏଇ ଭୌତିକ କବଳତାରୁ ମୁକ୍ତ ହେବ, ତୁମେ ତୁମର ମୂଳ ଗୁଣ, ଆଧ୍ୟାତ୍ମିକ ଗୁଣ ହାସଲ କରିବ । "
670224 - ପ୍ରବଚନ CC Adi 07.118-120 - ସାନ୍ ଫ୍ରାନ୍ସିସ୍କୋ