OR/670303b ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି: Difference between revisions

(Vanibot #0025: NectarDropsConnector - add new navigation bars (prev/next))
 
Line 2: Line 2:
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ୧୯୬୭]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
[[Category:OR/ଅମୃତ ବାଣୀ - ସାନ୍ ଫ୍ରାନ୍ସିସ୍କୋ]]
<!-- BEGIN NAVIGATION BAR -- DO NOT EDIT OR REMOVE -->
{{Nectar Drops navigation - All Languages|Oriya|OR/670303 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670303|OR/670310 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ତାଙ୍କ ଅମୃତ ବାଣୀ ସାନ୍ ଫ୍ରାନ୍ସିସ୍କୋ ରେ କହୁଛନ୍ତି|670310}}
<!-- END NAVIGATION BAR -->
{{Audiobox_NDrops|OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ|<mp3player>https://s3.amazonaws.com/vanipedia/Nectar+Drops/670303SB-SAN_FRANCISCO_ND_02.mp3</mp3player>|"ଖେଳୁଥିବା ଏହି ଶିଶୁ, ସେ ବର୍ତ୍ତମାନ, ସେ ଏକ ଛୋଟ ଶରୀର ପାଇଛି । ସେହିଭଳି, ଯେତେବେଳେ ସେ ତାଙ୍କ ପିତାଙ୍କ ପରି ଶରୀର ପାଇବେ, ସେତେବେଳେ ତାଙ୍କୁ ଅନେକ ଶରୀର ପରିବର୍ତ୍ତନ କରିବାକୁ ପଡିବ। ଏତେ ସଂଖ୍ୟକ ଶରୀର। ତେଣୁ ଶରୀର ବଦଳିଯିବ କିନ୍ତୁ ସେ, ଆତ୍ମା, ସମାନ ରହିବ । ଏବଂ ବର୍ତ୍ତମାନ, ଏହି ପିଲାଦିନରେ, କିମ୍ବା ତାଙ୍କ ମାତାଙ୍କ ଗର୍ଭରେ, କିମ୍ବା ଯେତେବେଳେ ଶରୀର ତାଙ୍କ ପିତାଙ୍କ ପରି, କିମ୍ବା ଯେତେବେଳେ ଶରୀର ତାଙ୍କ ଜେଜେବାପାଙ୍କ ପରି - ସମାନ, ସମାନ ଆତ୍ମା ଜାରି ରହିବ । ତେଣୁ ଆତ୍ମା ସ୍ଥାୟୀ ଏବଂ ଶରୀର ବଦଳୁଛି। ଏହା ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି: ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ୟୋକ୍ତାଃ ଶରୀରିଣଃ ([[Vanisource: BG 2.18 | ଭ.ଗୀ. ୨.୧୮]]) ଏହି ଶରୀର ଅସ୍ଥାୟୀ ଅଟେ। ଅସ୍ଥାୟୀ। ଏହି  ବାଳକ ଶରୀର କିମ୍ବା ଯୌବନ ଶରୀର କିମ୍ବା ପରିପକ୍ୱ ଶରୀର କିମ୍ବା ଜିର୍ଣ ଶରୀର, ସେଗୁଡ଼ିକ ସବୁ ଅସ୍ଥାୟୀ ଅଟେ । ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତି ସେକେଣ୍ଡରେ, ଆମେ ପରିବର୍ତ୍ତନ କରୁଛୁ । କିନ୍ତୁ ଶରୀର ଭିତରେ ଥିବା ଆତ୍ମା, ତାହା ସ୍ଥାୟୀ ଅଟେ । "|Vanisource:670303 - Lecture SB 07.06.01 - San Francisco|670303 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ}}

Latest revision as of 23:39, 12 September 2020

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଖେଳୁଥିବା ଏହି ଶିଶୁ, ସେ ବର୍ତ୍ତମାନ, ସେ ଏକ ଛୋଟ ଶରୀର ପାଇଛି । ସେହିଭଳି, ଯେତେବେଳେ ସେ ତାଙ୍କ ପିତାଙ୍କ ପରି ଶରୀର ପାଇବେ, ସେତେବେଳେ ତାଙ୍କୁ ଅନେକ ଶରୀର ପରିବର୍ତ୍ତନ କରିବାକୁ ପଡିବ। ଏତେ ସଂଖ୍ୟକ ଶରୀର। ତେଣୁ ଶରୀର ବଦଳିଯିବ କିନ୍ତୁ ସେ, ଆତ୍ମା, ସମାନ ରହିବ । ଏବଂ ବର୍ତ୍ତମାନ, ଏହି ପିଲାଦିନରେ, କିମ୍ବା ତାଙ୍କ ମାତାଙ୍କ ଗର୍ଭରେ, କିମ୍ବା ଯେତେବେଳେ ଶରୀର ତାଙ୍କ ପିତାଙ୍କ ପରି, କିମ୍ବା ଯେତେବେଳେ ଶରୀର ତାଙ୍କ ଜେଜେବାପାଙ୍କ ପରି - ସମାନ, ସମାନ ଆତ୍ମା ଜାରି ରହିବ । ତେଣୁ ଆତ୍ମା ସ୍ଥାୟୀ ଏବଂ ଶରୀର ବଦଳୁଛି। ଏହା ଭଗବଦ୍-ଗୀତାରେ ବ୍ୟାଖ୍ୟା କରାଯାଇଛି: ଅନ୍ତବନ୍ତ ଇମେ ଦେହା ନିତ୍ୟ ସ୍ୟୋକ୍ତାଃ ଶରୀରିଣଃ ( ଭ.ଗୀ. ୨.୧୮) ଏହି ଶରୀର ଅସ୍ଥାୟୀ ଅଟେ। ଅସ୍ଥାୟୀ। ଏହି ବାଳକ ଶରୀର କିମ୍ବା ଯୌବନ ଶରୀର କିମ୍ବା ପରିପକ୍ୱ ଶରୀର କିମ୍ବା ଜିର୍ଣ ଶରୀର, ସେଗୁଡ଼ିକ ସବୁ ଅସ୍ଥାୟୀ ଅଟେ । ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତି ସେକେଣ୍ଡରେ, ଆମେ ପରିବର୍ତ୍ତନ କରୁଛୁ । କିନ୍ତୁ ଶରୀର ଭିତରେ ଥିବା ଆତ୍ମା, ତାହା ସ୍ଥାୟୀ ଅଟେ । "
670303 - ପ୍ରବଚନ SB 07.06.01 - ସାନ୍ ଫ୍ରାନ୍ସିସ୍କୋ